Latest Odisha News

BREAKING NEWS

Browsing Category

ନବରଙ୍ଗପୁର

Nabarangpur

କାମ ନହେଲେ ଭୋଟ୍ ବର୍ଜନ, ଜିଦରେ ଗାଁର ଲୋକେ

ନବରଙ୍ଗପୁର: ଅଭାବ ଅନଟନ ଭିତରେ ବିତୁଛି ଜୀବନ । ମାଳ ମାଳ ଫମ୍ପା ପ୍ରତିଶ୍ରୁତି ଭିତରେ ନୟାନ୍ତ ଗାଁର ଲୋକେ । ଏବେ ପୁଣି ସେହି ଭୋଟ ନେବାକୁ ପ୍ରାର୍ଥୀଙ୍କ ଭିଡ଼ । ହେଲେ ଏବେ କିନ୍ତୁ ଲୋକେ କିନ୍ତୁ ନିଜ ଜିଦ୍ ରେ ଅଟଳ। କାମ ନାହିଁ ତ ଭୋଟ ନାହିଁ। ଚଳିତ ଥର ଭୋଟ୍ ବର୍ଜନ କରିଛନ୍ତି…

ଜଳଭଣ୍ଡାର ମଝିରେ ଫସିଲା ଦେଶୀ ଡଙ୍ଗା, ଅଳ୍ପକେ ୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

ନବରଙ୍ଗପୁର : ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ୭ ଜଣ ଯାତ୍ରୀ ।ଦେଶୀ ଡଙ୍ଗାରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାର ହେବା ସମୟରେ ପବନ ଯୋଗୁଁ ଜଳଭଣ୍ଡାର ଭିତରେ ଫସିଯାଇଥିଲା ଡଙ୍ଗା । ଡଙ୍ଗାରେ ଯାତ୍ରା କରୁଥିବା ୭ ଜଣ ଯାତ୍ରୀଙ୍କୁ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରିଛନ୍ତି ।ବୋଟ…

[ଭିଡିଓ] ସାମ୍ବାଦିକତାରୁ ରାଜନୀତି : ଘର ଘର ବୁଲି ପ୍ରଚାର କରୁଛନ୍ତି ସୁଶାନ୍ତ

ନବରଙ୍ଗପୁର : ପଞ୍ଚାୟତ ନିର୍ବାଚନ ନେଇ ରାଜନୀତି ସରଗରମର ।  ଚାରିଆଡେ ଜମୁଛି ପ୍ରଚାର। ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ସାମ୍ବାଦିକ ।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ପଞ୍ଚାୟତର ସମିତ ସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି ସୁଶାନ୍ତ କୁମାର ବେହେରା ।ସାମ୍ବାଦିକ ଥିଲେ । ଗାଁ ଗହଳିର…

ଫେଲ୍ ମାରୁଛି ମିଶନ ଭାଲୁ ରେସ୍କୁ

ନବରଙ୍ଗପୁର: ଉମରକୋଟରେ ମିଶନ ଭାଲୁ ରେସ୍କୁ । ଦୁଇ ଦିନ ହେଲା ଗଛରେ ରହିଛି ଭାଲୁ । ଭାଲୁକୁ ଓହ୍ଲାଇବା ପାଇଁ ଉମରକୋଟ ବନ ବିଭାଗର ସବୁ କୌଶଳ ଫେଲ ମାରିଲା । ଉଦ୍ଧାର ପାଇଁ ନବରଙ୍ଗପୁରରୁ ଆସୁଛନ୍ତି ଏକ ଟିମ୍ । ଉମରକୋଟ ବଙ୍ଗୀୟ ଗ୍ରାମ ନାୟକ ଗୁଡା ଗ୍ରାମର ଘଟଣା । ନାୟକଗୁଡ଼ା ୟୁଭି ୧୧…

ପ୍ରାର୍ଥୀପତ୍ର ନାକଚ ପରେ ଧାରଣାରେ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ

ନବରଙ୍ଗପୁର: ପ୍ରାର୍ଥୀପତ୍ର ନାକଚ ପରେ ବ୍ଲକ ଅଫିସ ଆଗରେ ମହିଳାଙ୍କ ଧାରଣା । ସମିତି ସଭ୍ୟ ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ ମହିଳା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ କୁସୁମୀ ଗାଁର ନମିତା ସାଗରିଆ । ଗତକାଲି…

ଗଛ ଉପରେ ଭାଲୁୁ, ଆତଙ୍କିତ ଲୋକେ

ନବରଙ୍ଗପୁର: ଗାଁ ମୁହାଁ ଭାଲୁ । ଆତଙ୍କିତ ଲୋକେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡ଼ା ୟୁଭି ୧୧ଗ୍ରାମକୁ ଏକ ଭାଲୁ ପଶିଆସିଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇଥିବା କୁହାଯାଇଛି । ଭାଲକୁ ଟେକା ପଥର ମାରିବାରୁ ନିକଟରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ିଯାଇଛି । ଖବର ପାଇ…

[ଭିଡ଼ିଓ] ସରକାରୀ ବାବୁଙ୍କୁ ୭ ଖୁଣ୍ ମାଫ୍

ନବରଙ୍ଗପୁର: କହିବେ କାହାକୁ ଶୁଣିବ କିଏ । ମଣ୍ଡିରେ ଧାନ ବିକ୍ରି କରିନପାରି ଚିନ୍ତାରେ ଚାଷୀକୂଳ । ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପକୁ ସବୁ କାଗଜପତ୍ର ଦେଇଥିଲେ । ହେଲେ ରେଜିଷ୍ଟ୍ରେସନ ହୋଇପାରିଲା ନାହିଁ । ଏଥିପାଇଁ ସରକାରଙ୍କୁ ଧମକ ଦେଇଛନ୍ତି ଚାଷୀକୂଳ । ନବରଙ୍ଗପୁର ଜିଲ୍ଲା…

ନବରଙ୍ଗପୁରରେ ବଢୁଛି ସଂକ୍ରମଣ : ଆଜିଠାରୁ ଫେବୃଆରୀ୧୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର କୋର୍ଟରେ କର୍ମଚାରୀ ସଂକ୍ରମିତ ହେବାରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ସଂକ୍ରମଣ ବଢୁଥିବାରୁ ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଜରୁରୀ ବୈଠକ ଜିଲ୍ଲା କୋର୍ଟ ପରିସରରେ କରାଯାଇଥିଲା । ସଂଘ ସଭାପତି ଓ ସମ୍ପାଦକଙ୍କ ଧ୍ୟକ୍ଷତାରେ ଏହି…

ଉମରକୋଟ୍ ପୋଲିସକୁ ମିଳିଛି ସଫଳତା, ଗଞ୍ଜେଇ ଜବତ ସହ ୩ଜଣ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସକୁ ମିଳିଛି ବଡ଼ ସଫଳତା । ୧୨୯ କିଲୋଗ୍ରାମ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ଏହାସହ ୩ଜଣଙ୍କୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁସାରେ, ଗୁରୁବାର ସକାଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉମରକୋଟ୍ ଷ୍ଟାଡ଼ିୟମ ନିକଟରୁ ଏକ ପିକଅପ…

[ଭିଡ଼ିଓ]ନବରଙ୍ଗପୁରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ନବରଙ୍ଗପୁର ସହରରେ ଚିହ୍ନଟ ହେଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ । ମ୍ୟୁନିସିପାଲଟି ଅଞ୍ଚଳର ୧୩ନମ୍ବର ୱାର୍ଡ଼ରୁ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଥିବା…