Latest Odisha News

BREAKING NEWS

Browsing Category

ନବରଙ୍ଗପୁର

Nabarangpur

[ଭିଡ଼ିଓ]ନବରଙ୍ଗପୁରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ନବରଙ୍ଗପୁର ସହରରେ ଚିହ୍ନଟ ହେଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ । ମ୍ୟୁନିସିପାଲଟି ଅଞ୍ଚଳର ୧୩ନମ୍ବର ୱାର୍ଡ଼ରୁ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଥିବା…

ନବରଙ୍ଗପୁର SBI ମୁଖ୍ୟ ଶାଖାର ଦୁଇଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ, ବ୍ୟାଙ୍କ ୪୮ ଘଣ୍ଟା ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାକୁ ଘାରିଲାଣି କୋଭିଡ ଚିନ୍ତା । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାରୁ ଆଜି ୫ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସଦରମହକୁମା ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଦୁଇଜଣ କର୍ମଚାରୀ ଆଜି ପିଜିଟିଭ୍ ଚିହ୍ନଟ ହେବାପରେ…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ବୋନ୍ କ୍ୟାନ୍ସର ପୀଡ଼ିତ ମନୋଜ

ଉମରକୋଟ: ଜୀବନ ପାଲଟିଛି ଯନ୍ତ୍ରଣା ଦାୟକ । ପାଖରେ ଅଛି ଅର୍ଥ ନା ସହଯୋଗ । ଏହାରି ଭିତରେ ଚାଲିଛି ସଂଘର୍ଷ । ଏ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସନ୍ତୋଷି ନଗରର ମନୋଜ କୁମାର ନାୟକ । ବୋନ୍ କ୍ୟାନସରରେ ପୀଡ଼ିତ ହୋଇ ମନୋଜ ଏବେ ସହାୟତା ଅପେକ୍ଷାରେ ରହିଛନ୍ତି । ହେଲେ ଚିକିତ୍ସା…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସିଡିପିଓ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସିଡିପିଓ । ଅଙ୍ଗନୱାଡ଼ି ପିଲାଙ୍କ ଡ୍ରେସ କିଣା ବିଲ୍ ପାସ୍ କରିବା ପାଇଁ ଟଙ୍କା ନେଉଥିଲେ ସିଡିପିଓ । ହାତ ବଢାଇଲା ବେଳକୁ ମାଡ଼ିବସିଲା ଭିଜିଲାନ୍ସ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ସିଡିପିଓ ସୁଷମା ପ୍ରସାଦ ଆଜି ଭିଜିଲାନ୍ସ ହାତରେ…

ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ: କଂଗ୍ରେସ…

ଭୁବନେଶ୍ୱର: ଗତ ୨୭.୧୨.୨୦୨୧ରିଖ ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସର ୧୦୦ବର୍ଷ ପୂର୍ତି ଅସବରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ତରଫରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କଂଗ୍ରେସ ଦଳର ଜାତୀୟନେତା ଯଥା ଡଃ. କହ୍ନେୟା କୁମାର, ଗୁଜୁରାଟର ମାନ୍ୟବର ବିଧାୟକ…

ନବରଙ୍ଗପୁରରେ ୩୦ ଟିକିଆ ହାତୀପଲ ଆତଙ୍କ : ନଷ୍ଟ କଲେ ଫସଲ ,ଭାଙ୍ଗିଲେ ଘରଦ୍ୱାର

ନବରଙ୍ଗପୁର : ନବରଙ୍ଗପୁରରେ ଆତଙ୍କ ଖେଲାଉଛନ୍ତି ହାତୀ । ନବରଙ୍ଗପୁର ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ଅଞ୍ଚଳରେ ହାତୀ ଆତଙ୍କ । କାଣ୍ଡିତରାର ଛାପର ଅଞ୍ଚଳରେ ଗତାକାଲି ବିଳମ୍ବିତ ରାତିରେ ଛତିଶଗଡ ସାଲେଭାଟା ଜଙ୍ଗଲରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ହାତୀ ପଲ୍ଲ ଗାଁ ଭିତରକୁ ପଶି ଆସିଥିଲେ ।…

ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ

ନବରଙ୍ଗପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ କାରବାର । ପୁଣି ନବରଙ୍ଗପୁରରୁ ଜବତ ହେଲା ଗଞ୍ଜେଇ । ବୋଲେରୋ ଓ କାର ଯୋଗେ ଚୋରାଚାଲାଣବେଳେ ୨୭୩କେଜି ଗଞ୍ଜେଇ ଜବତ କରିଛି ପାପଡ଼ାହାଣ୍ଡି ପୋଲିସ । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ବୋଲେରୋରେ ଗଞ୍ଜେଇ ବୋଝେଇ ହୋଇ ରାଇଘରକୁ ଯାଉଥିଲା ।…

କଂଗ୍ରେସର ସଂକଳ୍ପ ସମାବେଶ

ନବରଙ୍ଗପୁର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ନବରଙ୍ଗପୁର ନୂଆ ମଣ୍ଡେଇ ପଡ଼ିଆରେ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର…

ଭିଜିଲାନ୍ସ ଜାଲରେ ରେଞ୍ଜର, ଦେଇ ପାରିଲେନି ଦେଢ ଲକ୍ଷ ଟଙ୍କାର ହିସାବ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ରେଞ୍ଜର । ଦେଢ ଲକ୍ଷ ଟଙ୍କାର ହିସାବ ଦେଇନପାରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନୃତ୍ୟରାଜ ମାଝୀ । ତାଙ୍କ ନାମରେ ପୂର୍ବରୁ କୋଟିକୋଟି ଟଙ୍କାର ଘୋଟାଲା ଅଭିଯୋଗ ମଧ୍ୟ ରହିଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ରେଞ୍ଜର ନୃତ୍ୟରାଜ ମାଝୀ ଆଜି…

[ଭିଡ଼ିଓ]ମିସ୍ ଓଡ଼ିଶା ରନର୍ସ ଅପ୍ ଟାଇଟେଲ ଜିତିଲେ ଉମରକୋଟର ଝିଅ ପୂଜା

ଉମରକୋଟ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଯାଇ ମିସ୍ ଓଡ଼ିଶା ରନର୍ସଅପ୍ ଟାଇଟେଲ ବିଜୟିନୀ । ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଲେ ଉମରକୋଟର ଝିଅ ପୂଜା ମିସ୍ତ୍ରୀ । ଗୋପାଳପୁର ବେଳାଭୂମିରେ ଅନୁଷ୍ଠିତ ମିସ୍ ଓଡ଼ିଶା ବିୟୁଟି ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ହୋଇପାରିଛନ୍ତି । ଉମରକୋଟ ବ୍ଲକ…