Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

ନୂଆପଡ଼ାରେ ଜାତୀୟ ରାଜପଥ ଅବରୋଧ କଲେ ବିସ୍ଥାପିତ

ନୂଆପଡ଼ା : ନୂଆପଡ଼ାରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଦାବି ନେଇ ରାସ୍ତାରୋକ । ବାରମ୍ବାର ବିସ୍ଥାପିତ ମାନେ ବିଭିନ୍ନ ପ୍ରକାର ଆନ୍ଦୋଳନର ପନ୍ଥା ଅବଲମ୍ବନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଖାମଖିଲାଲି ମନୋଭାବ ଓ ଉଦାସନିତା ଯୋଗୁଁ ସମସ୍ୟା ସୁଧୁରିବା ବଦଳି…

ନୂଆପଡ଼ାରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଲା

ନୁଆପଡ଼ା : ପ୍ରାଥମିକ ସ୍କୁଲ ଖୋଲିବା ନେଇ ଜୋର ଧରିଲା ଚର୍ଚ୍ଚା । କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ହେବ ବନ୍ଦ ରହିଛି ପ୍ରାଥମିକ ବିଦ୍ୟାଳୟ । ଏନେଇ ନୁଆପଡ଼ା ଜିଲ୍ଲାର ଅଭିଭାବକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସତ୍ୟ ନିଷ୍ଠା ଆଦର୍ଶ ବନବିଦ୍ୟାଳୟର ମହର୍ଷି ଆଶ୍ରମର ଆବାହକ…

କାଳ ସାଜିଲା ଗଣେଶ ମୂର୍ତ୍ତି ବିସର୍ଜନ, ଗୋଧସ ଜଳପ୍ରପାତରେ ବୁଡି ୩ ମୃତ

ନୂଆପଡା: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ନୂଆପଡା ଜିଲ୍ଲାଠୁ ୨୫ କି.ମି ଦୂରରେ ଥିବା ଗୋଧସ ଜଳପ୍ରପାତରେ ବୁଡି ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳୁ ସେମାନଙ୍କ ମୃତଦେହ ଠାବ ହୋଇଥିବା ସୂଚନା ରହିଛି । ଗତକାଲି ଅପରାହ୍ନରେ ଧରମବନ୍ଧା ଥାନା ଅନ୍ତର୍ଗତ ଗୋଧସ…

ଖଡ଼ିଆଳ ଅଞ୍ଚଳ ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ନୂଆପଡ଼ା: ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୧ତାରିଖରେ ନୂଆଁଖାଇ ପାଳନ ହେବାକୁ ଥିବା ବେଳେ ଖଡ଼ିଆଳ ଅଞ୍ଚଳ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ଆଜି ଖଡ଼ିଆଳ ରାଜ ଦରବାର ପ୍ରାଙ୍ଗଣଠାରେ ଖଡ଼ିଆଳ ଯୁବରାଜ ଦେଵ ଦେଵ ସିଂ ଦେଓ ,ରାଜ ପୁରୋହିତ ପ୍ରଫୁଲ୍ଲ କୁମାର ରଥ …

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ, ଗାଡ଼ିରୁ ବାହାରିଲା ୨ଲକ୍ଷ ୭୭ ହଜାର ଟଙ୍କା

ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ତାଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ସିଡିଭିଓ ତ୍ରିଲୋଚନ ଧଳ । ଟଙ୍କା ଧରି କଟକ…

ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ନୂଆପଡା : ନୂଆପଡା କୋମନା ବ୍ଲକ ଠିକପାଲି ଗାଁରେ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ।  ଜଣେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କୁ ସେହି ଗାଁର ଦୁଇଜଣ ଦୁର୍ବୁର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଆଭିଯୋଗ ହୋଇଛି । କୁରୁମପୁରୀ ବିଦ୍ୟୁତ ସେକ୍ସନର ଠିକପାଲି ଗାଁକୁ ବିଦ୍ୟୁତ ସରବରାହ ଓ…

CBSE ରେଜଲ୍ଟ ନେଇ ସ୍କୁଲରେ ଉତ୍ତେଜନା

ନୂଆପଡ଼ା : ସିବିଏସଇ ପରୀକ୍ଷା ଫଳାଫଳକୁ ନେଇ ଖଡ଼ିଆଳ ପବ୍ଲିକ ସ୍କୁଲରେରେ ଉତ୍ତେଜନା ଅସନ୍ତୋଷ । ଅଭିଭାବକ ଓ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । CBSE ପରୀକ୍ଷା ଫଳରେ ଜାଲିଆତି କରାଯାଇଥିବା ଅଭିଯୋଗ କରି ଅଭିଭାବକ ଓ ଛାତ୍ରଛାତ୍ରୀ ପବ୍ଲିକ ସ୍କୁଲ ପ୍ରିନ୍ସିପାଳଙ୍କ…

ଭିଟାମାଟି ହରାଇ ବେସାହାରା ବିସ୍ଥାପିତ

ନୂଆପଡା : ବଢ଼ୁଛି ଅସନ୍ତୋଷ । ଜୋର ଜବରଦସ୍ତ ବିସ୍ଥାପିତଙ୍କ ଘର ଭାଙ୍ଗିଲା ପ୍ରଶାସନ । ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ବିସ୍ଥାପିତଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇ ସାରିଥିବା ବେଳେ ଏବେ ମଧ୍ୟ ବିସ୍ଥାପିତଙ୍କ…

ପିସି ଭାଗ ବଣ୍ଟାର ଭିଡିଓ ଭାଇରାଲ

ନୂଆପଡା :  ପିସି ଭାଗବଣ୍ଟାର ଭିଡିଓ ଭାଇରାଲ । କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନର ଚେତାବନୀ । ନୂଆପଡା ସିନାପାଲି ବ୍ଲକରେ ରାଜ୍ୟ ସରକାର ଙ୍କ 5T ର ବେଖାତିର ।  ନୂଆପଡା ଜିଲ୍ଲାରେ ସରକାରୀ ବାବୁ ମାନେ 5T କୁ ବେଖାତିର କରି ଖୁଲୁମଖୁଲା ପିସି କାରବାର କରୁଥିବା ଭିଡିଓ ସାମ୍ନାକୁ ଆସିଛି ।…

ବଣୁଆ ଭାଲୁ ଆତଙ୍କ

ନୂଆପଡା: ନୂଆପଡା ଜିଲ୍ଲାରେ ବଣୁଆ ଭାଲୁ  ଆତଙ୍କ । ଗତ କିଛି ଦିନ ହେବ ନୂଆପଡା ଜିଲ୍ଲା ସଦର ମହକୁମାରେ ବଣୁଆ ଭାଲୁ ଆତଙ୍କ ଦେଖା ଦେଇଛି । ଗତକାଲି ରାତ୍ରୀ ସମୟରରେ ନୂଆପଡା ଜିଲ୍ଲାପାଳ ସ୍ୱଧାଦେଵ ସିଂ ଙ୍କ ସରକାରୀ ବାସଭବନ ପରିସରକୁ ବଣୁଆ ଭାଲୁ ପଶି ଯାଇଥିଲା । ଭାଲୁକୁ ଜିଲ୍ଲାପାଳଙ୍କ…