Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

ସ୍କୁଲ ପାଖ ନାଳରେ ବୁଡ଼ି ଛାତ୍ର ମୃତ; ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଗ୍ରାମବାସୀଙ୍କ ବିରୋଧ

ନୂଆପଡା: ବୋଡେନ ବ୍ଲକ ବୁଢ଼ାପଡା ଅପଗ୍ରେଡ ହାଇସ୍କୁଲରେ ଅଭାବନୀୟ ଘଟଣା। ସ୍କୁଲ ପାଖ ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ। ମଧ୍ୟାହ୍ନ ଭୋଜନ ପରେ ନାଳକୁ ଗାଧୋଇବା ପାଇଁ ଯାଇ ବୁଡ଼ି ଯାଇଥିଲେ ଛାତ୍ର। ଘଟଣାକୁ ନେଇ ସ୍କୁଲରେ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ସେପଟେ…

ସରକାରୀ ଯୋଜନା ପାଲଟିଛି ପ୍ରହସନ: କାମରେ ଆସୁନି ଅଧାରୁ ଅଧିକ ଗୋଷ୍ଠୀ ଶୌଚାଳୟ

ନୂଆପଡା: ନୂଆପଡା ଜିଲ୍ଲାର ସର୍ବ ପୁରାତନ NAC ହେଉଛି ଖଡ଼ିଆଳ । ହେଲେ ଆବଶ୍ୟକ ମୁତାବକ ଉନ୍ନତି ଦେଖିନାହିଁ ଏହି ସର୍ବପୁରାତନ NAC  । ସରକାରଙ୍କ ଯୋଜନାରେ ଏହି NAC ସାମିଲ ହୋଇଛି ସତ ହେଲେ ସରକାରୀ ବାବୁଙ୍କ ଠିକାଦାର ପ୍ରୀତି ଏଥିରେ ବାଧକ ସାଜିଛି ।  ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ…

ଭରା ନଈରେ ଯାତାୟାତ କରୁଛନ୍ତି ଲୋକେ, ବାଜିରେ ଲାଗୁଛି ଶହ ଶହ ଜୀବନ

ନୂଆପଡା: ଗମନାଗମନର ସମସ୍ୟା । ରାସ୍ତାଟିଏ ପାଇଁ ବହୁବାର ଅନୁରୋଧ କଲେ । ହେଲେ ହୋଇପାରିଲାନି ରାସ୍ତା କି ବ୍ରିଜ୍ । ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ । ଲୋକଙ୍କ ବାଟ ଓଗାଳୁଛି ଅଇରୀ ନଦୀ । ଅନ୍ୟ ଦିନ ତ ଦୂର କଥା ବର୍ଷା ଦିନରେ ସ୍ଥିତି ବେହାଲ ହୋଇପଡୁଛି । ବର୍ଷା ଦିନରେ…

ଏମିତି ଚାଲିଛି ସରକାରୀ ଯୋଜନା: ଜମି ପଟ୍ଟା ମିଳିଲା ହେଲେ ଜମି କେଉଁଠି ଲୋକେ ଜାଣି ନାହାଁନ୍ତି

ନୂଆପଡା: ସରକାର ଗରିବ , ଅସହାୟ ଲୋକମାନଙ୍କ ଉନ୍ନତି ଲାଗି ମାଳ ମାଳ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଏବଂ ବୈମାତୃକ ମନୋଭାବ ଯୋଗୁଁ ଏହା ଏକ ପ୍ରହସନରେ ପରିଣତ ହୋଇଛି  ।  ପ୍ରକୃତ ହିତାଧିକାରୀ ନିଜ ହକ୍…

ଫାଇଭ-ଟି ପ୍ରହସନ: ପ୍ରାଥମିକ ଶିକ୍ଷାର ବିକଟାଳ ଚିତ୍ର

ନୂଆପଡା: ସ୍ମାର୍ଟ ସ୍କୁଲ ନିର୍ମାଣ କରି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ସରକାର ବାହାବାହା ନେଉଛି ସତ ହେଲେ ନୂଆପଡା ଜିଲ୍ଲା ସିନାପାଲି ଓ ଖଡ଼ିଆଳ ବ୍ଲକରେ ଭୁଶୁଡିପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା…

ଭୂତ କୋଠି ପାଲଟିଛି ସରକାରୀ କୋଠା, କେବେ ହେବ କାର୍ଯ୍ୟକ୍ଷମ ?

ଖଡ଼ିଆଳ: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ କୋଟି କୋଟି ସରକାରୀ ଟଙ୍କା ବ୍ୟୟବରାଦ କରି କାର୍ଯ୍ୟାଳୟ, ଷ୍ଟାପ କ୍ବାଟର ଭଳି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ସରକାରୀ କାମରେ ଆସି ଯୋଜନାର ସଫଳ କାର୍ଯ୍ୟ…

ପ୍ରଥମ ବନ୍ୟାଜଳ ଛାଡ଼ିଲା ଲୋୟର ଇନ୍ଦ୍ର: ଦୁଇଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି

ନୂଆପଡା : ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଲ କିଶୋର ଖଟୁଆ । ଜଳ ନିଷ୍କାସନ ସମୟ ରେ ଲୋୟର ଇନ୍ଦ୍ର ଡ୍ୟାମର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର…

ଗାଧୋଇବା ପାଣି ପାଇଁ ଦୁର୍ଦ୍ଦଶା ରେ ତୁକୁଲା ଗ୍ରାମବାସୀ

ନୁଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର  ବୃହତ୍ତମ ଗାଁ  ହେଉଛି ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ଗାଧୋଇବା ପାଣି ସମସ୍ୟା ଏହି ଗାଁ ପାଇଁ ଏକ ବିରାଟ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଶ୍ରାବଣ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ ହୋଇ…

ଥମୁନି ଆବାସ ଦୁର୍ନୀତି: ଘର ନଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ନୂଆପଡା: ନୂଆପଡା ଜିଲ୍ଲାରେ ଦୁର୍ନୀତି ଥମିବା ର ନାଁ ଧରୁ ନାହିଁ । ପ୍ରତ୍ୟେକ ଦିନ କିଛି ନାଁ କିଛି  ଦୁର୍ନୀତି ଖବର ସାମ୍ନା କୁ ଆସୁଥିଲେ ହେଁ ପ୍ରଶାସନ ତଥା ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ।  ନୂଆପଡା ଜିଲ୍ଲାର ଏକ ଉପାନ୍ତ ବ୍ଲକ ହେଉଛି ବୋଡେ଼ନ ବ୍ଲକ । ଏହି ବ୍ଲକ…

ପୋଖରୀ ହୁଡ଼ା ରେ ଦୁର୍ବିସହ ଜୀବନ, ହିତାଧିକାରୀଙ୍କ ପାଇଁ ଆବାସ ଯୋଜନା ସାତସପନ

ଖଡ଼ିଆଳ: ମୁଣ୍ଡ ଉପରେ ଛାତ ଘର, ଖରା ବରଷା କୁ ନାହିଁ ଡ଼ର । ସରକାରଙ୍କ ଏହି ନାରା ଏବେ ପାଣିର ଗାର ସଦୃଶ । ଆବାସ ଯୋଜନା ହେଉ କିମ୍ବା ବିଜୁ ପକ୍କା ଘର, ଗରିବଙ୍କ ପାଇଁ ଅନେକ କଲ୍ୟାଣ କାରୀ ଯୋଜନା ହୋଇଥିଲେ ମଧ୍ୟ ସ୍ଥାନୀୟ ଜନ ପ୍ରତିନିଧି ତଥା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏସବୁ ରୁ ବଞ୍ଚିତ…