Latest Odisha News

BREAKING NEWS

Browsing Category

ଓଡିଶା

Odisha

ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି; ୫୮ ରାପିଡ୍ ରେସପନ୍ସ ଟିମ୍ ଗଠନ

ଭୁବନେଶ୍ବର: ୯ଟି ଜିଲ୍ଲାରେ ବନ୍ୟା ହୋଇଛି । ରାଜ୍ୟରେ ବନ୍ୟା ପ୍ରଭାବ କେବଳ ଲୋକଙ୍କ ଜୀବନରେ ସୀମିତ ରହିନାହିଁ, ପଶୁପକ୍ଷୀଙ୍କ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଛି । ଆଉ ଏପରିସ୍ଥିତିରେ ଗୃହପାଳିତ ପଶୁଙ୍କ ପାଇଁ କିପରି ପଦକ୍ଷେପ ଗ୍ରହଣ କରାଯାଉଛି, ସେନେଇ ଆଜି ତଥ୍ୟ ରଖିଛନ୍ତି, ପଶୁ…

ବିଡିଏର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଶୁଭାରମ୍ଭକୁ ମଞ୍ଜୁରୀ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୨ତମ କର୍ତ୍ତୃପକ୍ଷ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏ (ବିଡିଏ) ଅଧ୍ୟକ୍ଷ ଡା.କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ…

ବିଲ୍ଡରଙ୍କ ଘରୁ ଚୋରି କରିନେଲେ ୨ କୋଟି ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା

ଭୁବନେଶ୍ୱର:ରାଜଧାନୀରେ ବଡ଼ ଧରଣର ଲୁଟ୍ । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ୱରୀ କଲୋନୀରେ ଜଣେ ବିଲ୍‌ଡରଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। ଘର ତାଲା ଭାଙ୍ଗି ୨ କୋଟି ଟଙ୍କାର ସୁନା ଅଳଙ୍କାର ସହ ୫ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଗତକାଲି (ଶୁକ୍ରବାର) ବିଳମ୍ବିତ…

୩୭.୩୨ ଲକ୍ଷ ଆତ୍ମସାତ ଅଭିଯୋଗ; ଜୁନିଅର ଆସିଷ୍ଟାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବାଲେଶ୍ୱର ଜିଲ୍ଲାର ବାଲିଆପାଳରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ୩୭.୩୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଶନିବାର ଦିନ ଜଣେ ପୂର୍ବତନ ଜୁନିଅର ଆସିଷ୍ଟାଣ୍ଟଙ୍କୁ ଗିରଫ କରିଛି। ଦେବଦ୍ୟୁତି ନନ୍ଦ ନାମକ ଅଭିଯୁକ୍ତ…

ଅଗଷ୍ଟ ୩ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ୩ ତାରିଖ ସୋମବାର ଦିନ ସାଧାରଣ ଅଭିଯୋଗ ଶୁଣାଣି ଅଧିବେଶନ କରିବେ ନାହିଁ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅନୁଯାୟୀ, ସାଧାରଣତଃ ସୋମବାର ଦିନ ହେଉଥିବା ଅଭିଯୋଗ ଶୁଣାଣି ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ…

ଦନ୍ତା ଆକ୍ରମଣରେ ଚାଲିଗଲା ୨ ଜୀବନ

କୋଇଡା:ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ । ଦନ୍ତା ଆକ୍ରମଣରେ ୨ ମୃତ । କୋଇଡା ବନାଞ୍ଚଳରେ ଓ ବୀରମିତ୍ରପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । ସୂଚନାଥାଉକି, କୋଇଡା ବନାଞ୍ଚଳର ତେନ୍ତୁଳଡିହି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସମ୍ବାରୀ ମୁଣ୍ଡା (୬୦) ଓ ତାଙ୍କ ଝିଅ, ନାତୁଣୀ ନିଜ ଘରୁ…

Flood Wedding: ବାଧକ ସାଜିପାରିଲା ନାହିଁ ବନ୍ୟାପାଣି, ଡଙ୍ଗାରେ ବରଯାତ୍ରୀ ନେଇ ଗଲେ, ସାଙ୍ଗରେ କନ୍ୟାଙ୍କୁ ନେଇ…

ସିମୁଳିଆ(ଯାଜପୁର): ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରେ ବନ୍ୟା ସ୍ଥିତି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଯାଜପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ନିଆରା ବାହାଘରର କାହାଣୀ। ବନ୍ୟା ପାଇଁ ରାସ୍ତାଘାଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବାରୁ ବରଯାତ୍ରୀ ଘୋଡ଼ା କିମ୍ବା କାର୍‌ରେ ନୁହେଁ, ବରଂ…

ବନ୍ୟାରେ ଅଧିକ ପ୍ରଭାବିତ ଗୃହପାଳିତ ପଶୁ, ୫୮ ଭେଟନାରୀ ରାପିଡ୍ ଟିମ୍ ମୁତୟନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିଛନ୍ତି। ବିଶେଷ କଥା ହେଉଛି, ବନ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି ଗୃହପାଳିତ ପଶୁ। ରାଜ୍ୟରେ ୯ ଜିଲ୍ଲାର ୪ ଲକ୍ଷ ୮୮…

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ୮ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର…

ଭିଜୁଛି ଓଡ଼ିଶା, ଏସବୁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆଗାମୀ ତିନି ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ଶନିବାର ସୂଚନା ଦେଇଛି। ଆଜି ଜାରି ହୋଇଥିବା ସତର୍କତା ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ କଟକ, ଖୋର୍ଦ୍ଧା, ଭୁବନେଶ୍ବର,…