Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା

ପୁରୀ: ରାଜ୍ୟରେ ବିଭିନ୍ନ ସମୟରେ ପୂର୍ବ ଶତ୍ରୁତା, ଜମିଜମା ବିବାଦ କିମ୍ବା ଅନ୍ୟାନ୍ୟ କାରଣରୁ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବାର ଅନେକ ଅପରାଧିକ ଘଟଣା ସାମ୍ନାକୁ ଆସିଥାଏ। ଏବେ ସମାନ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା: ତିନିମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା। ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବିଶ୍ଵ ପ୍ରସିଦ୍ଧ ଭିତରକନିକା। କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ ରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥିଲା। ଏହି ସମୟରେ ଦେଶ…

ବାଲିଯାତ୍ରା ପଡିଆ ଓ ଗଡ଼ଗଡିଆ ଘାଟରେ କାଉଡିଆଙ୍କୁ କଟକଣା, ପାଣି ଉଠା ଉପରେ ଲାଗିଲା ରୋକ୍‌

କଟକ: ମହାନଦୀରେ ପ୍ରବଳ ସ୍ରୋତ ଜାରି ରହିଛି। ୮ ଲକ୍ଷ ୨୦ହଜାର କ୍ୟୁସେକ୍‌ ବନ୍ୟା ଜଳ ପ୍ରତି ସେକେଣ୍ଡ ପିଛା ପ୍ରବାହିତ ହେଉଛି। କଟକ ଜିଲ୍ଲା ପ୍ରଶାସନ ଆହୁରି ୪୮ ଘଣ୍ଟା ପାଇଁ କଡ଼ା ସତର୍କ ସୂଚନା ସହ କଟକଣା ଜାରି ରଖିଛି। ଗଡ଼ଗଡିଆ ଘାଟ କାଉଡ଼ି ଯାତ୍ରା ଲାଗି ଖୁବ ପ୍ରସିଦ୍ଧ, କିନ୍ତୁ ଏଠାରୁ…

ଗାଡି ଚଳାଇବା ବେଳେ ସାବଧାନ! ରାସ୍ତାରେ ଅଛି AI, ନିୟମ ଉଲ୍ଲଙ୍ଘନ କଲେ ଘରକୁ ପହଞ୍ଚିବ ଇ-ଚାଲାଣ

ଭୁବନେଶ୍ୱର: ଆଜିଠୁ ଅମାନିଆ ହେବେ ସାବାଡ୍। କାରଣ ରାସ୍ତାରେ ଲାଗିଛି ଏଆଇ। ଗାଡି ଚଳାଇବା ବେଳେ ନିୟମ ଉଲ୍ଲଙ୍ଘନ କଲେ ଘରକୁ ପହଞ୍ଚିବ ଇ-ଚାଲାଣ। ଆଜିଠୁ କଟିବ ଏଆଇ ଇ-ଚାଲାଣ। ଆଜିକାଲି ରାସ୍ତାରେ କୃତିମ ବୁଦ୍ଧିମତ୍ତା ବା AI (Artificial Intelligence) ବିଭିନ୍ନ ଉପାୟରେ ବ୍ୟବହାର…

ମହାନଦୀରେ ମାଡ଼ି ଆସୁଛି ବନ୍ୟା, ସୁରକ୍ଷିତ ସ୍ଥାନ ଯିବାକୁ ନଦୀକୂଳିଆ ଲୋକଙ୍କୁ ସରକାରଙ୍କ ଅପିଲ୍

କଟକ: ମହାନଦୀରେ ପ୍ରବଳ ସ୍ରୋତ ଜାରି ରହିଛି। ତଳମୁଣ୍ଡକୁ ବନ୍ୟା ଭୟ ଘାରିଛି। ହୀରାକୁଦର ୨୨ଟି ଗେଟ୍ ଖୋଲିବା ପରେ ଉଛୁଳୁଛି ଶାଖା ନଦୀ। ଉବୁଟୁବୁ ଉପକୂଳ ଅଞ୍ଚଳ। ମୁଣ୍ଡଳୀ ଓ ନରାଜରେ ପାର କରିପାରେ ବିପଦ ସଙ୍କେତ। ସୁରକ୍ଷିତ ସ୍ଥାନକୁ ଯିବାକୁ ୫ଟି ଜିଲ୍ଲାର ନଦୀକୂଳିଆ ଲୋକଙ୍କୁ ସରକାର…

ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ‘ଷ୍ଟାର୍ଟଅପ୍ ଓଡ଼ିଶା’ ସହଯୋଗରେ ଆଗକୁ ବଢ଼ୁଥିବା ତିନିଟି ଷ୍ଟାର୍ଟଅପ୍‌ ଶୁକ୍ରବାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ଭାଗନେଇ ନିଜର ଅଭିନବ ଉତ୍ପାଦ…

ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା…

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ବିହାର ସରକାରଙ୍କ କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରେୟସୀ ସିଂହ । ଜୁଲାଇ ୩୦ ରୁ ଅଗଷ୍ଟ ୨, ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ବିହାରରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ 'ସ୍ପୋର୍ଟସ୍ ସିଟି' (Sports City) ଓ ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ପାଇଁ…

‘ରନ୍ଧନ ତୈଳ ଉତ୍ପାଦନ ବଢ଼ାଅ,ମଜବୁତ ହେବ ଜାତୀୟ ଅର୍ଥନୀତି’

ଭୁବନେଶ୍ବର:ଜାତୀୟ ଖାଦ୍ୟ ତୈଳ ମିଶନ–ଅଏଲ ପାମ୍ ଅନ୍ତର୍ଗତ ରନ୍ଧନ ତୈଳ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି ଓଡ଼ିଶାର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି । ଏକ ବୈଠକରେ ବୈଠକରେ ରାଜ୍ୟପାଳ ଭାରତର ଆମଦାନି ନିର୍ଭରତା କମାଇବା ପାଇଁ ଘରୋଇ ଖାଦ୍ୟ ତୈଳ ଉତ୍ପାଦନ ବୃଦ୍ଧି କରିବାର…

SIR 2026: ଭୋଟର ତାଲିକା ସଂଶୋଧନ ପାଇଁ ସମୟ ବୃଦ୍ଧି…

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା SIR-୨୦୨୬ ପାଇଁ ଭାରତ ନିର୍ବାଚନ ଆୟୋଗ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛନ୍ତି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ୫ ଜୁଲାଇରୁ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଭୋଟରମାନେ ନୂଆ ନାମ ଅନ୍ତର୍ଭୁକ୍ତି କିମ୍ବା ତଥ୍ୟ ସଂଶୋଧନ ପାଇଁ ଦାବି ଓ ଆପତ୍ତି ଦାଖଲ କରିପାରିବେ।…

Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ…

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସନ୍ଧ୍ୟା ଜିଲ୍ଲାର ୧୧୦ଟି ଗ୍ରାମ ପଞ୍ଚାୟତ ଓ ୨୬ଟି ୱାର୍ଡର ୪୨୩ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।ମୋଟ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷ ୭୬ ହଜାର ବିପନ୍ନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ…