Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ବନ୍ୟା; ୪ ମୃତ, ୬ ଜିଲ୍ଲାର ୨ ଲକ୍ଷ ପ୍ରଭାବିତ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁଁ ଛଅଟି ଜିଲ୍ଲାର ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହିତ ପ୍ରାୟ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ବୁଧବାର କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ୨୩୩ଟି…

ପ୍ରବଳ ବର୍ଷା ଆଲର୍ଟ; ରାଜ୍ୟର ୧୦ ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି…

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ବୁଧବାର ରାଜ୍ୟର ପ୍ରାୟ ୧୦ ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ। ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭଦ୍ରକ, ଯାଜପୁର, ବରଗଡ଼,…

କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାରେ ପ୍ରାଥମିକ ଚାର୍ଜସିଟରେ ସାଂଘାତିକ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାକୁ ୩ ମାସ ପୁରିବାକୁ ଯାଉଛି । ଏହା ପୂର୍ବରୁ ପୂର୍ବରୁ ତଦନ୍ତକାରୀ ଟିମ୍ ଟ୍ରାଏଲ୍ କୋର୍ଟରେ ୨୦ ଜଣ ଅଭିଯୁକ୍ତଙ୍କ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ପ୍ରାଥମିକ…

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୧ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ପାଳନ ହେବ ବନକଲାଗି ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ବନକଲାଗି ନୀତି ପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ…

ପିଲା ପଢ଼ିବେ ସେୟାର ମାର୍କେଟ୍‌ ପାଠ: ମାଗଣାରେ ମିଳିବ ଆର୍ଥିକ କାରବାରର ତାଲିମ

ଭୁବନେଶ୍ୱର: କଲେଜ ପିଲା ପଢ଼ିବେ ସେୟାର ମାର୍କେଟ୍‌ ପାଠ। ମାଗଣାରେ ମିଳିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ। ବିକମ୍, ବିଏମଏସ, BBA, BA, MBA ଓ ଏମକମ୍ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏହି ଶିକ୍ଷା। ୩୦ଘଣ୍ଟାର ବ୍ୟବସାୟିକ ମ୍ୟୁଚୁଆଲ ଫଣ୍ଡ ସାର୍ଟିଫିକେଟ୍ କୋର୍ସ…

ବନ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର, ୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର IAS ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଦେଇ ଆଗକୁ ବଢ଼ୁଛି ଗଭୀର ଅବପାତ। ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ବନ୍ୟାପାଣି ଯୋଗୁଁ ସାଧାରଣ…

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ

ଫୁଲବାଣୀ: ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ। କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସେବା ଓ ଅବଦାନକୁ ସମ୍ମାନ ଜଣାଇବା ପାଇଁ ରାଜ୍ୟ ସରକାର ଏକାଧିକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ନାମିତ ହୋଇଛି କଲେଜ । ମୁଖ୍ୟମନ୍ତ୍ରୀ…

ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା, ବିପଦ ସଙ୍କେତ ଉପରେ ବହୁଛି ବୈତରଣୀ

ଭଦ୍ରକ: ଅବିଶ୍ରାନ୍ତ ବର୍ଷାରେ ଉତ୍ତର ଓଡ଼ିଶା ଜଳାର୍ଣ୍ଣବ। ବୈତରଣୀରେ ଆସିଛି ବଡ଼ ବନ୍ୟା। ଭଦ୍ରକରେ ବିପଦ ସଂକେତ ଉପରେ ବୈତରଣୀ ଓ ସାଳନ୍ଦୀ ନଦୀ। ସାଳନ୍ଦୀ ନଦୀରେ ସକାଳ ୬ଟା ସୁଦ୍ଧା ୧୮.୭୦ଫୁଟ ବନ୍ୟାଜଳ ପ୍ରବାହିତ। ସାଳନ୍ଦୀ ନଦୀରେ ବିପଦ ସଂକେତ ରହିଛି ୧୭ଫୁଟ। ଆଖୁଆପଦାଠାରେ ବୈତରଣୀ ନଦୀ…

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା: ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ପୁଣି ଥରେ ଓଡ଼ିଶା ଉପରେ ପ୍ରକୃତିର ତାଣ୍ଡବ। ଲଘୁଚାପ ପ୍ରଭାବନରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି । ଏସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା…

ବିନା ଓଟିପି, ବିନା ଲିଙ୍କ୍‌ରେ ଖାଲି ହେଲା ଆକାଉଣ୍ଟ: ଫୋନ୍ ଉଠାଇବା ମାତ୍ରେ ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ

ଭୁବନେଶ୍ୱର: ସାଇବର ଅପରାଧୀମାନେ ଏବେ ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ନୂଆ ଏବଂ ଭୟଙ୍କର କୌଶଳ ଆପଣାଇଲେଣି। ପୂର୍ବରୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ କଲେ ବା ନିଜର ଓଟିପି ସେୟାର କଲେ ବ୍ୟାଙ୍କ ଖାତା ଖାଲି ହେଉଥିଲା। ମାତ୍ର ଏବେ କେବଳ ଗୋଟିଏ ଅଜଣା ନମ୍ବରରୁ ଆସିଥିବା ଫୋନ୍ କଲ୍ ରିସିଭ୍…