Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୫ ଛୁଇଁଲା ରାଜଧାନୀ ତାତି

ଭୁବନେଶ୍ବର: ଏବେଠୁ ଡରାଇଲାଣି ତାତି । ଫେବୃଆରୀରେ ତାପମାତ୍ରାରେ ରେକର୍ଡ କରୁଛି ବିଭିନ୍ନ ସହର । ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବର ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଏବେ ପର୍ଯ୍ୟନ୍ତ ସବୁଠୁ…

ମାର୍ଚ୍ଚ ୮ରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୮ ତାରିଖ ଶନିବାର ଦିନ ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ, ବାଣପୁର, ଚିଲିକା, ଗଂଗୀ, ବେଗୁନିଆ ଅଦାଲତ ପରିସରରେ ୨୦୨୫ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏଥିରେ ସମସ୍ତ ପ୍ରକାରର ବିଚାରଧୀନ ମକଦ୍ଦମା ଯଥା- ଫୌଜଦାରୀ (ସାଲିସ…

ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ସନା ମହାକୁଡ଼ଙ୍କ ପ୍ରତିକ୍ରିୟା: କହିଲେ, ବିଜେଡି ସହ ଅଛି ରହିବି

ଭୁବନେଶ୍ୱର: ବିଜେଡି ହାରିବା ପରେ ଏବେ ଅଲାଗ ଅନ୍ଦାଜରେ ନଜର ଆସୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ଦଳକୁ ପୁଣି ମଜଭୁତ୍ କରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି। ନେତା, କର୍ମୀ ସମସ୍ତଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା କରୁଛନ୍ତି। ଆଜି ଗୃହ ବାହାରେ ଚମ୍ପୁଆ ବିଜେଡି ବିଧାୟକ…

ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ

ଭୁବନେଶ୍ଵର: ବର୍ଷିଆନ୍ ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବାବୁଶାନଙ୍କ ସହ ଭିଡିଓ କାଳ ଜରିଆରେ ପଚାରି ବୁଝିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ କରି ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା କଥା ପଚାରିଛନ୍ତି ନବୀନ । ଅଭିନେତା ଉତ୍ତମ…

କଟକରେ ନର୍ସିଂ ହୋମ ସିଲ୍

କଟକ: କଟକର ମଙ୍ଗଳାବାଗରେ ଥିବା ଏକ ଘରୋଇ ନର୍ସିଂ ହୋମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ମଙ୍ଗଳାବାଗ ଅଞ୍ଚଳରେ ଗତ ୪୫ ବର୍ଷ ଧରି ସ୍ୱାସ୍ଥ୍ୟ କେନ୍ଦ୍ରଟି କାର୍ଯ୍ୟକ୍ଷମ ଥିଲା। ଗତ ବୁଧବାର ସନ୍ଧ୍ୟାରେ ପ୍ରଶାସନିକ ଅଧିକାରୀମାନେ ହସ୍ପିଟାଲରେ ଯାଞ୍ଚ କରିବା ବେଳେ ଉପଯୁକ୍ତ…

କୋଟିପତି ରେମୁଣା ତହସିଲଦାର ଗିରଫ

ଭୁବନେଶ୍ୱର: କୋଟିପତି ରେମୁଣା ତହସିଲଦାର ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ବରରେ ଅଢ଼େଇ କୋଟିର ଫ୍ଲାଟ ସହ ବାଲେଶ୍ବରରେ ଏକ ଫ୍ଳାଟ୍ ଠାବ…

ଏବେଠୁ ଜଳାଇଲାଣି ତାତି: ୩୭ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

ଭୁବନେଶ୍ବର: ଏବେ ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ କମିବାକୁ ଲାଗିଲାଣି । ଦିନରେ ଟାଣ ଖରା ହେଉଥିବା ବେଳେ ରାତିରେ ଟିକେ ଟିକେ ଥଣ୍ଡା ଅନୁଭୂତ ହେଉଛି । ତା ସାଙ୍ଗକୁ ପୁଣି ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହେଉଛି । ହେଲେ ସବୁଠୁ ଚିନ୍ତାର କଥା ହେଉଛି, ଡରାଇଲାଣି ଫେବୃଆରୀ ତାତି । ଖରା ଦିନ…

ମହାକୁମ୍ଭମେଳା ପାଇଁ ଅଯୋଧ୍ୟାକୁ ପୁଣି ଗଡ଼ିଲା ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର: ମହାକୁମ୍ଭମେଳା ପାଇଁ ଅଯୋଧ୍ୟାକୁ ପୁଣି ଗଡ଼ିଲା OSRTC ବସ୍‌। ଫେବ୍ରୁଆରୀ ୫ରୁ ବସ୍‌ ସେବା ଆରମ୍ଭ ହୋଇଥିବା ଓଏସ୍‌ଆର୍‌ଟିସି ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ଏହି ମେଳାରେ କୋଟିକୋଟି…

ସନାଙ୍କୁ ତାଗିଦ୍ କଲେ ନବୀନ; କହିଲେ, ‘କାହିଁକି ଆସିନଥିଲ?’

ଭୁବନେଶ୍ବର: ଆଜିଠୁ ବିଧାନସଭା ଆରମ୍ଭ ହେଉଥିବା ବେଳେ ଗୃହ ବାହାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଗୃହକୁ ପ୍ରବେଶ କରିବା ବେଳେ ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡଙ୍କୁ ଦେଖି ଚିହିଁକି ଉଠିଥିଲେ ନବୀନ । କାହିଁକି ପାର୍ଟି ମିଟିଙ୍ଗରେ ଯୋଗ ଦେଇନଥିଲେ ବୋଲି ପ୍ରଶ୍ନ କରି ଭରା…

ଓଡ଼ିଆ ରାପରଙ୍କ ବେଙ୍ଗାଲୁରୁରେ ଆତ୍ମହତ୍ୟା

କଟକ: ବେଙ୍ଗାଲୁରରେ ଓଡିଆ ରାପରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। କଟକ ଲାଲବାଗ ଥାନାରେ ଏତଲା ଦେଇଛନ୍ତି ରାପରଙ୍କ ବାପା। ବୋହୂ, ପୁଅର ଶାଶୁଙ୍କ ନାଁରେ ଅଭିଯୋଗ। ବେଙ୍ଗାଲୁରୁରେ ଓଡିଆ ରାପର ଅଭିନବ ସିଂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଅଭିନବ ସିଂ ବେଙ୍ଗାଲୁରରେ ସାଙ୍ଗମାନଙ୍କ ସହ ରହୁଥିଲେ।…