Latest Odisha News
Browsing Category

ଓଡିଶା

Odisha

କମାଣ୍ଡୋ ଦେଖାଇଲେ ଦମ୍‌, ଶ୍ରୀମନ୍ଦିର ନିକଟରେ ଅପରେସନ ଚକ୍ରବ୍ୟୁହ

ପୁରୀ: ଆଗକୁ ଆସୁଛି ରଥଯାତ୍ରା । ଚଳିତଥର ପ୍ରତିବର୍ଷ ପରି ବହୁତ ମାତ୍ରାରେ ଭକ୍ତ ପୁରୀ ଆସିବେ । ହେଲେ ଏହି ରଥଯାତ୍ରା ଆଗରୁ ଭାରତୀୟ ଯବାନଙ୍କ ତରଫରୁ ମକଡ୍ରିଲ କରାଯାଇଛି। ଶ୍ରୀମନ୍ଦିର ନିକଟରେ ହୋଇଛି ଅପରେସନ ଚକ୍ରବ୍ୟୁହ। ତଇନାତ ଥିଲେ ଦୁଇଟି ସ୍ନାଇପର ଟିମ୍ ସହ ୪ ଟି ଭାଗରେ ବିଭକ୍ତ ହୋଇ…

ବଦଳିବ ପାଣିପାଗର ମିଜାଜ: ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ଘଣ୍ଟି

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରଭାବରେ ପାଣିପାଗର ଲୁଚକାଳି ଖେଳ ଜାରି ରହିଛି। ଗୋଟିଏ ପଟେ ଉଷ୍ମତା ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିବା ବେଳେ, ଅନ୍ୟପଟେ ହଠାତ୍ ବଦଳୁଥିବା ପାଣିପାଗ ସ୍ଥିତି ଲୋକଙ୍କ ଉଦ୍‌ବେଗ ବଢ଼ାଇଦେଇଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ…

ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିଏମ୍-ସୂର୍ଯ୍ୟ ଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଯଥା ପିଏମ-ଆବାସ ଯୋଜନା ସହ ସଂଯୋଜନ କରାଯିବ। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ, ଟପରେ ଅଛି ରେଭେନ୍ସା

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ବୁଧବାର ଦିନ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ଇ-ପ୍ରବେଶର ପ୍ରଥମ ପର୍ଯ୍ୟାୟ ମେରିଟ୍ ତାଲିକା ପ୍ରକାଶ କରିଛି। ଯେଉଁଥିରେ ବିଭିନ୍ନ ଷ୍ଟ୍ରିମ୍‌ରେ ୪.୨୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିଟ୍ ସୁରକ୍ଷିତ କରିଛନ୍ତି।…

ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ, କେଉଁଠି କେତେବେଳେ ରହିବ କଟକଣା ?

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ଭିଭିଆଇପିଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ସରକାର ଏବଂ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉପରାଷ୍ଟ୍ରପତି ସିପି…

ବିଜେଡି ଛାଡିଲେ କାଉନସିଲର ସୁବ୍ରତ ସାମଲ;ଇସ୍ତଫାର କାରଣ…

ଚୌଦ୍ୱାର:ବିଜେଡି ଛାଡ଼ିଲେ ଚୌଦ୍ଵାର ୧୨ନମ୍ୱର ୱାର୍ଡର କାଉନସିଲର ସୁବ୍ରତ ସାମଲ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବର୍ତ୍ତମାନର ବିଧାୟକ ସୌଭିକ ବିଶ୍ୱାଳଙ୍କୁ ସମର୍ଥନ ଜଣାଇ ସେ ଇସ୍ତଫା ଦେଇଥିବା…

କଳ୍ପନା ଛକରେ ତିଆରି ହେବ ନୂଆ ରାଜସ୍ୱ ଭବନ

ଭୁବନେଶ୍ୱର: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ କରାଯିବ। ଖୁବ୍ ଶୀଘ୍ର ଭୁବନେଶ୍ବରର କଳ୍ପନା ଛକ ନିକଟରେ ତିଆରି ହେବ ନୂତନ ରାଜସ୍ୱ ଭବନ। ଦଶ ମହଲା ବିଶିଷ୍ଟ ଏହି ବିଲଡିଂରେ ସମସ୍ତ…

ପେପରଲେସ୍ ଏବଂ କ୍ୟାସଲେସ୍ ହେବ ଜମିଜମା ପଞ୍ଜୀକରଣ ବ୍ୟବସ୍ଥା: ଖୁବ୍ ଶୀଘ୍ର ଆସିବ ନୂଆ ଏସଓପି

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟ (ରେଜିଷ୍ଟ୍ରେସନ ଅଫିସ)କୁ ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ଲକ୍ଷ୍ୟରେ ଜମିଜମା ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପେପରଲେସ୍ ଓ କ୍ୟାଶଲେସ୍ କରାଯିବ। ଏହି ବ୍ୟବସ୍ଥାର ପ୍ରଚଳନ ଏବଂ କାର୍ଯ୍ୟକାରିତା ନିମନ୍ତେ ଲୋକସେବା ଭବନଠାରେ…

ଭୁବନେଶ୍ୱରରେ ମହିଳାଙ୍କ ସାମ୍ନାରେ ଅଶ୍ଳୀଳ ପ୍ରଦର୍ଶନ କରି ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ବେଳେ, ସମାଜର ଉଚ୍ଚ ଶ୍ରେଣୀରେ ଥିବା କିଛି ଲୋକଙ୍କ ବିକୃତ ମାନସିକତା ଏବେ ପୁଣି ଥରେ ସାମ୍ନାକୁ ଆସିଛି। ସ୍ମାର୍ଟସିଟିର ଏକ ଅଞ୍ଚଳରେ ଜଣେ ମହିଳାଙ୍କ…

ଆଜାଦନଗର ବୋମା ବିସ୍ଫୋରଣ ଘଟଣା, ୟୁପିରୁ ଜଣେ ଅଭିଯୁକ୍ତକୁ ଉଠାଇ ଆଣିଛି NIA ଟିମ୍

ଭୁବନେଶ୍ବର: ରାଜଧାନୀର ଆଜାଦନଗର ବୋମା ବିସ୍ଫୋରଣ ଘଟଣା ଘଟିବାର ୫ ମାସ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ବୁଧବାର ଦିନ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଉତ୍ତରପ୍ରଦେଶରୁ ଅଭିଯୁକ୍ତ ରୋହନ ରଞ୍ଜନ ରାଉତରାୟକୁ ଉଠାଇ ଆଣିଛି NIA ଟିମ୍ । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଯୁବକଙ୍କୁ ଅଟକ ରଖି…