Latest Odisha News

BREAKING NEWS

Browsing Category

ଓଡିଶା

Odisha

୬ ସହରରେ ୩୮ ଡିଗ୍ରୀ ଟପିଲା ତାପମାତ୍ରା, ୪୧ ଡିଗ୍ରୀରେ ସିଝିଲା ଝାରସୁଗୁଡା

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା ଖରାର ପ୍ରକୋପ । ଫଳରେ ଅସହ୍ୟ ହେବାରେ ଲାଗିଛି ଗରମ । ୪୧ ଡିଗ୍ରୀ ତାପମାତ୍ରା ସହ ସୋମବାର ପଶ୍ଚିମ ଓଡ଼ିଶାର ଝାରସୁଗୁଡା ସହର ସବୁଠୁ ଉତ୍ତପ୍ତ ଭାବେ ରେକର୍ଡ ଭାଙ୍ଗିଛି । ଏହାପରକୁ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର ସମ୍ବଲପୁର, ରାଉରକେଲା ଏବଂ…

‘୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହେବ’

ଭୁବନେଶ୍ୱର: ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପର୍କରେ ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ, ୨୦୨୭ ମାର୍ଚ୍ଚ ମାସ…

ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା, ଶୁଭାରମ୍ଭ ହେଲା ‘ହରିତ ଯୋଗ’

ଭୁବନେଶ୍ୱର: ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ସାଧାରଣ ଯୋଗ ଅଭ୍ୟାସ । ପ୍ରାୟ ୬,୦୦୦ରୁ ଅଧିକ ଯୋଗପ୍ରେମୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ୱାରା ‘ହରିତ ଯୋଗ’ ନାମକ…

୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଉଦଘାଟିତ

ଭୁବନେଶ୍ବର: ଆଜି ଭୁବନେଶ୍ବରର ସପ୍ତମ ବାଟାଲିୟନ ପଡିଆରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ…

ନବୀନଙ୍କ ନିରବତା ପଛରେ ଏସବୁ କାରଣ

ଭୁବନେଶ୍ବର: ଓ୍ବକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ବିଜେଡିରେ ଥମୁନି ଝଡ଼ । ରାଜ୍ୟସଭା ସାଂସଦ ମୁନା ଖାଁ ଭୁବନେଶ୍ବର ଫେରିବା ପରେ ସସ୍ମିତ ପାତ୍ରଙ୍କ ବିରୋଧରେ ଅସନ୍ତୋଷ ଝାଡିଛନ୍ତି। ବିମାନବନ୍ଦରରେ ବର୍ଷିବା ପରେ ନବୀନ ନିବାସ ଯାଇଥିଲେ ମୁନା ଖାଁ । ବିଲ ସପକ୍ଷରେ ସସ୍ମିତ…

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ମାମଲା, ବଢିଲା ଅନ୍ତରୀଣ ସୁରକ୍ଷା

କଟକ: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗ । ବଢିଲା ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ବଢାଇଛନ୍ତି ହାଇକୋର୍ଟ। ଆସନ୍ତା ମେ ୬ ତାରିଖରେ ହାଇକୋର୍ଟ ଶୁଣାଣି କରିବେ। ସୂଚନାମୁତାବକ, ଟେଣ୍ଡର ଫିକ୍ସିଂ ମାମଲାରେ ଗତ ୧୮ ତାରିଖରେ…

ରାଜ୍ୟରେ ହେବ ୩୨ ବୃହତ୍‌ ଶସ୍ୟ ଭଣ୍ଡାର: ରାଜକୋଷରୁ କମିବ ଖର୍ଚ୍ଚ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୩୨ ବୃହତ ଶସ୍ୟ ଭଣ୍ଡାର। ଫଳରେ ଧାନ ସଂଗ୍ରହ ପରେ ଦୀର୍ଘ ଦିନ ଧରି ଏହାକୁ ମହଜୁଦ ରଖିବା ବାବଦରେ ସରକାରଙ୍କୁ ଆଉ ଭଡ଼ା ଦେବାକୁ ପଡ଼ିବନି। ରାଜ୍ୟ ରାଜକୋଷରୁ ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିବ। ଭାରତ ସରକାରଙ୍କ ବିଶ୍ୱର ସର୍ବବୃହତ୍‌ ଶସ୍ୟ ଭଣ୍ଡାର ଯୋଜନାରେ…

ଦେବାଶିଷଙ୍କୁ ସୋଫିଆଙ୍କ ଟାର୍ଗେଟ, କହିଲେ, ‘ଓ୍ବାକଆଉଟ ମାନେ ସମର୍ଥନ’

ଭୁବନେଶ୍ବର: ବଢୁଛି ବିଜେଡିର ଅଡୁଆ । ଦଳ ଭିତରେ ବାହାରେ ସବୁଠି ବିରୋଧ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ଓ୍ବାକଫ୍ ବିଲକୁ ସମର୍ଥନ ଦେବାକୁ ନେଇ ଏବେ ତେଜିଛି ରାଜ୍ୟରାଜନୀତି । ବିରୋଧୀ ତ ବିରୋଧୀ ଦଳୀୟ ବରିଷ୍ଠ ଠାରୁ ନେଇ କନିଷ୍ଠ ସବୁ କ୍ଷୋଭ ପ୍ରକାଶ କରିଛନ୍ତି । ଏହାକୁ…

 ସୃଷ୍ଟି ହେଲା ଲଘୁଚାପ: ୧୧ ତାରିଖ ଯାଏଁ ବର୍ଷିବ

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ବସ୍ତି । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ବଙ୍ଗୋପସାଜରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ୮ ତାରିଖ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି…