Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜନଶୁଣାଣି ଅଭିଯୋଗର ତୁରନ୍ତ ସମାଧାନ କର, ନଚେତ୍ ହେବ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ବର: ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନଶୁଣାଣିରେ ଲୋକମାନେ ଆଣୁଥିବା ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ପୂର୍ବରୁ ଯେଉଁ ଲୋକମାନେ ସମସ୍ୟା ନେଇ ଆସୁଥିଲେ ସେମାନେ ପୁଣି…

ଆଜି ଶାନ୍ତନୁ ମହାପାତ୍ରଙ୍କ ବ୍ୟାଙ୍କ୍ ଲକର୍ ଖୋଲିବ ଭିଜିଲାନ୍ସ

ଭୁବନେଶ୍ଵର: ଚାଲିଛି କୁବେର ସରକାରୀ ବାବୁଙ୍କ ସମ୍ପତ୍ତି ଠାବ । ଆଜି ଖୋଲିବ ବ୍ୟାଙ୍କ ଲକର୍ । ମାଲକାନଗିରି ଜଳଛାୟା ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବ୍ୟାଙ୍କ୍ ଲକର୍ ଖୋଲିବ ଭିଜିଲାନ୍ସ । ସେଥିପାଇଁ ଶାନ୍ତନୁଙ୍କୁ ମାଲକାନଗିରିରୁ ଭୁବନେଶ୍ବରକୁ ଆଣୁଛି ଭିଜିଲାନ୍ସ । ଭୁବନେଶ୍ବର…

୨୧ରୁ ମାଟ୍ରିକ୍ ପରିକ୍ଷା: ୧୯ ମାର୍ଚ୍ଚରୁ ଖାତା ଦେଖା

ଭୁବନେଶ୍ଵର: ମାଟ୍ରିକ୍ ପରୀକ୍ଷାର୍ଥୀ ମାନଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୧ରୁ ମାଟ୍ରିକ୍ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ୍ ପରୀକ୍ଷା । ୧୯ ମାର୍ଚ୍ଚରୁ ହେବ ଖାତା ଦେଖା । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛି ବୋର୍ଡ କତ୍ତୃପକ୍ଷ । ତେବେ ପ୍ରଶ୍ନପତ୍ର ଲିକ୍…

ସରିଲା ହରିଣ ଗଣନା: ୨ ବର୍ଷ ମଧ୍ୟରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ୧୦୪୪କୁ ବୃଦ୍ଧି

ବ୍ରହ୍ମପୁର: ସଂରକ୍ଷଣ ପ୍ରୟାସରେ ଏକ ବଡ଼ ସଫଳତା ପାଇଛି ବନବିଭାଗ। ଗଞ୍ଜାମ ଜିଲ୍ଲାରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହା ୮,୭୮୯କୁ ବୃଦ୍ଧି ପାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜାନୁଆରୀ ୨୯ ତାରିଖରେ ଜିଲ୍ଲାର ତିନୋଟି ବନଖଣ୍ଡରେ ଏକକାଳୀନ ହୋଇଥିଲା କୃଷ୍ଣସାର…

ନରସିଂହପୁରରେ ବୁଲୁଛି ବାଘ, ଅଞ୍ଚଳବାସୀ ଆତଙ୍କିତ

କଟକ: ନରସିଂହପୁରରେ ବୁଲୁଛି ବାଘ । ଭୟରେ ଅଞ୍ଚଳବାସୀ । ସାମ୍ନାକୁ ଆସିଲା ରାସ୍ତାରେ ବାଘ ବୁଲୁଥିବାର ଭିଡିଓ । ଜୟପୁର ପ୍ରଗଳା ମୁ୍‌ଖ୍ୟ ରାସ୍ତାରେ ବାଘ ବୁଲୁଥିବା ଭିଡିଓ ଭାଇରାଲ୍ । ଖବର ପାଇ ବନବିଭାଗ ତରଫରୁ ବାଘର ଗତିବିଧି ଉପରେ ନଜର ରଖାଯାଉଛି । କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଷୋଡ଼ଶ ଅର୍ଥ କମିଶନ

ଭୁବନେଶ୍ୱର: ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ପ୍ରତିନିଧି ଦଳ ଆଜି ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଆଗାମୀ ୫ ବର୍ଷ ପାଇଁ ୧୨.୫୬ ଲକ୍ଷ କୋଟିର ଦାବି ରଖିବ ଓଡ଼ିଶା । ଆଜି ଦ୍ବିପହରରେ ସମ୍ବାଦିକଙ୍କୁ ଭେଟିବାର…

୩୬ ଡିଗ୍ରୀ ପାର କଲା ପାରଦ: ଆହୁରି ୨ ଦିନ ଘନ କୁହୁଡ଼ି ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଏବେଠାରୁ ୩୬ ଡିଗ୍ରୀ ପାର କଲାଣି ପାରଦ। ପ୍ରଚଣ୍ଡ ଗରମରେ ସିଝିଲାଣି ଓଡିଶା। ୧୦ ସହରରେ ତାତି ୩୫ ଡିଗ୍ରୀ ସେଲସିୟସ୍‌ ଟପିଛି। ଚଳିତ ବର୍ଷ ହଠାତ୍ ମାଘ ମାସରେ ଶୀତ କୁଆଡ଼େ ଗାଏବ ହୋଇଯାଇଛି । ଆଉ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି। ଏପରିକି ଖରା ଦିନ…

ବିଡିଏର ସଫଳତା, ଫ୍ରିହୋଲ୍ଡ ପାଇଁ ୫୮୦ ପ୍ଲଟ ପଞ୍ଜୀକୃତ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଥିବା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡରେ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ପ୍ରକ୍ରିୟାରେ ଆବେଦନ ହୋଇଥିବା ୮୬୭ ଆବେଦନ ପତ୍ର ମଧ୍ୟରୁ ୫୮୦ଟି ଗୃହ ଜମିର ହସ୍ତାନ୍ତିକରଣ ପତ୍ର ବିଡ଼ିଏ…

ହାଇକୋର୍ଟଙ୍କ ନିର୍ଦ୍ଦେଶ: ନିଯୁକ୍ତି ପାଇବେ ୨୭୫୩ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ

କଟକ: ରାଜ୍ୟ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଆସିଲା ଖୁସି ଖବର । ବଡ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ।୨୭୫୩ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (MPHW)ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଏହା ସହ ସେମାନଙ୍କ ପୂର୍ବ ସ୍ଥଗିତାଦେଶକୁ ମଧ୍ୟ କୋହଳ କରିଛନ୍ତି ।…

ସଡ଼କ ଦୁର୍ଘଟଣା ହ୍ରାସ ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଓ୍ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । କ୍ରମାଗତ ଭାବେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟାକୁ ନେଇ ଡିଜିପି ଚିନ୍ତାବ୍ୟକ୍ତ କରିଥିଲେ । ସଚେତନତା…