Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାରବାଟୀ ମ୍ୟାଚ୍ ପାଇଁ କେମିତି କାଟିବେ ଅଫଲାଇନ ଟିକେଟ୍, ଜାଣନ୍ତୁ ନିୟମ ହୋଇଯିବ ସହଜରେ

କଟକ: ବାରବାଟୀ ମ୍ୟାଚ୍‌ ପାଇଁ ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି । କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବ । ଅନଲାଇନ୍‌ରେ ଟିକଟ କିଣି ପାରିନଥିବା କ୍ରିକେଟ୍‌ ପ୍ରେମୀ ଅଫ୍‌ଲାଇନ୍‌ରେ କିଣିବାକୁ ଆଶା ବାନ୍ଧିଛନ୍ତି । ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି। ଭିଡ଼…

ଫେବ୍ରୁଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା, କପି ରୋକିବ ୫ ସ୍ତରୀୟ ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୁକ୍ତ ଦୁଇ ପରୀକ୍ଷା ନେଇ ପ୍ରେସମିଟ୍‌ କରିଛି CHSE। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ  ଚାଲିବ । ୧…

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ କଳା ପତକା ବିରୋଧ ପ୍ରଦର୍ଶନ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧ । ପୁରୀ ଗସ୍ତ ସମୟରେ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ କଳା ପତକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ୍ ପ୍ରଧାନଙ୍କୁ ଆରଏସଏସ ମୁଖ୍ୟ ମୋହନ୍ ଭାଗବତଙ୍କୁ ବିରୋଧ କରିବା ସମୟରେ ମିଥ୍ୟା…

ଓଡ଼ିଶାରେ ଷୋଡଶ ଅର୍ଥ କମିଶନ, ରାଜ୍ୟକୁ ମିଳିପାରେ ସ୍ଵତନ୍ତ୍ର ଅନୁଦାନ

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଛନ୍ତି ଷୋଡ଼ଶ ଅର୍ଥ କମିଶନ। ଷୋଡ଼ଶ ଅର୍ଥ କମିଶନ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବା ସହିତ ରାଜ୍ୟ ସରକାରଙ୍କ ମିଳିତ ଆଲୋଚନା କରିବେ। ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ହେବାକୁ ଥିବା ସୂଚନା ମିଳଛି । ନୀତି…

ହସ୍ପିଟାଲରେ ସୁଶାନ୍ତ ସିଂହଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ମଙ୍ଗଳବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭେଟିଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ନବୀନ କହିଛନ୍ତି ଯେ ପୂର୍ବତନ ଭଟଲି ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର…

ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଓଡ଼ିଶାରେ ତିଆରି ହେବ କ୍ୟାନ୍‌ସର ରେଜିଷ୍ଟ୍ରି

ଭୁବନେଶ୍ୱର: ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଓଡ଼ିଶାରେ ତିଆରି ହେବ କ୍ୟାନ୍‌ସର ରେଜିଷ୍ଟ୍ରି। ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର। ସାରା ରାଜ୍ୟର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ। ହସ୍ପିଟାଲ୍‌ ଆଧାରିତ ଓ ଜନସଂଖ୍ୟା ଆଧାରିତ…

ଓଡିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତିଙ୍କ ପରଲୋକ

ବାରିପଦା: ଆଉ ନାହାନ୍ତି ଓଡିଆ ସିନେମା ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତି । ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଗୀତିକାର ସଂଗ୍ରାମ କେଶରୀ ମହାନ୍ତି ଥିଲେ…

ଟ୍ରେନ ୱାଗନରୁ ୧୨ ବୋମା ଜବତ

ବଲାଙ୍ଗିର: ବଲାଙ୍ଗୀରର କଣ୍ଟାବାଞ୍ଜି ରେଳ ଷ୍ଟେସନରେ ମଙ୍ଗଳବାର ଦିନ ଏକ ମାଲବାହୀ ଟ୍ରେନ୍ ୱାଗନରୁ ସୁରକ୍ଷାକର୍ମୀମାନେ ପ୍ରାୟ ୧୨ଟି ବୋମା ଉଦ୍ଧାର କରିଛନ୍ତି। ନିୟମିତ ଯାଞ୍ଚ ସମୟରେ ସୁରକ୍ଷାକର୍ମୀଙ୍କୁ ଏହି ବୋମାଗୁଡ଼ିକ ମିଳିଛି। ରେଳ ୱାଗନ୍ ରେ ବୋମାଗୁଡ଼ିକ କିପରି ପହଞ୍ଚିଲା ତାହା…

ଜିବିଏସକୁ ନେଇ ଓଡ଼ିଶାକୁ ସତର୍କ ଘଣ୍ଟି

ଭୁବନେଶ୍ୱର: ଦେଶରେ ସ୍ଥିତି ସଂଗୀନ କଲାଣି ଆଉ ଏକ ମାରାତ୍ମକ ଭୂତାଣୁ। ଏହା ଗୁଲେନବାରି ସିଣ୍ଡ୍ରମ। ଯାହା ଜଳ ବହିତ। ଏଥିରେ ରୋଗୀ ଦୁର୍ବଳ ହେବା ସହ ପକ୍ଷାଘାତ (paralysis) ହୋଇଯାଉଛି। ମହାରାଷ୍ଟ୍ର, ଗୁଜୁରାଟ ଏବଂ କୋଲକାତାରେ ଏହି ମାମଲା ଦେଖା ଦେଲାଣି। ତେବେ ଏହି ରୋଗକୁ ନେଇ ଓଡ଼ିଶା…

ମୋ ବସ୍ ଧକ୍କାରେ କୁନି ଝିଅ ମୃତ ଘଟଣା: କ୍ରୁଟ୍ ପକ୍ଷରୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର: ମୋ ବସ୍ ଧକ୍କାରେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣାରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଇଛି। ଏହାପରେ ସେଠାରେ ଯେଉଁ ସ୍ଥାନୀୟବାସୀ ରାସ୍ତାରୋକ କରିଥିଲେ ସେମାନେ ହଟିଛନ୍ତି। ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ ସ୍ୱୀକାର କଲେ…