Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫେବୃଆରୀ ପ୍ରଥମରୁ ତାତିରେ ସିଝୁଛି ସାରା ଓଡ଼ିଶା, ଆଗକୁ କେତେ ?

ଭୁବନେଶ୍ୱର: ଫେବୃଆରୀ ପ୍ରଥମରୁ ହିଁ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା। ଆଗକୁ ମାଡି ଆସୁଛି ପ୍ରଚଣ୍ଡ ଖରା। ମାଘ ମାସରେ ନାହିଁ ଶୀତ। ହଠାତ୍ ବଢିଯାଇଛି ତାପମାତ୍ରା। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି ତାପମାତ୍ରା। ରାଜ୍ୟରେ ୩ ରୁ ୪ ଡିଗ୍ରୀ ଅଧିକ…

ରାଉରକେଲାରେ ଜନବସତି ଭିତରକୁ ମାଡ଼ିଗଲା ଟ୍ରେନ୍

ରାଉରକେଲା: ଟ୍ରାକ୍ ଛାଡ଼ି ମାଲବାହୀ ଟ୍ରେନ୍ ବସ୍ତି ଭିତରକୁ ପଶିଯାଇଛି । ରାଉରକେଲା ବାସନ୍ତୀ କଲୋନୀ ମାଲଗୋଦାମ ନିକଟରେ ଘଟିଛି ଏହି ଅଘଟଣ । ତିନିଟି ବଗି ଲାଇଚ୍ୟୁତ ହୋଇ ବସ୍ତି ଭିତରକୁ ପଶି ଯାଇଥିଲା । ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି । ସୌଭାଗ୍ୟବଶତଃ ଦୁର୍ଘଟଣାରେ…

ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ

ମାଲକାନଗିରି: ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍ । ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । କୋରାପୁଟ ଜୟପୁର ଘର ସମେତ ମାଲକାନଗିରିରେ ଜାରି ରହିଛି ଚଢ଼ାଉ । ସୂଚନା…

ଜଲାପୁଟ ଜଳଭଣ୍ଡାରରୁ ମିଳିଲା ଆଉ ଜଣଙ୍କ ମୃତଦେହ

ଲମତାପୁଟ: ଜଲାପୁଟ ଜଳଭଣ୍ଡାରରୁ ମିଳିଲା ଆଉ ଜଣଙ୍କ ମୃତଦେହ । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩ ଦିନ ପରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜ ଦୁଇ ନାବାଳକ ଶିବ ହନ୍ତାଳ ଏବଂ ଅମିତ ହନ୍ତାଳ…

ଘାଟିରେ ଓଲଟିଲା ବସ୍, ୨୪ ଆହତ

ମୋହନା: ଘାଟିରେ ଓଲଟିଛି  ଏକ ଯାତ୍ରୀବାହୀ ବସ୍‌। ଏହି ବସରେ ୨୪ ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ, ୪ ଜଣ ଗୁରୁତର ଅଛନ୍ତି। ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା…

ଥାନା ଅଧିକାରିଣୀଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୁତ୍ତ

ଭଦ୍ରକ: ପୋଲିସ ଥାନା ଅଧିକାରିଣୀଙ୍କ ବେକରୁ ସୁନା ଚେନ ଟାଣି ନେଲେ ଦୁର୍ବୁର୍ତ୍ତ । ଘଟଣା ଘଟଛି ଭଦ୍ରକ ସହର ସ୍ଥିତ ପରିବା ମାର୍କେଟରେ । ପରିବା ମାର୍କେଟ ନିକଟରେ ସାଧା ପୋଷକରେ ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି ଥାନା ଅଧିକାରିଣୀ ମୋନାଲିସା କର । ଦୁଇ ଜଣ ଦୁର୍ବୁର୍ତ୍ତ ମୋଟରସାକେଲରେ…

ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ଆକ୍ରମଣ, ୩ ଯବାନ ଗୁରୁତର

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି  ଦେଖ ଦେଇଛି ନକ୍ସଲ ହିଂସା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ମୃତ୍ୟୁବରଣ ସହ ଲୁଚି ଛପି ପଳାୟନ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚି ରହୁଛନ୍ତି…

ରେଳ ୱାଗନରୁ ୧୨ ବୋମା ଜବତ ଘଟଣା; ଦୁଇ କର୍ମଚାରୀ ନିଲମ୍ବିତ

ବଲାଙ୍ଗୀର: କଣ୍ଟାବାଞ୍ଜି ଷ୍ଟେସନରେ ଏକ ମାଲଗାଡ଼ି ଓ୍ବାଗନରୁ ୧୨ଟି ଅଫୁଟା ବୋମା ଜବତ ଘଟଣା । ନିଲମ୍ବିତ ହେଲେ ଦୁଇ କର୍ମଚାରୀ । କାର୍ଯ୍ୟରେ ଅବହେଳା କାରଣରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ,…

ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ଉନ୍ନତି ପାଇଁ ୧ କୋଟି ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଠାରେ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ ଅବସରରେ ଗସ୍ତ କରିଥିଲେ। ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଶିକ୍ଷା…

ରାଜଧାନୀରେ ନାବାଳିକାଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣା ଘଟାଇଥିବା ମୋ ବସ୍ ଡ୍ରାଇଭର ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୁର୍ଘଟଣା ଘଟାଇଥିବା ମୋ ବସ୍ ଡ୍ରାଇଭରକୁ ଗିରଫ କଲା ନନ୍ଦନକାନନ ଥାନା ପୋଲିସ । ଗିରଫ ହୋଇଥିବା ଡ୍ରାଇଭର ଜଣକ ହେଲେ ନୃସିଂହ ସେଠୀ । ଡ୍ରାଇଭରଙ୍କୁ ଗିରଫ ସହ ଦୁର୍ଘଟଣା ଘଟାଇଥିବା ମୋ ବସ୍ ସିଜ୍ କଲା ପୋଲିସ । ସୂଚନାଯୋଗ୍ୟ, ଆଜି ସକାଳୁ ୧୩ ବର୍ଷର…