Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଦଳିବ ହେଲଥ କାର୍ଡର ଲୋଗୋ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ହେଲଥ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏବେ ହେଲଥ କାର୍ଡର ଲୋଗରେ ପରିବର୍ତ୍ତନ କରାଯିବ । ଏହା ସହ ଖୁବଶୀଘ୍ର ୩.୫ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବ । ଏଥିପାଇଁ ଆରମ୍ଭ ହୋଇଯାଇଛି ସମସ୍ତ…

ରାଜ୍ୟ ସରକାରଙ୍କ ବଡ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା

ଭୁବନେଶ୍ଵର: ବର୍ଷ ଆରମ୍ଭରୁ ଗୋଟେ ପରେ ଗୋଟେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଗତକାଲି ଅର୍ଦ୍ଧରାତ୍ରରେ ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କରିଥିବା ବେଳେ ଏବେ ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି…

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ

ଭୁବନେଶ୍ଵର: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ଏଥିସହ ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇଛି । ଅରିନ୍ଦମଙ୍କୁ ପୌର ପ୍ରଶାସକ ଏବଂ ଗୃହ ଓ ନଗର…

ଡବଲ ଡେକରରେ ଝଲସୁଛି ଓଡିଶା ସଂସ୍କୃତି: ୬ରୁ ଗଡିବ

ବ୍ରହ୍ମପୁର: ଓଡିଶା ରାସ୍ତାରେ ଗଡିବ ଡବଲ ଡେକର ବସ୍ । ଏବେ ଦିଲ୍ଲୀ, ମୁମ୍ବାଇ ଭଳି ରାଜଧାନୀରେ ଭୁବନେଶ୍ବର, କଟକ, ଏବଂ ପୁରୀକୁ ସଂଯୋଗ କରିବ ଏହି ଇଲେକ୍ଟ୍ରିକ୍ ଚାଳିତ ଡବଲ ଡେକର ବସ୍ । ତେବେ ପ୍ରାଥମିକ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୫ ଟି ବସ୍ ରାଜ୍ୟକୁ ଆସିବାକୁ ଥିବା ବେଳେ ଆଜି ଓଡିଶାରେ…

ଯମୁନା, ଜିନ୍ନତ୍ ପରେ ରାଜ୍ୟକୁ ଆସିବେ ଆଉ ୩ ମହାବଳ ବାଘ

ଭୁବନେଶ୍ବର: ରାଜ୍ୟକୁ ଆସିବେ ଆହୁରି ୩ ମହାବଳ ବାଘ ।  ଯମୁନା ଏବଂ ଜିନ୍ନତଙ୍କ ପରେ ଏବେ ଆଉ ୩ଟି ବାଘ ଓଡିଶା ଜଙ୍ଗଲକୁ ଆସିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ । ଏନେଇ ମନ୍ତ୍ରୀ କହିଛନ୍ତି, ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା …

ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା କାର୍ଡ’: ଜାଣନ୍ତୁ କ’ଣ ଏହି କାର୍ଡ…

ଭୁବନେଶ୍ବର: ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ  ।…

ଚଳିତ ବର୍ଷ ୨ଟି ଗ୍ରହଣ ୨ଟି ପରାଗ, ଜାଣନ୍ତୁ ଭାରତରେ ହେବ କି ନାହିଁ ଦୃଶ୍ୟମାନ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗକୁ ଅଶୁଭ ବୋଲି ବିବେଚନା କରାଯାଇଏ । ଯେଉଁଥି ପାଇଁ ଏହି ଦିନ ମାନଙ୍କରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଏ ନାହିଁ । ତେବେ ନୂତନ ବର୍ଷ ଆରମ୍ଭ ପରେ ଏବେ କ୍ୟାଲେଣ୍ଡରରେ କେଉଁ ପର୍ବ କେବେ ପଡୁଛି ନୂଆ ବର୍ଷରେ କେତେ…

ଜାଡ ଭାଙ୍ଗୁଛି ହାଡ: ରାଉଲକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି । ଜାଡରେ ଜଡସଡ ସାରା ଓଡିଶା । ଆଗକୁ ଆହୁରି ଶୀତ ବଢିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି…

ଓଡିଶା ଆସିବେ ନୂଆ ରାଜ୍ୟପାଳ, ମହାପ୍ରଭୁଙ୍କ ଦର୍ଶନ ପରେ ଶପଥ ନେବେ ହରିବାବୁ

ଭୁବନେଶ୍ଵର: ଆଜି ଓଡିଶା ଆସିବେ ନୂଆ ରାଜ୍ୟପାଳ । ଆସନ୍ତାକାଲି ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ କେ. ହରିବାବୁ । ସେଥିପାଇଁ ଆଜି ଅପରାହ୍ନରେ ରାଜଭବନରେ ପହଞ୍ଚିବେ କେ. ହରିବାବୁ । ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ କେ. ହରିବାବୁ । ସେଠାରେ…

ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠୁ ପରୀକ୍ଷା ଆରମ୍ଭ ହୋଇ ଜାନୁଆରୀ ୧୨ ତାରିଖରେ ଶେଷ ହେବ । ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ୬୦ ମାର୍କ, ୫୦ ମାର୍କ ଓ…