Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି ପୂଜା କଲେ ସେବାୟତ

ପୁରୀ: ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ସେନେଇ ଆଜି ଶ୍ରୀମନ୍ଦିରରେ ପହଞ୍ଚିଲା ଆଇପିଏଲ୍ ଟ୍ରଫି । ମ୍ୟାଚ୍ ପୂର୍ବରୁ ଆଇପିଏଲ୍ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ସେବାୟତ ମାନେ ପୂଜାର୍ଚ୍ଚନା କରିଛନ୍ତି  । ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ…

ୟୁଟ୍ୟୁବରେ ଚାଲିଥିଲା ପ୍ରଶ୍ନପତ୍ର ବିକ୍ରି: ଧରାପଡିଲେ ୫ ଜଣ

ଭୁବନେଶ୍ବର: ୟୁଟ୍ୟୁବ ମାଧ୍ୟମରେ ଚାଲିଥିଲା ପ୍ରଶ୍ନପତ୍ର ବିକ୍ରି । ଗିରଫ ହେଲେ ୫ ଜଣ । ୟୁଟ୍ୟୁବ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥଇବା ଏକ ବଡ ରାକେଟ ଠାବ କରିଛି ପୋଲିସ । ଏହି ରାକେଟରେ ସଂପୃକ୍ତ ଥିବା ୪ ଜଣ ୟୁଟ୍ୟୁବର ଓ ଜଣେ ସରକାରୀ…

ଶ୍ରୀମନ୍ଦିର ଭକ୍ତନିବାସ ନାମରେ ନକଲି ୱେବସାଇଟ୍ ଠକେଇ ଘଟଣା; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସ ଗୁଡିକ ନାମରେ ନକଲି ୱେବସାଇଟ୍ ଖୋଲି ଠକେଇ ଘଟଣା । ଏହି ମାମଲା ନଜରକୁ ଆସିବାପରେ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢୀ । ଏକ ଚିଠି ମାଧ୍ୟମରେ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; ସରିଲା ସାକ୍ଷ୍ୟ ଗ୍ରହଣ

ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି । ଶେଷ ସାକ୍ଷୀ ଭାବେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ତଥା ତଦନ୍ତକାରୀ ଅଧିକାରୀ ଅନିଲ କୁମାର ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରାଯାଇଛି । ସରକାରୀ ଓକିଲ ଚିତ୍ତରଞ୍ଜନ…

ସହଦେବ ହତ୍ୟା ମାମଲା, ଗିରଫ ହେଲା ମାଷ୍ଟରମାଇଣ୍ଡ

ଭୁବନେଶ୍ଵର: ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ହତ୍ୟାକାଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ରମା ନାଏକ ଗିରଫ । ରମା ନାଏକକୁ ଗିରଫ କଲା ମଞ୍ଚେଶ୍ୱର ଥାନାରେ ପୋଲିସ । ଆଜି ମଞ୍ଚେଶ୍ୱର ଥାନାରେ ସହଦେବ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସମର୍ପଣ କରିଛି। ଘଟଣା ପରଠାରୁ…

ଡରାଇଲାଣି ଖରା, ଏସଓପି ଜାରି କଲା ଗୃହ ଓ ନଗର ଉନ୍ନୟନ ବିଭାଗ

ଭୁବନେଶ୍ଵର: ଅସାଧାରଣ ବର୍ଷା ଏବଂ ଅନିୟମିତ ଜଳବାୟୁ ଯୋଗୁଁ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ଆରମ୍ଭ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ ଏସଓପି ଜାରି କରାଯାଇଛି । ଏହାକୁ କଡା କଡ଼ି  ପାଳନ କରିବା ଏବଂ ସମସ୍ତ ପୌରାଞ୍ଚଳ…

ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା; ମହାପ୍ରଭୁଙ୍କର ବଡ଼ ମହାସ୍ନାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଘଟଣ । ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ଚାଲିଛି ବଡ଼ ମହାସ୍ନାନ ନୀତି । ଏଥିପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ଵାଭାବିକ ହେବ । ଆଜି ରୋଷ ହୋମ ନୀତି ସରି…

୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ: ମୁଣ୍ଡପିଛା ଆୟ ହିସାବରେ ଓଡିଶାର ସ୍ଥାନ ଏକାଦଶ

ଭୁବନେଶ୍ୱର: ସୋମବାର ବିଧାନସଭାରେ ୨୦୨୫-୨୬ ବର୍ଷ ନିମନ୍ତେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ । ଏହା ପୂର୍ବରୁ ଗୃହରେ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୧୦ ପ୍ରତିଶତ ବଢି ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଯାହା…

ପୋଲିସକୁ ପ୍ରଶ୍ନ ପଚାରୁଛି ଲୁଟେରା ସ୍ପାଇଡର, କହୁଛି କେମିତି ଧରିଲ ମୋତେ ?

ଭୁବନେଶ୍ୱର: ସ୍ପାଇଡର ସତୀ । ଯାହାକୁ ନେଇ ଭୁବନେଶ୍ୱରରେ ଚହଳ ପଡ଼ିଛି । ଲୋକେ କହୁଛନ୍ତି ଏମିତି ବି ଉଡ଼ି ଉଡ଼ି କରୁଥିବା ଚୋର ଭୁବନେଶ୍ୱରରେ ବୁଲୁଛି । ଯାହାକୁ ଏବେ ଧରିଛି ପୋଲିସ । ଧରା ତ ପଡ଼ିଲା ହେଲେ ଏବେ ପୋଲିସକୁ କରାଉଛି ହରକତ । ନିରଞ୍ଜନ ପଟନାୟକଙ୍କ ଘରୁ ଲୁଟ୍‌ ଘଟଣାରେ ଗିରଫ…

ଢେଙ୍କାନାଳରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ୩ ମୃତଦେହ

ଭୁବନେଶ୍ୱର: ଢେଙ୍କାନାଳରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର ହୋଇଛି । ବେକରେ ରଶି ଲଗାଇ ଏକା ସଙ୍ଗେ ଝୁଲିପଡ଼ିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଘଟିଛି ଏଭଳି ଅଭାବନୀୟ…