Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଏସ୍ଆଇଆର ପ୍ରକ୍ରିୟାରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ

ଭୁବନେଶ୍ବର: ଓଡ଼ିଶାରେ ଶେଷ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା । ଏଥିସହ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇଛି । ଏହି ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଥିବା ତାଲିକାରେ ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର; ଶବବାହକ ଗାଡ଼ି ମିଳିଲାନି,ପତ୍ନୀଙ୍କ ମୃତଦେହକୁ ବାଇକ୍‌ରେ ଆଣିଲେ ଅସହାୟ ସ୍ୱାମୀ

ଝାରସୁଗୁଡ଼ା:ଶବ ବାହକ ଗାଡ଼ି ନ ମିଳିବାରୁ ବାଇକରେ ପତ୍ନୀର ଶବ ନେଲେ ସ୍ବାମୀ । ଝାରସୁଗୁଡ଼ା ଲଇକେରାରୁ ଆସିଲା ଏକ ହୃଦୟ ବିଦାରକ ଘଟଣା । ଝାରସୁଗୁଡ଼ା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତର ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ଅସୁସ୍ଥ ହେବାରୁ ଶନିବାର…

ରାଜ୍ୟରେ ସ୍ବାଭାବିକ ଠାରୁ ୪% ଅଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ଦେଖିବାକୁ ମିଳିଛି। ଜୁନ୍ ୧ ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ସମୁଦାୟ ୨୬୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ପରିମାଣ ଠାରୁ ପ୍ରାୟ ୪ ପ୍ରତିଶତ ଅଧିକ ବୋଲି…

ସାଇବର ଠକଙ୍କ ଟାର୍ଗେଟରେ ଭିଆଇପି: ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାଇବର ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଏବେ ସେମାନଙ୍କ ଟାର୍ଗେଟକୁ ଆସିଛନ୍ତି ବଡ଼ ବଡ଼ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷ। ଏହି କ୍ରମରେ ପୁରୀ ଲୋକସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ…

Elephant Death:ପୁଣି ଏକ ହାତୀର ମୃତଦେହ ଉଦ୍ଧାର,କାରଣ ଅସ୍ପଷ୍ଟ

ଢେଙ୍କାନାଳ:ହିନ୍ଦୋଳ ବନାଞ୍ଚଳ ବମ୍ଫା ଅନ୍ଧାରି ପୀଠ ନିକଟରେ ଏକ ହାତୀର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।ମୃତ ହାତୀର ବୟସ ୨୫ରୁ ୩୦ ବର୍ଷ ହେବ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ବନବିଭାଗ କର୍ମଚାରୀ ଓ ହିନ୍ଦୋଳ ରେଞ୍ଜର । ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ…

ନବରଙ୍ଗପୁର ରାଜନୀତିରେ ହଟଚମଟ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଓ କଂଗ୍ରେସକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ୫୦୦ରୁ…

ନବରଙ୍ଗପୁର: ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ସବୁ ରାଜନୈତିକ ଦଳ ନିଜର ତୃଣମୂଳ ସଙ୍ଗଠନକୁ ମଜବୁତ କରିବା ପାଇଁ ଗାଁ ମୁହାଁ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ବିଜୁ ଜନତା ଦଳ ଏବଂ କଂଗ୍ରେସକୁ ଏକ ବଡ଼ ଝଟ୍‌କା…

ତାମିଲନାଡୁ ଗ୍ୟାସ ଲିକ୍ ଘଟଣା; ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି 

ଭୁବନେଶ୍ୱର: ତାମିଲନାଡୁରେ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡିଶା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଯାହା ପରେ ଏବେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ମୃତକଙ୍କ ନାମ ରୋହିଣୀ ଜୁଆଙ୍ଗ ବୋଲି ଜଣାପଡିଛି। ଯିଏକି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକର ୨୩ ବର୍ଷୀୟା ମହିଳା।ସେ…

ଓଡ଼ିଶା ଉପକୂଳ ମୁହାଁ ଭୟଙ୍କର ‘ଅବପାତ’: ଆଗାମୀ ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ, ୫ ଜିଲ୍ଲା ପାଇଁ ସର୍ବୋଚ୍ଚ ସତର୍କତା…

ଭୁବନେଶ୍ୱର: ରାଜ୍ୟରେ ପ୍ରଳୟଙ୍କରୀ ରୂପ ନେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ସଦୃଶ ସ୍ଥିତି। ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପଟି ଏବେ ଅଧିକ ଘନୀଭୂତ ହୋଇ ‘ଅବପାତ’ ରୂପ ଧାରଣ କରି ସାରିଛି। ଏହା ସିଧାସଳଖ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଥିବାରୁ ରାଜ୍ୟର…

ଭିଜିଲାନ୍ସ ଜାଲରେ ସରପଞ୍ଚ; ୨୦ ହଜାର ଲାଞ୍ଚ ନେଇ ଫସିଲେ…

ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଜଣେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କାର୍ଯ୍ୟକର୍ତ୍ତାଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରବିବାର ଦିନ ଜଣେ ସରପଞ୍ଚଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମନା ଗ୍ରାମ ପଞ୍ଚାୟତର…

ପ୍ରବଳ ବର୍ଷା ହେଲା କାଳ; ଘର ଭୁଶୁଡ଼ି ସ୍ବାମୀ ମୃତ,ସ୍ତ୍ରୀ ଗୁରୁତର

ରାଇରଙ୍ଗପୁର:ଆକ୍ସନ ମୋଡରେ ରାଇରଙ୍ଗପୁର ପୋଲିସ ଜିଲ୍ଲା। ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଲେ ବହଳଦା ପୋଲିସ। ତେବେ କେନ୍ଦୁଝର ଏସପିଙ୍କ ଠାରୁ ଖବର ପାଇ ବହଳଦା ପୋଲିସ ଗାଡି ପାଟ୍ରଲିଂ କରୁଥିବା ସମୟରେ ଏକ ଗାଡିରୁ ୩ ଜଣ…