Latest Odisha News

BREAKING NEWS

Browsing Category

ଓଡିଶା

Odisha

ରୁବେନଙ୍କ କଲମରୁ ନବୀନଙ୍କ ଜୀବନୀ: ସମୀର କହିଲେ, ଦ୍ବିମତ ନାହିଁ…

ଭୁବନେଶ୍ବର: ୨୦୨୪ରେ ୨୪ ବର୍ଷ ସରକାରର ପତନ ପରେ ଏହାରି ଉପରେ ଆଧାରିତ ଏକ ପୁସ୍ତକ ଲେଖିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଆଉଟଲୁକ୍ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀ । ଯେଉଁଥିରେ ୨୪ ବର୍ଷ ସରକାରର ପତନ ଆଉ ଏଥିରେ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଭୂମିକା ବିଷୟରେ ଆଳୋଭପାତ…

ଆଉ ନାହାନ୍ତି ବରିଷ୍ଠ ନେତା ବିଜୟ ମହାନ୍ତି

ଭୁବନେଶ୍ବର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ଆଜି ସକାଳୁ ସକାଳୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ତେବେ ବିଜୟ ମହାନ୍ତି ଆଜି ସକାଳୁ ହଠାତ୍ ଅସୁସ୍ଥ ହୋଇଯିବାରୁ ତାଙ୍କ ସଂପର୍କୀୟ…

ଜାନୁଆରୀ ୧୮ରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା

ଭୁବନେଶ୍ଵର: ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା । ପ୍ରଥମେ ହୀରାକୁଦ ଡ୍ୟାମରୁ ଆରମ୍ଭ ହେବ ପକ୍ଷୀ ଗଣନା । ଚଳିତ ବର୍ଷ ଅକ୍ଟୋବର ମାସରୁ ବିଦେଶୀ ପକ୍ଷୀ ହୀରାକୁଦ ଡ୍ୟାମକୁ ଆସୁଛନ୍ତି । ଯେଉଁମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଏନେଇ ସୂଚନା…

ପହିଲାରୁ ଶ୍ରୀମନ୍ଦିରରେ ଧାଡିରେ ଜଗା ଦର୍ଶନ କରିବେ ଭକ୍ତ

ପୁରୀ: ସରିଲାଣି ପ୍ରାୟ ସମସ୍ତ ପ୍ରସ୍ତୁତି । ନୂଆବର୍ଷ ପହିଲାରୁ ଧାଡିରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୨୮ ତାରିଖ ଭିତରେ ସମସ୍ତ ପରିବର୍ତ୍ତନ ବ୍ୟବସ୍ଥା ସରିବା ବେଳେ ଏହାପରେ ଟ୍ରାଏଲ ଧାଡି ଦର୍ଶନ ହେବ । ପରେ ଜାନୁଆରୀ ୧ରୁ ଆରମ୍ଭ ହେବ ଧାଡି ଦର୍ଶନ । ଏନେଇ…

ଥରିବ ଓଡିଶା, ୬ ଜିଲ୍ଲାକୁ ଘନ କୁହୁଡି ଚେତାବନୀ

ଭୁବନେଶ୍ବର: ବେଶ୍ ଦୁଇ ଦିନର ଲଗାଣ ବର୍ଷା ପରେ ଆଜି କିଛି କିଛି ସ୍ଥାନରେ ପାଗ ସ୍ବାଭାବିକ ଦେଖିବାକୁ ମିଳିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହିତ ରାଜ୍ୟରେ ଶୀତର ପ୍ରକୋପ ବଢିବ ।…

ମାରାଥନ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ଼

ରାଉରକେଲା: ମାରାଥନ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିମାଡ଼। ସେକ୍ଟର ୩ ଥାନା ସେକ୍ଟର ୨ ଛକରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ ପିଠିରେ ବାଜିଛି ଗୁଳି। କିଏ ଓ କାହିଁକି ଗୁଳି କଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଯୁବକଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।…

ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ୨ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ । ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆଜିଠୁ କମିବ ବର୍ଷା, ଜାରି ରହିବ କୋହଲା ପାଗ

ଭୁବନେଶ୍ଵର: ଆଜିଠୁ କମିବ ବର୍ଷା । ଜାରି ରହିବ କୋହଲା ପାଗ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗତ ୨ଦିନ ହେବ ଲାଗି ରହିଥିବା ଝିପି ଝିପି ବର୍ଷା ଆଜିଠାରୁ କମିବା ସମ୍ଭାବନା ରହିଛି । ତେବେ ଦକ୍ଷିଣ ଉପକୂଳ ଜିଲ୍ଲାରେ ଆଜି ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।…

ଦେଶରେ ଜଙ୍ଗଲ ପରିମାଣ ବୃଦ୍ଧି; ଓଡ଼ିଶାରେ ସର୍ବାଧିକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ଯେଉଁଭଳି ଭାବେ ଜନସଂଖ୍ୟା ବୃଦ୍ଧି ପାଉଛି ଜନବସତି ନେଇ ବହୁ ପରିମାଣର ଜଙ୍ଗଲ ନଷ୍ଟ କରାଯାଉଛି । ଏହା ସହ ଶିଳ୍ପାଞ୍ଚଳ ଓ ଚାଷ ପାଇଁ ମଧ୍ୟ ବହୁ ମାତ୍ରାରେ ଗଛ ଗୁଡିକ କାଟି ଦିଆଯାଉଛି । ଫଳରେ ଏହାର ସିଧା ସଳଖ ପ୍ରଭାବ ମୌସୁମୀ ପରିବର୍ତ୍ତନ, ପ୍ରଦୂଷଣ…

କୋଟିଏ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ମୋହନା: ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ୍‌। ଗଞ୍ଜେଇ ଚାଷ ଏବଂ ଏହାର ବିକ୍ରି ଉପରେ ରୋକ୍ ଉଦ୍ଦେଶ୍ୟରେ ଅବକାରୀ ବିଭାଗ ଜୋରଦାର ଚେଷ୍ଟା ଚଳାଇଛି। ଆଉ ଏହାରି ଭିତରେ ଶନିବାର ପ୍ରାୟ ୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ। ସୂଚନା…