Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋଆର ‘ଗ୍ରାଣ୍ଡ ହୋମ କମିଂ’ ସମାବେଶ: ପୁରାତନ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ସୁଦୃଢ଼ କରିବା ଆବଶ୍ୟକ

ଭୁବନେଶ୍ୱର: ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ । ୨୦୦୧ରୁ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ଗ୍ରହଣ କରିଥିବା ସୋଆର ପୁରାତନ ଛାତ୍ରଛାତ୍ରୀମାନେ ଏହି ସମାବେଶରେ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା ଓ…

ଡିସେମ୍ବର ୨୫ ସୁଦ୍ଧା ହିତାଧିକାରୀମାନଙ୍କୁ ପିଡ଼ିଏସ୍‌ ଚାଉଳ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ନବରଙ୍ଗପୁର ଓ ଦେବଗଡ଼ ଜିଲ୍ଲାରେ ଗତକାଲି ସୁଦ୍ଧା ପିଡ଼ିଏସ୍‌ ଚାଉଳ ଉଠାଣ ଶେଷ ହୋଇଛି । ଖାଦ୍ୟ ସୁରକ୍ଷା ଅଧିନସ୍ଥ ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ ପାଇଁ ମାସିକିଆ ରାସନ ପ୍ରଦାନ କରାଯାଉଛି । ଏଥି ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ…

ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

କୋରାପୁଟ : ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଦିଆଯାଇଛି ଶେଷ ଶ୍ରଦ୍ଧାଞ୍ଜଳି। ଜନସମୁଦ୍ର ପାଲଟିଲା ଗାଁ ଶ୍ମଶାନ। ସମସ୍ତଙ୍କ ହାତରେ ଜାତୀୟ ପତକା। ସମସ୍ତଙ୍କ ମୁହଁରେ ଶହୀଦ ଯବାନ ଅମର ରହେ, ଈଶ୍ୱର ଭାଇ ଅମର ରହେ ନାରା । ନରାରେ ପ୍ରକମ୍ପିତ ହେଉଥିଲା ପରିବେଶ ।  ଏମିତି ଶୋକାକୁଳ ଦୃଶ୍ୟ…

ମାଇଲ୍ ଖୁଣ୍ଟର ରଙ୍ଗ ଭିନ୍ନ ଭିନ୍ନ କାହିଁକି?

ଭୁବନେଶ୍ବର: ଆମେ କୌଣସି ସଡକ ଯାତ୍ରା କଲାବେଳେ ଆମର ପଥ ପଦର୍ଶକ ପାଲଟିଥାଏ ରାସ୍ତା କଡରେ ଥିବା ମାଇଲ୍ ଖୁଣ୍ଟ୍ । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହା ସ୍ଥାପନା କରାଯାଇଥାଏ । ଏହା ଆମର ଗନ୍ତବ୍ୟସ୍ଥଳ ବିଷୟରେ ସୂଚନା ଦେବା ସହ ତାହା କେତେଦୂର ଅଛି ଜଣାଇଥାଏ । ଆପଣକେବେ ଲକ୍ଷ୍ୟ କରିଥିଲେ…

ପୋଲ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌, ୫ ଗୁରୁତର

କେନ୍ଦ୍ରାପଡ଼ା: ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌।  ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବଡପଡ଼ାଠାରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆଜି କଟକରୁ କେନ୍ଦ୍ରାପଡ଼ାର ଜମ୍ବୁ ଯାଉଥିବା ଯାତ୍ରୀବାହୀ ବସ୍‌…

ଘରର ଏହି ଦିଗରେ କରନ୍ତୁ ରୋଷେଇ ଘର ନହେଲେ ଭୋଗିବେ ବାସ୍ତୁ ଦୋଷ

ଭୁବନେଶ୍ବର: ଘର ତିଆରି କରିବା ସମୟରେ ବାସ୍ତୁ ନିୟମକୁ ମନେ ରଖିବା ଅତ୍ୟନ୍ତ ଜରୁରୀ | ବିଶେଷକରି ରୋଷେଇ ଘର | କାରଣ ରୋଷେଇ ଘର କୌଣସି ଘରର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ | ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଯଦି ଆପଣ ରୋଷେଇ ଘର ସମ୍ବନ୍ଧୀୟ ନିୟମକୁ ଅଣଦେଖା କରନ୍ତି,…

୨୮ରେ ସମ୍ବଲପୁର ଆସିବେ ଶାହ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବିଜେପି ରାଷ୍ଟ୍ରୀୟ ନେତୃତ୍ୱଙ୍କ ଫୋକସରେ ରହିଛି ଓଡ଼ିଶା । ମାସକ ମଧ୍ୟରେ ଦ୍ୱିତୀୟ ଥର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହ ଚଳିତମାସ ୨୮ତାରିଖରେ…

୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ପିପିଲି: ଜବତ ହୋଇଛି ଧଳା ଜହର। ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୁରୀ ଅବକାରୀ ବିଭାଗ। ରାଉରକେଲାରୁ ପୁରୀକୁ ବ୍ରାଉନ ସୁଗାର ଚାଲାଣ ସମୟରେ ପୁରୀ ଅବକାରୀ ବିଭାଗ ଏକ କାର୍ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ପରେ ଦୁଇ ଗିରଫଙ୍କୁ କୋର୍ଟ ଫରୱାର୍ଡ କରିଛି…

ଶୀତଦିନ ପାଇଁ ଫେସପ୍ୟାକ୍: ତ୍ବଚାକୁ ଦେବ ଚମକ

ଭୁବନେଶ୍ବର: ଶୀତଋତୁରେ ଚର୍ମର ଅତିରିକ୍ତ ଯତ୍ନ ନେବାକୁ ପଡେ | ଯଦି ତୁମେ ଏହି ଋତୁରେ ଚମକୁଥିବା ତ୍ବଚା ପାଇବାକୁ ଚାହୁଁଛ, ତେବେ ତୁମେ ତୁମ ଚେହେରାରେ କିଛି ଫେପ୍ୟାକ୍ ଲଗାଇ ଚେହାରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିପାରିବ । କଫି ଫେସପ୍ୟାକ୍ ଗୋଟିଏ ଚାମଚ କଫିରେ ଟିକେ ମହୁ ଓ ଦୁଗ୍ଧ…

ଭଦ୍ରକରେ ହେବ ବୟନ ପାର୍କ: ମୁଖ୍ୟମନ୍ତ୍ରୀ

ଭଦ୍ରକ: ଭଦ୍ରକ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ୪ ହଜାର ୩୮୨ କୋଟି ଟଙ୍କା ବ୍ୟୟରେ ଭଦ୍ରକରେ ହେବ ବୟନ ପାର୍କ । ଆଇଓସିଏ୍‌ଲ ଏନେଇ ଅର୍ଥ ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ 'ଏକ୍ସ'ରେ ସୂଚନା ଦେଇଛନ୍ତି । ଏମସିପିଏଲ୍‌ ସହଯୋଗରେ ଭଦ୍ରକରେ ବୟନ…