Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସୁଛି ବର୍ଷା, କାନ୍ଦୁଛି ଚାଷୀ: ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ଵର: ପୁଣି ଆସୁଛି ବର୍ଷା । ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି। ଦୁଇ ଦିନ ଲାଗି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସହ ଘନ କୁହୁଡି ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରଛି…

ବର୍ଷେ ପରେ ସ୍ବଦେଶ ଫେରିବେ ଏମ୍ ଭି ଦେବୀ ସଦସ୍ୟ

ପାରାଦୀପ: ପାରାଦୀପ ବନ୍ଦରର ପିଆଇସିଟି ବର୍ଥରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଭିଏତନାମା ଫେରିବେ ଗିରଫ ଜାହାଜ ଏମ୍ ଭି ଦେବୀର କ୍ରିଉ ମେମ୍ବର । ଜାହାଜରେ ଅଛନ୍ତି ୨୧ଜଣ ଭିଏତନାମା ନାଗରିକ । ପ୍ରଥମେ ୧୧ଜଣ ସଦ୍ୟ ନିଜ ଦେଶକୁ ଫେରିବାର ବାଟ ଫିଟିଛି । ସେମାନଙ୍କୁ ଜାହାଜକୁ ଯିବା…

ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦାବି: ଓଡ଼ିଶାର ଭିତ୍ତିଭୂମି ସୁଦୃଢ଼ ପାଇଁ ଅଧିକ ଅର୍ଥ ଆବଶ୍ୟକ

ଭୁବନେଶ୍ବର: ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ଅଧିକ ଅର୍ଥର ଆବଶ୍ୟକତା ସମ୍ପର୍କରେ…

ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିବ ଜିନ୍ନତ

ବାରିପଦା : ଫେରିବ ବାଘୁଣୀ ଜିନ୍ନତ। ଟ୍ରାଙ୍କୁଲାଇଜ୍ କରି ଜିନ୍ନତକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଅଣାଯିବ ବୋଲି ସୂଚନା ଦେଇଛନ୍ତି ବାରିପଦା ଆରସିସିଏଫ। କିଛିଦିନ ପୂର୍ବରୁ  ଶିମିଳିପାଳରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି  ଜିନ୍ନତ। ତେବେ ଜିନ୍ନତର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ…

ଗଞ୍ଜାମରେ ୨୩ ପରିବର୍ତ୍ତେ ଜାନୁଆରୀ ୩ରେ ଖୋଲିବ ଧାନ ମଣ୍ଡି

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ୨୩ ତାରିଖରେ ଧାନ ମଣ୍ଡି ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଚାଷୀଙ୍କ ହିତ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ୨୩ ତାରିଖରେ ଖୋଲିବ ନାହିଁ ଧାନ ମଣ୍ଡି । ଜାନୁଆରୀ ମାସ ୩ ତାରିଖରେ ମଣ୍ଡି ଖୋଲିବା ନେଇ ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।…

ସାମ୍ବାଦିକଙ୍କ ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ଆସିବ ସାମ୍ବାଦିକ ସୁରକ୍ଷା ଅଧିନିୟମ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ରହିଛି। ତେବେ ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା…

ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲ: ଯୁବପିଢିଙ୍କୁ ନିଯୁକ୍ତି ଦାତା ବନାଇବାକୁ ହେବ

ଭୁବନେଶ୍ୱର:  ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ସ୍ତମ୍ଭ ଥିଲେ। ସମାଜ ନିର୍ମାଣ ପାଇଁ ସେ ଶିକ୍ଷାକୁ ଏକ ମାଧ୍ୟମ…

ବର୍ଷାରେ ଭିଜିବ ବଡଦିନ ଓ ନୂଆବର୍ଷ: ୨୪ରୁ ପୁଣି ବର୍ଷା

ଭୁବନେଶ୍ବର: ବର୍ଷାରେ ଭିଜିବ ବଡଦିନ ଓ ନୂଆବର୍ଷ। ଆସନ୍ତା ଡିସେମ୍ବର ୨୪ ଓ ୨୫ରେ ସାରା ରାଜ୍ୟରେ ଦେଖିବାକୁ ମିଳିବ ବର୍ଷା ସହ ଘନ କୁହୁଡି। ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଆଜି ପାଗ ପରିବର୍ତ୍ତନ ହୋଇଛି । ଆଜି ପାଗ ଶୁଖିଲା ରହିଥିବା ବେଳେ ଡିସେମ୍ବର ୨୪ ଓ ୨୫ରେ…

ପଶ୍ଚିମବଙ୍ଗର ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ହେଲେ ଓଡିଶାର ନନ୍ଦିନୀ ସାହୁ

ଭୁବନେଶ୍ୱର: ପଶ୍ଚିମବଙ୍ଗର ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଓଡ଼ିଶାର ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍ ନନ୍ଦିନୀ ସାହୁ। ସେ ଇଂରାଜୀ ସାହିତ୍ୟରେ ୩ଟି ଗୋଲ୍ଡ ମେଡାଲ ପାଇଥିବା ବେଳେ ୨୧ଟି ବହି ମଧ୍ଯ ଲେଖିଛନ୍ତି। ସେ ବିଶ୍ବଭାରତୀର ପ୍ରଫେସର…

କୋରାପୁଟରୁ ୩୨୫ କେଜି ଗଞ୍ଜେଇ ଜବତ ଘଟଣା, ୨ ଗିରଫ

କୋରାପୁଟ: କୋରାପୁଟରୁ ୩୨୫ କେଜି ଗଞ୍ଜେଇ ଜବତ କରିବା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି କୋରାପୁଟ ଜିଲ୍ଲା ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳ ଝାଡ଼ବାନ୍ଧର…