Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ କମିବ ଶୀତ, ଆଗାମୀ ୫ ଦିନ ବର୍ଷିବ

ଭୁବନେଶ୍ବର: ଆଗାମୀ ୫ ଦିନ ରାଜ୍ୟରେ ବର୍ଷିବ । ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି, ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଭାଁ…

ମହାଦେବଶାଲ: ଜାଣନ୍ତୁ କାହିଁକି ଇଂରେଜମାନେ ଭୟରେ କରିଥିଲେ ରେଳ ଲାଇନର ଦିଗ ପରିବର୍ତ୍ତନ?

ଭୁବନେଶ୍ବର: ଶାସ୍ତ୍ର ଏବଂ ପୁରାଣରେ ଭଙ୍ଗା ମୂର୍ତ୍ତି ପୂଜା କରିବା ପାଇଁ ବାରଣ ଅଛି । କୌଣସି ମନ୍ଦିରର ଗର୍ଭଗୃହରେ ଭଙ୍ଗା କିମ୍ବା ଖଣ୍ଡତ ମୂର୍ତ୍ତି ଦେଖିବାକୁ ମିଳିବ ନାହିଁ । କିନ୍ତୁ ଝାଡଖଣ୍ଡର ଗୋଇଲକେରା ର ବାଦିଲା ଗାଁର କାହାଣୀ ଅଲଗା ଅଟେ। ଏଠାରେ ମହାଦେବଶାଲ ଧାମ ନାମକ ଭଗବାନ…

ସନ୍ଦେହ ଘେରରେ ପୂର୍ବତନ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ଘଟଣା…

କଟକ: ମହାନଦୀରୁ ପୂର୍ବତନ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଯୋବ୍ରା ବ୍ୟାରେଜ ନିକଟ ବ୍ୟାରେଜର ୯୩ ନମ୍ବର ଗେଟରେ ଲାଗିଥିବା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ରେଭେନ୍ସାର ପୂର୍ବତନ ପ୍ରଫେସର ବୈଷ୍ଣବ ଚରଣ ସିଂ । ତାଙ୍କ ଘର ରାଜେନ୍ଦ୍ରନଗରରେ ବୋଲି ଜଣାପଡିଛି ।…

କେବେ ଫେରିବ ଜିନ୍ନତ୍?, ଏବେ ଖାଇବା ବି ଛାଡିଲାଣି

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ବାଘ ମିଶନରେ ଓଡିଶା ଆସିଥିଲା ବାଘୁଣୀ ‘ଜିନ୍ନତ୍’ । ହେଲେ ଓଡିଶା ତାକୁ ଭଲ ଲାଗୁନି । ଏବେ ସିଏ ଛତିଶଗଡ ଜଙ୍ଗଲ ମୁହାଁଇଛି । ଛତିଶଗଡର ଜଙ୍ଗଲରେ ଏବେ ବିଚରଣ କରୁଛି ଜିନ୍ନତ୍ । ପାଖାପାଖି ୧୦ ଦିନ ହୋଇଗଲାଣି । ହେଲେ…

ହସ୍ପିଟାଲ ପରିସରରୁ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ଵର: ରାଜଧାନୀରେ ଚାଞ୍ଚଲ୍ୟ l ହସ୍ପିଟାଲ ପରିସରରେ ଆତ୍ମହତ୍ୟା କଲେ ରୋଗୀ l ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଘଟିଛି ଏହି ଘଟଣା l ଆତ୍ମହତ୍ୟା କରିଥିବା ମୃତକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଅଟଳପୁର ଗାଁରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଦିଲ୍ଲୀପ ସାହୁ l ତେବେ କେଉଁ କାରଣରୁ ବୃଦ୍ଧ…

ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ପ୍ରଥମେ ଭିତର ଓ ପରେ ହେବ ବାହାର ଭଣ୍ଡାର ମରାମତି କାମ କରାଯିବ । ପ୍ରଥମେ ଭାରା ବନ୍ଧା ହୋଇ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ । ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ଦିନ ପ୍ରାୟ ୧୨ଟା ୩୦ରେ ମନ୍ଦିର ପ୍ରଶାସନ ପକ୍ଷରୁ…

ଜାଡରେ ଥରୁଛି ଓଡିଶା, ଆହୁରି ୨୪ ଘଣ୍ଟା ଶୀତ ଲହରୀ

ଭୁବନେଶ୍ଵର: ଜାଡରେ ଥରୁଛି ସାରା ଓଡ଼ିଶା। ଜଙ୍ଗଲ ପାହାଡ଼ ଘେରା ଅନେକ ଅଞ୍ଚଳରେ ଦେଖିବାକୁ ମିଳିଛି ତୁଷାରପାତ । ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଆହୁରି ୨୪ ଘଣ୍ଟା ଯାଏଁ ଏଭଳି ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ସାଧାରଣତନ୍ତ୍ର ଦିବସରେ ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼, ପ୍ରଦର୍ଶିତ ହେବ ରାଜ୍ୟର ଐତିହ୍ୟ ଓ ବିକାଶ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ବର ସ୍ଥିତ ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼ । ଏଥିରେ ରାଜ୍ୟର ଐତିହ୍ୟ ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ ମେଢ଼ ଗୁଡ଼ିକ ପ୍ରଦଶିର୍ତ ହେବ । ପ୍ୟାରେଡ୍ ପ୍ରଦର୍ଶନ ସହ ପ୍ରଜ୍ଞାପନ ମେଢ଼ ଉକ୍ତ ଉତ୍ସବର…

ସୋଆ ନର୍ସିଂ କନ୍‌କ୍ଲେଭ୍‌-୨୦୨୪: ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର: ଶିକ୍ଷା  ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ବିଭାଗ ପକ୍ଷରୁ ରବିବାର ସୋଆ ନର୍ସିଂ କନ୍‌କ୍ଲେଭ୍‌-୨୦୨୪ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନୋଟି ପ୍ରମୁଖ ସ୍ତମ୍ଭ ରହିଛି । ଗୋଟିଏ ସ୍ତମ୍ଭ…

ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା । ପ୍ରତି ଥାନାକୁ ଦିଆଯିବ ୯ଟି ଲେଖେଁ ବାଇକ । ୨୦୨୬ ସୁଦ୍ଧା ମାଓ ମୁକ୍ତ ହେବ ଓଡ଼ିଶା । ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦ ପୂରଣ କରାଯିବ। ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବା ନେଇ ଆଜି ୬୯ତମ ପୋଲିସ…