Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିର୍ଦ୍ଧିଷ୍ଟ ସମୟରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ନିଆଯିବ ଆକ୍ସନ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲୁଥିବା କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯଦି କୌଣସି ଠିକାଦାର ସମୟ ସୀମା ଭିତରେ କାମ ନ ସାରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

କୋଲ୍ଡଡ୍ରିଙ୍କସ୍ ବୋତଲରେ ଚାଲାଣ ହେଉଥିଲା ଦେଶୀ ମଦ; ୩ ଗିରଫ, ୧୮୦ ଲିଟର ମଦ ଜବତ

ମୟୂରଭଞ୍ଜ : ନୂଆା ଢଙ୍ଗରେ କରୁଥିଲେ ଦେଶୀ ମଦ ଚୋରା ଚାଲାଣ। ସୂଚନା ପାଇ କାବୁ କରିଛି ପୋଲିସ। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ, ୧୮୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ୩…

ଲାଞ୍ଚ ନେଉଥିଲେ, ସେକ୍ସନ ଅଫିସରଙ୍କୁ ବାନ୍ଧିଲା ଭିଜିଲାନ୍ସ

ନବରଙ୍ଗପୁର: ଗିରଫ ହେଲେ ସେକ୍ସନ ଅଫିସର। ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବିଇଓଙ୍କ ଅଫିସର ସେକ୍ସନ ଅଫିସର ରଞ୍ଜିତ କୁମାର ଷଡ଼ଙ୍ଗୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଛି।…

କୋହଳ ହେବ ଡ୍ରାଇଭର ନିଯୁକ୍ତି ବୟସ ସୀମା: ହାଇକୋର୍ଟ

କଟକ: ଓଡ଼ିଶା ପୋଲିସର କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି । ଏନେଇ ଆଜି ବୟସସୀମା କୋହଳ ପାଇଁ ଦାୟର ଏକାଧିକ ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ…

ଆଖି ଡ଼େଇଁବା ପଛର କାରଣ ଜାଣନ୍ତୁ..

ଭୁବନେଶ୍ବର: ବେଳେବେଳେ ଆମର ଆଖି ଡେଇଁଥାଏ । ଲୋକେ ବିଶ୍ବାସ କରନ୍ତି, ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁବା ଶୁଭ ହୋଇଥାଏ । କିନ୍ତୁ କାହିଁକି ଆଖି ଡେଇଁଥାଏ ଜାଣିଛନ୍ତି କି.. ଆଖି ଡେଇଁବା ସାମାନ୍ୟ କଥା କିନ୍ତୁ କିଛି ସମୟ ପାଇଁ ଅବା ଗୋଟିଏ / ଦୁଇ ଦିନ ପର୍ଯ୍ୟନ୍ତ ହୁଏ ।…

ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ତିନି ଦିନିଆ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆସନ୍ତାକାଲି  ଅର୍ଥାତ ବୁଧବାର ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଏହି ଗସ୍ତ ମଧ୍ୟରେ ସେ କୋରାପୁଟର ଜିଲ୍ଲା ମହୋତ୍ସବ "ପରବ" ରେ ଯୋଗ ଦେବେ। ଏହା…

କାହିଁକି ସାଂସଦ କହିଲେ ବିଜେଡିରେ ଅଛୁ, ରହିବୁ?

ନୂଆଦିଲ୍ଲୀ: ବିଜେଡିରେ ଅଛୁ, ରହିବୁ । ଦିଲ୍ଲୀରେ ଗର୍ଜିଲେ ବିଜେଡି ସାଂସଦ । ଦଳକୁ ନେଇ ଚାଲିଥିବା ଅପପ୍ରଚାର ବିରୋଧରେ କ୍ଷୋଭ ଝାଡିଲେ। ଦିଲ୍ଲୀରେ ବିଜେଡିର ୭ରାଜ୍ୟସଭା ସାଂସଦ ଏକାଠି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ୭ଜଣ ସାଂସଦ ଏକାଠି ରହିଛନ୍ତି ଓ ବିଜେଡି ସହ ସବୁବେଳେ…

ସଶକ୍ତ ହେବେ ବନ କର୍ମଚାରୀ; ସାବାଡ ହେବେ ଶିକାରୀ: ମନ୍ତ୍ରୀ

ଭୁବନେଶ୍ୱର: ଶିମିଳିପାଳ ଏବଂ ରାଉରକେଲା ପରେ ଏବେ ଡେବ୍ରିଗଡ଼ ଓ ଅନ୍ୟ ଅଭୟାରଣ୍ୟରେ ସ୍ପାଏ କ୍ୟାମେରା ଲାଗିବ । ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲଗାଯିବ ସ୍ପାଏ କ୍ୟାମେରା । ଫଳରେ ଅଭ୍ୟାରଣ୍ୟ ଗୁଡିକରେ ଅବାଧ ଶିକାର ଉପରେ ଲାଗିବ ରୋକ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ…

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ସୁରେନ୍ଦ୍ର ଖୁଣ୍ଟିଆ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ସକାଳ ୮ଟାରେ କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ତାଙ୍କର ଦେହାନ୍ତ ଘଟିଛି ।…

ଯାତ୍ରା ବୀମା କାହିଁକି ଗୁରୁତ୍ଵପୂର୍ଣ୍ଣ, ଏହାର ଲାଭ ଜାଣନ୍ତୁ..

ଭୁବନେଶ୍ବର: ଟ୍ରିପ ପ୍ଲାନ କରିବା ସହିତ ଭ୍ରମଣ ବୀମା ଯୋଜନା କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ | ଭ୍ରମଣ ବୀମା ଆପଣଙ୍କୁ ଅନେକ ପ୍ରକାରର ବିପଦରୁ ସୁରକ୍ଷା ଯୋଗାଇଥାଏ |ସାମ୍ପ୍ରତିକ ସମୟକୁ ଦେଖିଲେ, କେବଳ କିଛି ମନୋନୀତ ବ୍ୟକ୍ତିଙ୍କ ପାଇଁ ନୁହେଁ ବରଂ ସମସ୍ତ ଲୋକଙ୍କ ପାଇଁ ଭ୍ରମଣ…