Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର

ଭୁବନେଶ୍ବର: ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର। ସୋମବାର ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ। ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ମାଡିବସିଥିଲା ଭିଜିଲାନ୍ସ। ତାଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର…

ନବୀନ ପଟ୍ଟନାୟକଙ୍କୁ ମିଳିଛି ୱାଇ ପ୍ଲସ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମିଳିଛି ୱାଇ ପ୍ଲସ କ୍ୟାଟାଗୋରି ସୁରକ୍ଷା। ବିଧାନସଭାରେ ଏଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ କୌଣସ ଅଧିକାରୀଙ୍କୁ ଜେଡ୍‌+ କିମ୍ବା ୱାଇ+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।…

ଛତିଶାନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ରତ୍ନଭଣ୍ଡାର ମରାମତିକୁ ଫୋକସ୍

ପୁରୀ: ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ। ଏଥିରେ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଆଲୋଚନା ହୋଇପାରେ। ଏହାସହ ଶ୍ରୀମନ୍ଦିରରେ ପୂଜା ନୀତି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ କିଭଳି ସହଳ କରାଯାଇ ପାରିବ ସେନେଇ ଆଲୋଚନା ହୋଇ ପରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ…

ବଢିବ ଶୀତ, ଟ୍ବିନ୍‌ସିଟିରେ ସକାଳୁ ସକାଳୁ ବର୍ଷା

ଭୁବନେଶ୍ଵର: ପଶ୍ଚିମାଝଡ଼ ପ୍ରଭାବରେ ଟ୍ବିନ୍‌ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ । ସକାଳୁ ସକାଳୁ ଟ୍ଵିନ ସିଟିର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା । ଆଜି ପାଇଁ ୧୧ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଖୋର୍ଦ୍ଧା, କଟକ,…

ଆଇଆଇଟିରେ ଅନୁଷ୍ଠିତ ହେବ ସ୍ମାର୍ଟ ଇଣ୍ଡିଆ ହାକାଥନ

ଭୁବନେଶ୍ୱର : ଭୁବନେଶ୍ବର ସ୍ଥିତ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ରେ  ଆସନ୍ତା ଡିସେମ୍ବର ୧୧ ଏବଂ ୧୨ ତାରଖରେ ଦୁଇଦିନିଆ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪ ର ସଫ୍ଟୱେର୍ ସଂସ୍କରଣର ଗ୍ରାଣ୍ଡ୍ ଫିନାଲ୍ ଅନୁଷ୍ଠିତ ହେବ। ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ…

ଉତ୍ତରପ୍ରଦେଶରୁ ଆସିଲା ଆଳୁ, କେଜି ୩୦ ଟଙ୍କାରେ କିଣିଲେ ଖାଉଟି

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବାପରେ ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେଉଛନ୍ତି ।…

ଓଡ଼ିଶାର ୨ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟର କଟକ ଏବଂ ରାୟଗଡା ଜିଲ୍ଲାରେ ଦୁଇଟି ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ଟଙ୍କା ମଞ୍ଜୁର କରିଛି ମନ୍ତ୍ରଣାଳୟ । ଏହି ପଦକ୍ଷେପ ଭାରତୀୟ ରେଳର ଭିତ୍ତିଭୂମି ସୁଦୃଢ କରିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଗତ ଓଡିଶା ଗସ୍ତ ସମୟରେ ଓଡିଶାରେ ଏହି ରେଳ…

ଡିସେମ୍ବର ୧୫ ରେ ସୈନିକ ସ୍କୁଲ – ଓଏମସି ପକ୍ଷରୁ ମିନି ମାରାଥନ

ଭୁବନେଶ୍ବର: ସୈନିକ ସ୍କୁଲ ଏବଂ ଓଏମସି ପକ୍ଷରୁ ଆସନ୍ତା ଡିସେମ୍ବର ୧୫ ରେ ୮ମ ମିନି ମାରାଥନ ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତାରେ ସ୍କୁଲର ୬୦୦ କ୍ୟାଡ଼େଟ୍, ୨୦୦ ପୁରାତନ ଛାତ୍ର, ୪୦୦ରୁ ଊର୍ଦ୍ଧ୍ଵ ସହୋଦୟ ସ୍କୁଲ ଏବଂ ସରକାରୀ ବିଦ୍ୟାଳୟମାନଙ୍କରୁ ପ୍ରତିଯୋଗୀ ମନେ ଅଂଶଗ୍ରହଣ କରିବେ।  ଏହି…

ଭଦ୍ରକ ଓ ରାଣୀତାଲ ରେଳ ଷ୍ଟେସନ ମଧ୍ୟରେ ଚାଲିଛି ତୃତୀୟ ଲାଇନ ନିର୍ମାଣ କାମ

ଭୁବନେଶ୍ୱର: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡିକର ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭାରତୀୟ ରେଳବାଇର ବୃହତ ଯୋଜନାର ଏକ ଅଂଶ ଭାବରେ ଭଦ୍ରକ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ ଚାଲୁରହିଛି । ପୂର୍ବତଟ ରେଳପଥ ରେଳ ନେଟୱାର୍କର ଏକ ପ୍ରମୁଖ ହବ୍, ଏହି…

ଓଡ଼ିଶା କ୍ଲାଇମେଟ ଚେଞ୍ଜ କନ୍‌କ୍ଲେଭ: ଜଳବାୟୁ ପରିବର୍ତ୍ତନ ଏକ ବିଶ୍ୱବ୍ୟାପୀ ଘଟଣା ପାଲଟିଛି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଓ ଏଭର ଗ୍ରୀନ୍‌ ଫୋରମ୍‌ ଦ୍ୱାରା ବିଶ୍ୱ ଜଳବାୟୁ ଦିବସ ଉପଲକ୍ଷେ ଆୟୋଜିତ ‘ଓଡ଼ିଶା କ୍ଲାଇମେଟ ଚେଞ୍ଜ କନ୍‌କ୍ଲେଭ’ ଅନୁଷ୍ଠିତ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନ ଆଉ କାହାଣୀ ନୁହେଁ ଏହା ଏକ ଭୈାଗଳିକ ତଥା ପ୍ରତ୍ୟକ୍ଷ ଭାବେ ଅନୁଭୂତ ହେଉଥିବା ଘଟଣା ପାଲଟିଛି।…