Latest Odisha News

BREAKING NEWS

Browsing Category

ଓଡିଶା

Odisha

Heavy rainfall:୪୮ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ଵର:ରାଜ୍ୟରେ ଆହୁରି ୬ ଦିନ ଯାଏ ବର୍ଷା ହେବ । ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୫ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଦୁଇ ଦୁଇଟି ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ବର୍ଷା ରହିଛି। ଟ୍ରପ ପ୍ରଭାବରେ ୪୮ ଘଣ୍ଟା ପ୍ରବଳ ବର୍ଷା…

୨୦ ଲକ୍ଷ ନାଁ ଗାଏବ, ଆଉ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ: ଭୋଟର ତାଲିକା ସଂଶୋଧନ ନାଁରେ କଣ ଚାଲିଛି ଓଡ଼ିଶାରେ?

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରକ୍ରିୟା ଏବେ ଜୋରଦାର ହୋଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶାର ପ୍ରାୟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ ପଠାଯାଇଥିବା ଜଣାପଡ଼ିଛି।…

ଗାଡ଼ିଆରେ ପଡି ଦୁଇ ଶିଶୁ ମୃତ୍ୟୁ

ନୀଳଗିରି:ନୀଳଗିରି ବ୍ଲକ ବରମପୁର ଥାନା ଅଧିନ ଛତ୍ରପୁର ପଞ୍ଚାୟତ ମଧୁପୁରିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା । ଖେଳୁଥିବା ବେଳେ ଗାଡ଼ିଆରେ ପଡି ଦୁଇ ଶିଶୁ ମୃତ । ମୃତ ଶିଶୁ ଦୁଇଜଣ ହେଲେ ଦାସରଥି ହାସଦାଙ୍କ ଦେଢ଼ ବର୍ଷୀୟ ଶିଶୁପୁତ୍ର ଦୀପକ ହାସଦା ଓ ସୁନାରାମ ହାସଦାଙ୍କ ୧୫ ମାସର ଶିଶୁକନ୍ୟା…

ଭିଟାମାଟି ଛାଡ଼ିବୁନି! ଲୋୟର ସୁକତେଲ ତଳିଆ ଅଞ୍ଚଳରେ ତାତିଲେ ୮୪ ପରିବାର ଉଚ୍ଛେଦକୁ ନେଇ ମହାସଂଗ୍ରାମ

ବଲାଙ୍ଗିର: ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଥରେ ତେଜିଛି ଅସନ୍ତୋଷର ନିଆଁ। ଲଗାଣ ବର୍ଷା ଯୋଗୁଁ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ତରଫରୁ ବୁଡ଼ି ଅଞ୍ଚଳରେ ତ୍ୱରିତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଉଚିତ୍ ଥଇଥାନ ଏବଂ…

Odisha Vigilance: ୫ ହଜାର ଲାଞ୍ଚ ନେଇ ଧରା ପଡିଲେ ପିଇଓ

କୋରେଇ:ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅଧୀନ କଚରାସାହି ଗ୍ରାମପଞ୍ଚାୟତର ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର (ପିଇଓ) ପ୍ରଫୁଲ୍ଲ କୁମାର ନାଥ ଅନ୍ତ୍ୟୋଦୟ ଗୃହ ଯୋଜନାର ଫାଇନାଲ ବିଲ କରାଇ ଦେବା ପାଇଁ ନେଉଥିଲେ ୫ ହଜାର ଟଙ୍କା ;ଏତିକିବେଳେ ମାଡି ବସିଲା ଓଡ଼ିଶା ଭିଜିଲାନ୍ସ । ଜଣେ ଗରିବ…

Kanakmundi Chandua:ଆରମ୍ଭ ହେଲା ମହାପ୍ରଭୁଙ୍କ କନକମୁଣ୍ଡି ଚାନ୍ଦୁଆ କାମ; ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମସ୍ତକ ଉପରେ…

ପୁରୀ:ଆରମ୍ଭ ହେଲା ମହାପ୍ରଭୁଙ୍କ କନକମୁଣ୍ଡି ଚାନ୍ଦୁଆ କାମ । କନକମୁଣ୍ଡି ଚାନ୍ଦୁଆ ରତ୍ନସିଂହାସନ ଉପରେ ଲାଗିବ ।ନୀଳାଦ୍ରି ବିଜେ ଦିନ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନରେ ବିଜେ ହେବେ । ସେହିଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମସ୍ତକ ଉପରେ ଶୋଭା ପାଇବ କନକମୁଣ୍ଡି ଚାନ୍ଦୁଆ । ବାସେଳି…

Puri Rath Yatra 2026: ପୁରୀରେ ପ୍ରବଳ ବର୍ଷା; ଆସନ୍ତାକାଲି ତାଳଧ୍ଵଜ ଓ ନନ୍ଦିଘୋଷର ହେବ ଦକ୍ଷିଣମୋଡ଼

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ସରି ସରି ଆସୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା । ୨୪ ତାରିଖରେ ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା।…

ବଢୁଛି ଜଳ ସ୍ତର; ପୁଣି ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌

ହୀରାକୁଦ: ବର୍ତ୍ତମାନ ରାଜ୍ୟରେ ଲଗାଣବର୍ଷା ଜାରି ରହିଛି । ଏହି ପ୍ରରିପେକ୍ଷିରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରୁଛି । ଯାହାକୁ ନେଇ ପୁଣି ଡ୍ୟାମର ଆଉ ୪ଟି ସ୍ଲୁଇସ ଗେଟକୁ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୮ଟି ସ୍ଲୁଇସ…

କାରାଗାର ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ, ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ୨୦ଟି ଜେଲରେ ଲାଗିଛି କୃତ୍ରିମ ବୁଦ୍ଧିମତ୍ତା (AI) କ୍ୟାମେରା । ଆଗକୁ ସମସ୍ତ ଜେଲରେ ଲାଗିବ AI କ୍ୟାମେରା । ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ । ଭୁବନେଶ୍ୱରରେ ହେବ ମଡେଲ ଜେଲ ପ୍ରତିଷ୍ଠା। ଜେଲରେ ଯୋଗ, ଦକ୍ଷତା ଓ ପୁନର୍ବାସକୁ ଗୁରୁତ୍ବ ଦିଆଯିବ…

ସିଏସଏମ୍ ଟେକ୍ନୋଲୋଜିଜର FY୨୬ରେ ଦୃଢ଼ ପ୍ରଦର୍ଶନ; ମୋଟ ଆୟ ୨୨୮.୭୨ କୋଟି, ୧୪% ବୃଦ୍ଧି

ଭୁବନେଶ୍ୱର: ଗଭ୍ଟେକ୍ (GovTech) ଏବଂ ଏଣ୍ଟରପ୍ରାଇଜ୍ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ କ୍ଷେତ୍ରରେ କାର୍ଯ୍ୟରତ ସିଏସଏମ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ ଚତୁର୍ଥ ତ୍ରୟମାସିକ ଏବଂ ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ତାହାର ଅଡିଟ୍ ହୋଇଥିବା ସମନ୍ୱିତ ଆର୍ଥିକ ଫଳାଫଳ ଘୋଷଣା କରିଛି । କମ୍ପାନୀ…