Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୩ତମ ଉପ କନିଷ୍ଠ ଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପଦକ ଆଣିଲେ କଳାହାଣ୍ଡିର ଭୌମିକ

କଳାହାଣ୍ଡି: ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ୨୩ତମ ଉପ କନିଷ୍ଠ ଜାତୀୟ ଉଷୁ ପ୍ରତିଯଗିତା ଜମ୍ମୁ ବିଶ୍ୱ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାରୁ ଜଣେ ଖେଳାଳୀ ଓ ଜଣେ ଅଫିସିଆଲ ସହିତ ୩୯ ଜଣ ଓଡ଼ିଶା ଦଳରେ ସାମିଲ ଥିଲେ। କଳାହାଣ୍ଡିର ଭୌମିକ ଭାରଦ୍ୱାଜ ଭୋଇ ପାରମ୍ପରିକ…

୫ଟି ଅଧ୍ୟକ୍ଷଙ୍କ ଅତ୍ୟଧିକ ସୁରକ୍ଷା ଦାବିକୁ ଖଣ୍ଡନ କଲେ ପୋଲିସ କମିସନର

ଭୁବନେଶ୍ୱର: ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ୭୪ ଜଣ ପୁଲିସ ଅଧିକାରୀଙ୍କୁ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟି ପୁଲିସ କମିଶନର ସଞ୍ଜୀବ ପଣ୍ଡା ବୁଧବାର ଏକ ବିବୃତି ଜାରି କରିଛନ୍ତି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୀବ…

ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ସ୍ୱାମୀ ଫେରାର୍

ବୌଦ୍ଧ: ସ୍ତ୍ରୀକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ପିସ୍ ପିସ୍ କରି ହାଣି ସ୍ୱାମୀ ଫେରାର୍। ଏଭଳି ଅଭାବନୀୟ ଘଟଣା ଘଟିଛି ଟାଉନ୍ ଥାନା ଅନ୍ତର୍ଗତ ବୃନ୍ଦାବନ ଗାଁ ଟିକିରା ସାହିରେ। ମୃତ ମହିଳା ଜଣଙ୍କ ହେଲେ ଆମ୍ବବୃତି ନାଗ ଏବଂ ଅଭିଯୁକ୍ତ ସ୍ୱାମୀ ହେଲା ସନାତନ ନାଗ। ପ୍ରାଥମିକ ସୂଚନା ଅନୁଯାୟୀ…

ଭୁବନେଶ୍ୱର ଏକାମ୍ରରେ ଅପରାଜିତା ଏବଂ ବାବୁ ସିଂଙ୍କ ବିଶାଳ ସମାବେଶ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତ୍ରୀ ତଥା ଭୁବନେଶ୍ୱର ଲୋକସଭା ଆସନ ପାଇଁ ଦଳର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବୁଧବାର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଭୁବନେଶ୍ୱର-ଏକାମ୍ର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବାବୁ ସିଂହଙ୍କ ସହ ଅପରାଜିତା ଷଡ଼ଙ୍ଗୀ…

ଟିକେଟ୍ ନମିଳିବା ପରେ ବିଜେଡିରୁ ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଇସ୍ତଫା

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର କିଛି  ସମୟ ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା। ଦଳ ଏହି ସ୍ଥାନରେ ତାଙ୍କ ପ୍ରତିଦ୍ବନ୍ଦୀ ମାଧବ ଧଡାଙ୍କୁ ଟିକେଟ୍ ଦେବା ପରେ ପର୍ଶୁରାମ ଧଡା ଇସ୍ତଫା ଖବର ସାମ୍ନାକୁ ଆସିଛି। ଏହି ଆସନ ପାଇଁ…

ରୋଷେଇ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ପରିବାରର ୫ ସଦସ୍ୟ ଗୁରୁତର

ଅନୁଗୁଳ: ବୁଧବାର ଅନୁଗୁଳ ଜିଲ୍ଲାରେ ଅଭାବନୀୟ ଘଟଣା। ଘରେ ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ବଅଁରପାଳ ବ୍ଲକ ତଳମୂଳ ଗାଁରେ ଘଟିଛି ଏହି ଅଘଟଣ। ଗ୍ୟାସ୍ ଟାଙ୍କି ଫାଟିବା ଫଳରେ ଘରେ ନିଆଁ ଲାଗିଯାଇଛି। ଘଟଣାରେ ଗୋଟିଏ ପରିବାର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ…

ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ହେଲାନି ଭୁବନେଶ୍ୱର ମଧ୍ୟ ଆସନ ପାଇଁ ବିଜେଡି ପ୍ରାର୍ଥୀ, ଦଳକୁ ଘାରିଛି ଦ୍ବନ୍ଦ୍ବ?

ଭୁବନେଶ୍ୱର: ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) ଭିତରେ ଆଭ୍ୟନ୍ତରୀଣ କଳହର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ଶତାଧିକ ସମର୍ଥକଙ୍କୁ ଏକାଠି କରି ନିଜର ସ୍ଥିତି…

ବିଜେଡି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ୭ ବିଧାୟକଙ୍କ ଟିକେଟ୍ କଟିଲା, ୭ ମହିଳାଙ୍କୁ ଟିକେଟ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ (ବିଜେଡି) ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଯେଉଁଥିରେ ୨୭ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହାବ୍ୟତୀତ ୫ଟି ଲୋକସଭା ଆସନ ପାଇଁ ତୃତୀୟ…

ବ୍ରହ୍ମପୁର ଲୋକସଭା: ଭୃଗୁଙ୍କୁ ଟିକେଟ୍ ଦେଲା ବିଜେଡି, ସାମ୍ନାରେ ଅଛନ୍ତି ବିଜେପିର ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଭୃଗୁ ବକ୍ସିପାତ୍ର ମଧ୍ୟାହ୍ନରେ ବିଜେଡିରେ ଯୋଗଦେଇଥିଲେ। ଏହାପରେ ସଂଧ୍ୟାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ତାଙ୍କୁ ପ୍ରାର୍ଥୀ କରିନଥିବାରୁ ସେ ବିଜେପି…

ପୁରୀରେ ପୁଣି ବୋମା ମାଡ଼, ଜଣେ ବରିଷ୍ଠ ଆଇନଜୀବୀ ଗୁରୁତର

ପୁରୀ: ପୁରୀରେ ପୁଣି ବୋମା ମାଡ଼ । ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରକୁ କେହି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ସୂଚନା । ଖବର ନେବାରେ ଜଣାପଡିଛି ଯେ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁରର ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ ନିଜ ସାଇକେଲ ଯୋଗେ ବାର ଆଶୋସେଶନକୁ ଆସୁଥିବା ବେଳେ…