Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର: ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, ରାଜ୍ୟରେ ଖୁବଶୀଘ୍ର ଏହି ଦୁଇ ଯୋଜନା ଲାଗୁ ହେବ । ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ସରକାରଙ୍କ ସହ…

୭ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକି ଦେଲା ବାପା

ଯାଜପୁର: ଘରର ଖର୍ଚ୍ଚ ପୂରଣ କରିବାକୁ ଯାଇ ଜଣେ ବ୍ୟକ୍ତି ନିଜର ଦେଢ ମାସର ଶିଶୁପୁତ୍ରକୁ ୭ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ସୋମବାର ଦିନ ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ଲୋକଲୋଚନକୁ ଆସିଛି। ଖବର ପାଇ ଶିଶୁଟିକୁ ଚାଇଲ୍ଡ ଲାଇନ୍…

ଆସନ୍ତା ୪ରେ ବନ୍ଦ ରହିବ କୋରାପୁଟ

କୋରାପୁଟ: ଆସନ୍ତା ୪ ତାରିଖରେ କୋରାପୁଟ ଜିଲ୍ଲାରେ ଠପ୍ ହେବ ସେବା । ବନ୍ଦ ରହିବ ଜିଲ୍ଲାର ଚକ ଅଖ । ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ କୋରାପୁଟ ବନ୍ଦ ଡାକରା ଦେବେ ବିଭିନ୍ନ ସଂଗଠନ । ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖରେ କୋରାପୁଟରେ ବିଭିନ୍ନ ସଂଗଠନମାନେ…

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ

କେନ୍ଦ୍ରାପଡା: ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡ଼ା ଫୁଡ୍ ଇନ୍ସପେକ୍ଟର ବିଭାସ ମଜୁମଦାର। ଏକ ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ କରିବା ପାଇଁ  ୫ ହଜାର ଟଙ୍କା ମାଗି ହଟହଟା ହେଲେ…

ନବୀନଙ୍କୁ କଡା ଗଣ୍ଡା ହିସାବ ଦେଲା ବିଜେପି

ଭୁବନେଶ୍ବର: ନବୀନଙ୍କୁ କଡା ଜବାବ ଦେଲା ବିଜେଡି । ବିଜେପି ସରକାରରେ ସାମ୍ପ୍ରଦାୟିକ ଦଙ୍ଗା ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନିନ୍ଦନୀୟ କହିବା ସହିତ ନବୀନ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି ବୋଲି କଡା ଗଣ୍ଡା ହିସାବ ଦେଇଛି ବିଜେପି । ତେବେ ଗତକାଲି ବିଜେଡି ପକ୍ଷରୁ…

ହବିଷ୍ୟାଳୀ ଯୋଜନା; ଅକ୍ଟୋବରରୁ ଅନଲାଇନ୍ ଆବେଦନ

ପୁରୀ: ପୂର୍ବତନ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ହବିଷ୍ୟାଳୀ ଯୋଜନା ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଚଳିତ ବର୍ଷ ପୁରୀରେ କାର୍ତ୍ତିକ ବ୍ରତ ପାଇଁ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯିବ। ଅକ୍ଟୋବର ୧୮ରୁ ଏହି ବ୍ରତ ଆରମ୍ଭ…

ଓଡିଆ ଅଭିନେତାଙ୍କୁ ଅପହରଣ କରିପାରନ୍ତି ମାଓବାଦୀ! ସତର୍କ ଜାରି..

ବଲାଙ୍ଗୀର: ଅପହରଣ ହୋଇପାରନ୍ତି ଓଡିଆ ଫିଲ୍ମର ଅଭିନେତା । ସତର୍କ କରାଇଲା ଓଡିଶା ପୋଲିସର ଗୁଇନ୍ଦା ବିଭାଗ । ବଲାଙ୍ଗୀର ଖପ୍ରାଖୋଲ ଅଞ୍ଚଳରେ ଏବେ କୌଣସି ଓଡିଆ ଫିଲ୍ମର ସୁଟିଂ ଚାଲିଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ମୁଖ୍ୟ ଷ୍ଟାରଙ୍କୁ ମାଓବାଦୀ ମାନେ ଅପହରଣ କରିବା ପାଇଁ…

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲିଠୁ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସହିତ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ରାଜ୍ୟକୁ କିପରି ଅଧିକ ନିବେଶ ଆସିବ…

ସୁଧୁରୁଛି ଧାମନଗର: ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ପୋଲିସ୍ ଡିଜି

ଭଦ୍ରକ: ଭଦ୍ରକ ଧାମନଗରରେ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ସ୍ବତନ୍ତ୍ର ବୈଠକ କରିଛନ୍ତି। ଜିଲ୍ଲାରେ କିଭଳି ଶାନ୍ତି ଫେରାଇ ଆଣି ହେବ ସେ ବିଷୟରେ ବୈଠକ ଆଲୋଚନା କରିଥିବା ସୂଚନା ମିଳିଛି। ପୂର୍ବାଞ୍ଚଳ…