Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅକ୍ଟୋବର ୫ରେ ମିଳିବ ପିଏମ୍ କିଷାନ୍ ଟଙ୍କା

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ୫ ତାରିଖରେ ଚାଷୀଙ୍କ ଖାତାକୁ ଚଢିବ ପିଏମ କିଷାନ୍ ଟଙ୍କା । ପାଖାପାଖି ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୨୦ ହଜାର ଟଙ୍କା । ପିଏମ୍ କିଷାନର ୧୮ ତମ କିସ୍ତିରେ ମହାରାଷ୍ଟ୍ରରୁ ସିଧା ଚାଷୀଙ୍କ କାତାକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ମୋଦି ।…

ଝାଡ଼ଖଣ୍ଡ ନିର୍ବାଚନ: ଓଡ଼ିଶା ରାଜ୍ୟପାଳଙ୍କୁ ନେଇ ଜୋରଦାର ଚର୍ଚ୍ଚା, ଜାଣନ୍ତୁ କାରଣ

ଭୁବନେଶ୍ୱର/ରାଞ୍ଚି: ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଆଉ ଏହି ସମୟରେ ସମସ୍ତ ଦଳର ଫକୋସ୍ ଏବେ ଝାଡଖଣ୍ଡ ଉପରେ। ଝାଡ଼ଖଣ୍ଡ ହାତେଇବା ପାଇଁ ବଡ଼ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ଏହାରି ଭିତରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଝାଡଖଣ୍ଡରେ ସକ୍ରିୟ ରାଜନୀତିକୁ ଫେରିପାରନ୍ତି ବୋଲି…

ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ବାରା ୪,୬୭୧ କୋଟି ପୁଞ୍ଜିନିବେଶରେ ହେବାକୁ ଅକ୍ଷୟଶକ୍ତି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ମୋଟ ୭୪୯.୯ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୪,୬୭୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସପ୍ତମ…

ଗୋରାପୁର-ଦର୍ଲିପୁର ସେକ୍ସନ ଦୋହରୀକରଣ; ପୂର୍ବତଟ ରେଳପଥ ପାଇଁ ମାଇଲଖୁଣ୍ଟ ଉପଲବ୍ଧି

ଭୁବନେଶ୍ବର: ପୂର୍ବତଟ ରେଳପଥର ୱାଲ୍ଟିୟର ଡିଭିଜନ ଆଜି ୧୨.୬୪୯ କିଲୋମିଟର ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ କାର୍ଯ୍ୟକ୍ଷମ ହେବା ସହ ରେଳ ସୁରକ୍ଷା କମିଶନର (ଦକ୍ଷିଣ ପୂର୍ବ ସର୍କଲ) ବ୍ରିଜେଶ କୁମାର ମିଶ୍ରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ…

ଅକ୍ଟୋବର ୫ ସୁଦ୍ଧା ଦୈତନଗରୀର ସମସ୍ତ ରାସ୍ତା ଶେଷ ହେବ

ଭୁବନେଶ୍ୱର: ଅକ୍ଟୋବର ୫ ସୁଦ୍ଧା କଟକ ଓ ଭୁବନେଶ୍ବରର ସମସ୍ତ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏନେଇ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୂଜା ଆଉ ଅଳ୍ପଦିନ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ବାପାଙ୍କ ଠାରୁ ଭିନ୍ନ ହୋଇଥିବା ପୁଅକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ…

ତେଲକୋଳେଇ ଥାନା ମାମଲା: ଦୀପାଳି ଦାସଙ୍କୁ ମିଳିଲା ଆଗୁଆ ଜାମିନ

କଟକ: ଗତ ୨୧ତାରିଖରେ ଝାରସୁଗୁଡ଼ାର ତେଲକୋଳେଇ ଥାନା ଅଞ୍ଚଳରେ ଥିବା କୋଲ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଧାରଣା ଘଟଣା । ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଆଗୁଆ ଜାମିନ । ଖବର ମୁତାବକ, ସ୍ଥାନୀୟ ବିସ୍ଥାପିତଙ୍କ ସମସ୍ୟା ପୂରଣ…

ଆଗୁଆ ଜାମିନ ଆବେଦନ କଲେ ୫ ନିଲମ୍ବିତ ପୁଲିସ କର୍ମୀ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । କୋର୍ଟରେ ଆଜି ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ହୋଇଥିବା ୫ ପୁଲିସ କର୍ମୀ । ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ୪ ଜଣ ପୋଲିସକର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।…

ଚୋରାଚାଲାଣ ବେଳେ ୧ ଟନ୍‌ କଇଁଛ ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ରୁ ବିପୁଳ ମାତ୍ରାରେ କଇଁଛ ଜବତ ହୋଇଛି । ଆଜି ଚିତ୍ରକୋଣ୍ଡା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧ ଟନ୍ କଇଁଛ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ବନବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଜବତ କଇଁଛ ଗୁଡିକ ଏକ ଭ୍ୟାନ୍‌ ଯୋଗେ…

ବିଜେଡି କଳି…କାହିଁକି ଆକ୍ସନ୍ ହେବନି କୁହ?

ଭୁବନେଶ୍ବର: ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଭୁବନେଶ୍ବର ବିଜେଡିରେ କିଏ କରୁଛି ବିଶୃଙ୍ଖଳା? ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କଳି ତୁଟିବାର ନାଁ ନେଉନି । ପ୍ରଥମେ ଟିକେଟ୍ ଲବି ତ ପରେ କର୍ପୋରେଟର କଳିକୁ ନେଇ ବିସ୍ଫୋରକ ବୟାନ । ଭୁବନେଶ୍ବର ବିଜେଡିରେ ଅନ୍ତକନ୍ଦଳ ବିଭିନ୍ନ ସମୟରେ…