Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା

କାକଟପୁର: ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର । ଆଜିଠୁ ଆରମ୍ଭ ହେଉଛି କାକଟପୁର ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା । ଏକ ମାସ ଧରି ଚାଲିବ ଏହି ଯାତ୍ରା । ଆଜି ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା । ଏନେଇ ଚଳଚଞ୍ଚଳ ହୋଇଉଠିଛି…

ଆଜି ରଙ୍ଗର ପର୍ବ ହୋଲି, ଗାଁ ଠୁ ସହର ଉତ୍ସବ ମୁଖର

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । ଘରେ ହେଉ କି ବାହାରେ ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ବାଣ୍ଟି ଚାଲିଛି…

କାହିଁକି ବ୍ରହ୍ମପୁରରୁ ପ୍ରଦୀପଙ୍କୁ ଟିକେଟ୍ ?

ଭୁବନେଶ୍ୱର: ବ୍ରହ୍ମପୁରରେ ବିଜେପିର ବଡ ବେଟ୍ । ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍ ପଛରେ କଣ ରଣନୀତି ? ବ୍ରହ୍ମପୁରରେ ପଦ୍ମ ଫୁଟାଇବ କି ବିଜେପିର ଗୋଟି ? ବିଜେଡିର ଅଭେଦ୍ୟ ଦୁର୍ଗରେ ପ୍ରଦୀପ ଉଡାଇବେ କି ବିଜୟ ବାନା ? ଚବିଶରେ ବିଜେଡି ପାଇଁ ପ୍ରଦୀପ ପାଣିଗ୍ରାହୀ ହେବେ କି ବଡ ଚ୍ୟାଲେଞ୍ଜ ?…

କେନ୍ଦୁଝରରେ ନିଯୁକ୍ତି ଓ ରୋଜଗାର ଯୋଗାଇବ ବିଜେପି ସରକାର: ବିଜେପି ଯୁବମୋର୍ଚ୍ଚା

କେନ୍ଦୁଝର: ଜିଲ୍ଲା ପକ୍ଷରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସବୀର ଦାଶ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ଯୁବମୋର୍ଚ୍ଚା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ସମେତ ପୂର୍ବତନ ସାଂସଦ…

୨୦୦ ଲିଟର ବେଆଇନ ଦେଶୀ ମଦ ଜବତ, ଭୁବନେଶ୍ୱରରୁ ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରେ ପୁଲିସ ପ୍ରାୟ ୨୦୦ ଲିଟର ଦେଶୀ ମଦ ଜବତ କରିବା ସହ ଗଣପତି ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଦେଶୀ ମଦ ଗଚ୍ଛିତ ଥିବା ନେଇ ବିଶ୍ୱସ୍ତ ସୂଚନା ଆଧାରରେ ଖଣ୍ଡଗିରି ଥାନାର ଏକ ସ୍ବତନ୍ତ୍ର ଟିମ୍ ଏକ ଅଜ୍ଞାତ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ାଉ ସମୟରେ ଟିମ୍ ୨୦୦…

ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ: ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଆଗାମୀ ମାସରେ ଉଭୟ ନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇ…

୨ ରୋଗୀଙ୍କୁ ବଞ୍ଚାଇବା ପାଇଁ ହୃତପିଣ୍ଡ ଓ କିଡନୀ ଦାନ କଲେ ଓଡ଼ିଶାର ସିଆରପିଏଫ ଯବାନ

ଭୁବନେଶ୍ୱର: ଓଡ଼ିଶାର ସିଆରପିଏଫ ହାବିଲଦାର କୃଷ୍ଣଚନ୍ଦ୍ର ମହାଭୋଇଙ୍କ ବିୟୋଗ ପରେ ଦୁଇ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ପରିବାର ନିଜ ହାର୍ଟ ଓ କିଡନୀ ଦାନ କରିଛନ୍ତି। ଜମ୍ମୁ-କଶ୍ମୀରରେ ଅବସ୍ଥାପିତ ମହାଭୋଇ ଦୁଇ ବର୍ଷ ହେବ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ସହ ସଂଘର୍ଷ କରୁଥିଲେ। ବ୍ୟାପକ…

ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଆସନରେ ବିଜେପି ବିଜୟୀ ହେବ: ଅପରାଜିତା

ଭୁବନେଶ୍ୱର: ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସହମତି ପ୍ରକାଶ କରି ଆଗାମୀ ନିର୍ବାଚନରେ ବିଜେପି ବିଜୟୀ ହେବାର ସମ୍ଭାବନା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଓଡ଼ିଶାର ୨୧ଟି ଲୋକସଭା ଆସନରୁ ଦଳ ୧୫ରୁ ଅଧିକ ଆସନ ରେ ବିଜୟୀ ହେବ ବୋଲି ସେ…

କାମ୍ବୋଡିଆରେ ରହି ଭାରତୀୟଙ୍କୁ ଠକୁଥିଲେ, ୨ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା: କାମ୍ବୋଡିଆରେ ରହି ଭାରତୀୟଙ୍କୁ ଠକୁଥିଲେ। କେବେ ଡେଟିଂ ଆପରେ ତ କେବେ ଷ୍ଟକ୍ ମାର୍କେଟ୍ ନାଁରେ ଲୋକଙ୍କୁ ଲୁଟୁଥିଲେ ସାଇବର ଅପରାଧୀ। ୨୦୦ କୋଟି ଟଙ୍କା ଠକେଇବା ଅଭିଯୋଗରେ ୨ ଜଣଙ୍କୁ ଧରିଲା ପୋଲିସ। ଅଭିଯୁକ୍ତ ଦ୍ୱୟ ହେଲେ ହରିଶ କୁରପତୀ (ହ୍ୟାରି) ଏବଂ ନାଗା ଭେଙ୍କଟା ସୌଜନ୍ୟ…

ଜାତୀୟ ନାଟ୍ୟ ମହୋତ୍ସବ: ‘କ୍ୟା କରେଗା କାଜି’ ମଞ୍ଚସ୍ଥ

ପାରାଦୀପ: ୨୧ତମ ଜାତୀୟ ନାଟ୍ୟ ମହୋତ୍ସବ ''କ୍ୟାନଫେଷ୍ଟ'' ଦର୍ଶକଙ୍କ ମନ ମୋହିଲା ନାଟକ ''କ୍ୟା କାରେଗା କାଜୀ'' ।ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ। ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, ବିଶ୍ଵାସ, ସ୍ନେହ, ପ୍ରଣୟ ହେଉଛି ପ୍ରେମର ଏକ…