Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଭିନ୍ନ ଦାବି ନେଇ ସରପଞ୍ଚ ମହାସଂଘର ଧାରଣା, ଅଧାବାଟରେ ଅଟକାଇଲା ପୋଲିସ

ଭୁବନେଶ୍ବର: ରାଜରାସ୍ତାରେ ସରପଞ୍ଚ ମହାସଂଘ । ନାରା ଆମର ଦାବି ପୁରଣ ହେଉ ଚଳିବ ନାହିଁ, ଅଫିସରଙ୍କ ରାଜ । ହାତରେ ଦାବି ସମ୍ପର୍କିତ ଫ୍ଲାକାଡ ଧରି ଆନ୍ଦୋଳନକୁ ଓହ୍ଲାଇଲେ ସରପଞ୍ଚ ମହାସଂଘ । ଗ୍ରାମ ପଞ୍ଚାୟତକୁ କ୍ଷମତା ପୂର୍ଣ୍ଣ ଅନୁଦାନ, ଦରମା ବୃଦ୍ଧି, ଅବସରକାଳୀନ ମାସିକ ଭତ୍ତା ୫ ହଜାର…

ଜଳିଗଲା ପାୱାର ଗ୍ରୀଡ୍, ୧୫୦ଟି ଗାଁରେ ବିଦ୍ୟୁତ୍ ସେବା ଠପ୍

ବାଲେଶ୍ୱର: ବସ୍ତା-ଜଳେଶ୍ୱର ପାୱାର ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ପାୱାର ଗ୍ରୀଡ୍। ୧୫୦ରୁ ଅଧିକ ଗାଁରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଜଳେଶ୍ୱର ପାୱାର ଗ୍ରୀଡରେ ହଠାତ୍…

ଦରମା ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସଫେଇ କର୍ମଚାରୀ, ସଫେଇ କାମ ଠପ୍

ଭୁବନେଶ୍ବର: ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ୧୫ ହଜାର ଟଙ୍କା ଦରମା ବୃଦ୍ଧି ସହ ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ଏନେଇ ରାଜମହଲ ଛକରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ଏହି ଆନ୍ଦୋଳନ ଯୋଗୁଁ ଉଠିପାରୁନି ଅଳିଆ । ରାଜଧାନୀର ପ୍ରାୟ ୫୩ଟି…

୫ ଶହ ଟଙ୍କା ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ବୈଠକ ଦେୟ, ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ବର: ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି । ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନ କର୍ମକର୍ତ୍ତାଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କାକୁ ବୃଦ୍ଧି କରାଯିବ । ଏଥିରେ ଉପକୃତ ହେବେ ୧ ଲକ୍ଷ ୨୬ ହଜାର ୧୦ ଜଣ କର୍ମକର୍ତ୍ତା । ୨୦୨୩ ଅକ୍ଟୋବର ମାସରୁ ପିଛିଲା…

ଜଙ୍ଗଲ ଭିତରେ ଚାଲିଥିଲା ଗଞ୍ଜେଇ ଚାଷ, ମାଡି ବସିଲା ବନବିଭାଗ

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ପୁଣି ବେଆଇନ ଅଫିମ ଚାଷ ଜମିରେ ମିଳିତ ଚଢ଼ାଉ କରିଛି ଅବକାରି ବିଭାଗ । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳର ୩ଟି ସ୍ଥାନରେ ଚଢାଉକରି ୯ଲକ୍ଷ ୧୦ହଜାର ଅଫିମ ଗଛକୁ ଜାଳି ନଷ୍ଟ କରିଦେଇଛି ବନ ବିଭାଗ । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ…

ପୁଣି ଦିଲ୍ଲୀରୁ ଆସିଲା ଫୋନ୍, ଆଜି ବସିବ ଗୁରୁତ୍ଵପୁର୍ଣ୍ଣ ବୈଠକ

ଭୁବେନଶ୍ଵର: ହଠାତ୍ ଆସିଲା ଫୋନ । ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି, ନିର୍ବାଚନ ପ୍ରଭାରୀ ଓ ବରିଷ୍ଠ ନେତା । ଦିଲ୍ଲୀରେ ଆଜି ବସିବ ବିଜେପିର ଗୁରୁତ୍ଵପୁର୍ଣ୍ଣ ବୈଠକ । ସ୍ପଷ୍ଟ ହୋଇପାରେ ମେଣ୍ଟ ଚର୍ଚ୍ଚା । ପାଖରେ ଆଉ ସମୟ ନଥିବାରୁ ଆସନ୍ତାକାଲି ସୁଦ୍ଧା ବିଜେପି-ବିଜେଡି ମେଣ୍ଟ…

ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିୟନ୍ସ ଟ୍ରଫି ସିଜନ-୩, କ୍ରିକେଟପ୍ରେମୀଙ୍କୁ କରିବ ଆକୃଷ୍ଟ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିଅନ୍ସ ଟ୍ରଫିର ତୃତୀୟ ସଂସ୍କରଣ ପାଇଁ କ୍ରିକେଟ୍ ପ୍ରେମୀମାନେ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ନେଇ ସ୍କୁଲ ପରିସରରେ ଉତ୍ସାହ ଦେଖିବାକୁ ମିଳିଛି। ବହୁ ପ୍ରତୀକ୍ଷିତ ଖେଳାଳି ନିଲାମ ସହ ଏହି ରୋମାଞ୍ଚକର ଯାତ୍ରାର ଶୁଭାରମ୍ଭ…

ଆସନ ବୁଝାମଣାରେ ବାଧା, ଦୋଛକିରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନା

ସନ୍ଦୀପ ମିଶ୍ର ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସହ ମେଣ୍ଟ ସମ୍ଭାବନାକୁ ଭାରତୀୟ ଜନତା ପାର୍ଟି (ବିଜେପି)ର କିଛି ବରିଷ୍ଠ ନେତା ଗଣମାଧ୍ୟମ ସମ୍ମୁଖରେ ଅସ୍ୱୀକାର କରୁଛନ୍ତି। କିନ୍ତୁ ଆସନ ବୁଝାମଣାକୁ ନେଇ ରାଜ୍ୟ ରାଜନୀତିରେ ଯେଉଁ ସ୍ଥିତି ଉପୁଜିଛି ଏବଂ ତୃଣମୂଳସ୍ତରରୁ ଦଳୀୟ…

ଓଡ଼ିଶା କଂଗ୍ରେସ ପାଇଁ ୩ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କେନ୍ଦ୍ର କଂଗ୍ରେସ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ। ଏଆଇସିସିର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ରବିବାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଦଳର ନେତା ମୀନାକ୍ଷୀ ନଟରାଜନ, ହରକ ସିଂହ ରାୱତ ଏବଂ ପରଗତ ସିଂହଙ୍କୁ କଂଗ୍ରେସ ସଭାପତି…

ବିଜେଡି କରିନି କିନ୍ତୁ ସାଲେପୁର ଆସନ ପାଇଁ ପ୍ରତାପ ଜେନା ଘୋଷଣା କରିଦେଲେ ପ୍ରାର୍ଥୀ

ସାଲେପୁର: ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମାଳସାସନରେ ଏକ ସାଧାରଣ ସଭାରେ ଶ୍ରୀ ଜେନା ସାଲେପୁର ବିଧାନସଭା…