Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀଜିଉଙ୍କୁ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ୫-ଟି ସଚିବ

ପୁରୀ: ପୁରୀ ଗସ୍ତରେ ୫-ଟି ତଥା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ । ଆଜି ପବିତ୍ର ସରସ୍ବତୀ ପୂଜା ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ୫-ଟି ସଚିବ । ଏହି ସମୟରେ ନବ ନିର୍ମିତ ପରିକର୍ମାପ୍ରକଳ୍ପ ମାର୍ଗ ବୁଲି ଦେଖିଛନ୍ତି । ଏହାସହ ପରିକ୍ରମା ମାର୍ଗରେ…

ବିଜେଡି ସମର୍ଥନରେ ଅଶ୍ବିନୀ ଯିବେ ରାଜ୍ୟସଭା, ସତ ହେଲା କଂଗ୍ରେସର ଆକଳନ!

ଭୁବନେଶ୍ୱର: ବିଜେପି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ କରିଛି। ବିଧାନସଭାରେ ବିପୁଳ ସଂଖ୍ୟା ଗରିଷ୍ଠତା ଥିବା ଶାସକ ବିଜେଡିର ସମର୍ଥନରେ ସେ ନିର୍ବାଚିତ ହେବାକୁ ଯାଉଛନ୍ତି। ରାଜ୍ୟର ଅନ୍ୟ ଦୁଇଟି ଆସନ ପାଇଁ ବିଜେଡି ଦେବାଶିଷ ସାମନ୍ତରାୟ ଓ…

ଓଡ଼ିଶାରୁ ପୁଣି ଥରେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ବିଜେପି। ଶାସକ ବିଜେଡି ସମର୍ଥନରେ ୨୦୧୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବୈଷ୍ଣବ ପୁଣିଥରେ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହେବେ। ବିଜେପିର ଅନେକ ବିଧାୟକ ଭୁବନେଶ୍ୱରରେ ପହଂଚିଛନ୍ତି କିମ୍ବା…

ହାତ ଛାଡିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

କେନ୍ଦ୍ରାପଡ଼ା: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଏହାପୂର୍ବରୁ ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍‌କା । କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ତେବେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଂଶୁମାନ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ…

୧୬ରେ ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ଆସନ୍ତା ୧୬ ତାରିଖରେ ପବିତ୍ର ମାଘ ସପ୍ତମୀ । ମାଘ ସପ୍ତମୀ ଅବସରରେ ରହିଛି ଚନ୍ଦ୍ରଭାଗା ବୁଡର ପରମ୍ପରା । ପ୍ରତ୍ୟୁଷରୁ ଭକ୍ତମାନେ ଉଠି ପବିତ୍ର ଚନ୍ଦ୍ରଭାଗା ମହୋଦଧୀରେ ବୁଡ ପକେଇବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ…

ଭାଲେଣ୍ଟାଇନ୍‌ ଡେ’: ପ୍ରେମର ପରିଭାଷା କାହା ପାଇଁ କେମିତି…

ଭୁବନେଶ୍ବର: ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ' । ଯାହାକି ପ୍ରେମ ଦିବସ ଭାବେ ପାଳନ କରାଯାଏ । ସମସ୍ତଙ୍କୁ ଭଲ ପାଇବାର ଦିନଟିଏ । ପ୍ରେମର ଅନେକ ଭାଷା ରହିଛି ଆଉ ତାକୁ କିଏ କେଉଁ ପ୍ରକାରରେ ପ୍ରକାଶ କରିଥାଏ । ଏହା ହିଁ ସର୍ମ୍ପକର ମୁଳତତ୍ୱ, ପ୍ରେମବିନା ଜୀବନ ରଙ୍ଗ ହୀନ । ଆଜି ଫେବୃଆରୀ ୧୪…

ଆଜି ପବିତ୍ର ଶ୍ରୀପଞ୍ଚମୀ: ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପୂଜାର୍ଚ୍ଚନା କରାଯିବ ରଥ କାଠ

ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀଜିୟୁଙ୍କ ରଥ ନିର୍ମାଣ ଲାଗି ରଥକାଠର ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ…

ଆଜି ପବିତ୍ର ସରସ୍ବତୀ ପୂଜା, ଧରାପୃଷ୍ଠରେ ବିରାଜିଲେ ବିଦ୍ୟାଦାତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ । ମାଘ ମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ଭାବେ ପାଳନ କରାଯାଏ । ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ବସନ୍ତର ଅୟମାରମ୍ଭରେ ଧରଣୀ ମା’ ସକଳ…

ବୁଧବାର ଗଞ୍ଜାମ ସମ୍ ହସ୍ପିଟାଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସିତାଲାପଲ୍ଲୀରେ ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ।ସୋଆ(ଏସଓଏ) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସିତାଲାପଲ୍ଲୀ କ୍ୟାମ୍ପସ ଦକ୍ଷିଣ ଓଡ଼ିଶାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ବଢ଼ୁଥିବା ଆବଶ୍ୟକତାକୁ ପୂରଣ…

କେନ୍ଦ୍ରର ଯୋଜନାକୁ ନକଲ କରି ବିଜେଡି ସରକାର ସ୍ବୟଂ ଯୋଜନା ଘୋଷଣା କରିଛି: ବିଜେପି

ଭୁବନେଶ୍ୱର: ବେକାର ଯୁବକ ଯୁବତୀଙ୍କୁ ବିନା ସୁଧରେ ଋଣ ଦେବା ପାଇଁ ନୂଆ ଯୋଜନା ଆରମ୍ଭ କରିଥିବାରୁ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ଭାରତୀୟ ଜନତା ପାର୍ଟି (ବିଜେପି) ଏହାକୁ କେନ୍ଦ୍ରୀୟ ଯୋଜନାର ନକଲ ଏବଂ ନିର୍ବାଚନୀ କୌଶଳ ବୋଲି କହିଛି। ଓଡ଼ିଶା ବିଜେପିର ମୁଖପାତ୍ର ଅନୀଲ ବିଶ୍ୱାଳ…