Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦ୍ରୁତତମ ପଣ୍ୟ ବୋଝେଇ ଓ ପରିବହନ କ୍ଷେତ୍ରରେ ନୂତନ ମାନଦଣ୍ଡ ହାସଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷର ୨୬ ଅଗଷ୍ଟ ପର୍ଯ୍ୟନ୍ତ ମାତ୍ର ୧୪୮ ଦିନ ମଧ୍ୟରେ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ ୧୦୦.୫୭ ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ମାନଦଣ୍ଡ ହାସଲ କରିବା ସହିତ ପଣ୍ୟ ପରିବହନରେ ଦ୍ରୁତତମ ବୋଝେଇ ହାସଲ କରିଛି । ଗତ ଆର୍ଥିକ ବର୍ଷରେ ଏହି ରେଳପଥ…

ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣା । ୩ ଅଭିଯୁକ୍ତଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ । ଗିରଫ ୩ ଅଭିଯୁକ୍ତ ହେଉଛନ୍ତି ମୁକୁନ୍ଦପ୍ରସାଦର ବିଶ୍ବଜିତ ମହାରଣା, ମୁକେଶ ସେଠୀ, ଆକାଶ ପଟ୍ଟନାୟକ । ଗତ ୨୫ ତାରିଖରେ ମହମ୍ମଦ ସାଜିଦ ନାମକ ଜଣେ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ହାଣି…

ସୁବର୍ଣ୍ଣପୁରର ଜିଲ୍ଲା ପାଇଁ ନୁଆଁଖାଇ ଲଗ୍ନ ଧାର୍ଯ୍ୟ

ସୁବର୍ଣ୍ଣପୁର: ଆସୁଛି ପଶ୍ଚିମ ଓଡ଼ିଶାର ବଡ ପର୍ବ ନୂଆଁଖାଇ l ଏଥି ପାଇଁ ଆଜି ପବିତ୍ର ନନ୍ଦୋତ୍ସବ ଅବସରରେ ଜିଲ୍ଲା ପାଇଁ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ l ସହରର ବଡ଼ ଜଗନ୍ନାଥଙ୍କ ମୁକ୍ତି ମଣ୍ଡପ ପଣ୍ଡିତ ମହାସଭାରେ ଧାର୍ଯ୍ୟ ହୋଇଛି ଚଳିତ ବର୍ଷର ଲଗ୍ନ l ଲଗ୍ନ ମୁତାବକ, ଆସନ୍ତା…

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ଯ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଶୁଭ ଲଗ୍ନ ଧାର୍ଯ୍ଯ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୮ରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ କରାଯିବ। ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା' ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ସମ୍ବଲପୁର ଝାଡୁଆପଡା…

‘ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ’

ଭୁବନେଶ୍ୱର: ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଛି ବିଜେପି । କଂଗ୍ରେସ ଓ ବିଜେଡି ଉଭୟ ଶାସନ କ୍ଷମତାରେ ଥିବା ସମୟରେ ଏମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା କହିଛନ୍ତି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର । ସେ ଆହୁରି କହିଛନ୍ତି ଯେ, ବିଜେପି ସରକାରରେ…

ବିଧାନସଭାରେ ସଂରକ୍ଷଣ ତାତି

ଭୁବନେଶ୍ବର: ବିଧାନସଭାରେ ସଂରକ୍ଷଣ ତାତି। ଓବିସି ସଂରକ୍ଷଣ ଓ ଜାତିଭିତ୍ତିକ ଜନଗଣନା ନେଇ ସରକାରଙ୍କୁ ଘେରିଲେ ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ସଂରକ୍ଷଣ ଦାବିରେ ଗୃହରେ ହୋହଲ୍ଲା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଓବିସଙ୍କ ପାଇଁ ସଂରକ୍ଷଣ ସହ ଏସସି ଏସଟିଙ୍କ ପାଇଁ ପର୍ଯ୍ୟାପ୍ତ ସଂରକ୍ଷଣ…

ଭକ୍ତ ଦେଇଥିଲେ…ଏବେ ନଷ୍ଟ ଅର୍ପଣ ଚାଉଳ !

ଭୁବନେଶ୍ବର: ସେବେ ନେଇଥିଲେ, ଏବେ ଫିଙ୍ଗିଦେଲେ । ବଦଳିଲା ସରକାର, ଦୋଛକିରେ ଅର୍ପଣ ଚାଉଳ ଭବିଷ୍ୟତ ! ଶ୍ରଦ୍ଧାରେ କାଳିଆ ସାଆନ୍ତଙ୍କ ପାଇଁ ଭକ୍ତ ଦେଇଥିବା ଅର୍ପଣ ଚାଉଳ ନଷ୍ଟ ହେବା ପରେ କେନାଲରେ ଫିଙ୍ଗାଯିବା ଘଟଣା ଅନେକଙ୍କୁ କଷ୍ଟ ଦେଇଛି । ଏବେବି ଅନିଶ୍ଚିତତା ଭିତରେ ଗଚ୍ଛିତ ରହିଥିବା…

ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା ମହାନ୍ତ

ଭୁବନେଶ୍ୱର: ପୁଣି ରାଜ୍ୟସଭାକୁ ଗଲେ ମମତା ମହାନ୍ତ l ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ l ଗତ ୨୧ ତାରିଖ ଦିନ ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ସାର୍ଟିଫିକେଟ ନେବାକୁ ବିଧାନସଭାରେ ପହିଞ୍ଚିଥିଲେ ମମତା। ରିଟର୍ନିଙ୍ଗ ଅଫିସରଙ୍କ…

ବାର୍ଡ ଫ୍ଲୁ; ୩୮ଟି ରାପିଡ୍‌ ରେସପନ୍‌ସ ଟିମ୍‌ ଗଠିତ

ଭୁବନେଶ୍ୱର: ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ଗଠିତ ହେବ ୩୮ଟି ରାପିଡ୍‌ ରେସପନ୍‌ସ ଟିମ୍‌ l ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ l ୨୦ଟି ଟିମ୍‌ କୁକୁଡ଼ା ମରା ଓ ବିଶୋଧନ ପାଇଁ ଗଠିତ ହୋଇଛି l ସେହିପରି ୧୮ଟି ଟିମ୍‌ ଚଢ଼ାଉ ଓ ଲୋକଙ୍କୁ ସଚେତନ କରାଇବେ l ସେହିପରି…

ଟଙ୍କା ବୁହା ଗାଡ଼ିରୁ ସୁନା ଓ ରୂପ ଜବତ ଘଟଣା: ଜିଏସଟି ଅଫିସରେ ଏକାଧିକ ସୁନା ଦୋକାନୀ

ଭୁବନେଶ୍ୱର: ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା ଓ ରୂପ ଜବତ ଘଟଣାରେ ନୂଆ ମୋଡ l ଜିଏସଟି ଅଫିସରେ ପହଞ୍ଚିଲେ ଏକାଧିକ ସୁନା ଦୋକାନୀ l ବିଭିସି ଲଜିଷ୍ଟିକ୍ସ କୋରିଅର ଜରିଆରେ ସୁନା ଆଣୁଥିବା ନେଇ କହିଛନ୍ତି ଉକ୍ତ ସୁନା ଦୋକାନୀ ମାନେ l ନିଜ ସୁନା ସଂପର୍କିତ ତଥ୍ୟ ମଧ୍ୟ ଦେଉଛନ୍ତି…