Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀପତ୍ର ଫେରାଇ ନେଲେ ଜଗନ୍ନାଥ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଫେରାଇ ନେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଆଜି ନାମାଙ୍କନ ପ୍ରତ୍ୟାହାର ଶେଷ ଦିନରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ । ଗତ ୨୧ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ…

ବାର୍ଡ ଫ୍ଲୁ ଆତଙ୍କ: ମରାହେବ ଦେଶୀ କୁକୁଡ଼ା, ମାଲିକଙ୍କୁ ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ପିପିଲି ବାର୍ଡ ଫ୍ଲୁ ଘଟଣା ସାରା ରାଜ୍ୟ ପାଇଁ ଚିନ୍ତା ବଢାଇଛି। ବ୍ଲାର୍ଡ-ଫ୍ଲୁ ଆତଙ୍କ ପରେ ଆଜିଠୁ ମରାହେବ ଦେଶୀ କୁକୁଡ଼ା । ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦୀର ସଂକ୍ରମିତ ଅଞ୍ଚଳରେ ଆରମ୍ଭ ହେବ ଦେଶୀ କୁକୁଡ଼ା ଓ ବତକ ମରା ଅଭିଯାନ। ୩ ଦିନରେ ମାଟିରେ ପୋତାଗଲାଣି ୨୬ହଜାରରୁ…

ପ୍ରଶ୍ନକାଳରେ ତେଜିଲା ଜାତିଭିତ୍ତିକ ଜନଗଣନା: ୧୧.୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ଚଳିତ ବଜେଟ ଅଧିବେଶନର ଦ୍ବିତୀୟର ପର୍ଯ୍ୟାୟର ୭ମ ଦିନରେ ବି ସେହି ସମାନ ସ୍ଥିତି । ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରୁନି ଗୃହ । ପ୍ରତିଦିନ ନୂଆ ନୂଆ ପ୍ରସଙ୍ଗ ନେଇ ଗୃହରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଦାବି ପୂରଣ ନହେଲେ ଆରମ୍ଭ ହେଉଛି ହଟ୍ଟଗୋଳ । ଆଜି ବି…

ମାଲକାନଗିରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ

ମାଲକାନଗିରି: ଆଜିଠୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ । ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ କଲେ ମାଲକାନଗିରି ମାଲିକ ସଂଘ। ଜିଲ୍ଲାରେ ଚାଲୁଥିବା ଟାୟାର-୨ ଲକ୍ଷ୍ମୀ ବସ ତଥା ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ କରୁଥିବା…

୨୯ ରେ ପୁଣି ଏକ ଲଘୁଚାପ, ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଗାଙ୍ଗେୟ ପଶ୍ଚିମବଙ୍ଗରେ ଗୋଟିଏ ଲଘୁଚାପ ସକ୍ରିୟ ଥିବାବେଳେ ୨୯ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ମଙ୍ଗଳବାର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୯ ତାରିଖରୁ ସୃଷ୍ଟି ହେବାକୁ ଥିବା…

ଭୟାବହ ଅଗ୍ନିକାଣ୍ଡ: ୩୦ ବଖରା ଜଳିପୋଡ଼ି ପାଉଁଶ, ୩ ଗାଈ ଜୀବନ୍ତ ଦଗ୍ଧ

ପୁରୀ: ସତ୍ୟବାଦୀ ବ୍ଲକ ଆଳିଶ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୩୦ ବଖରାରୁ ଅଧିକ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ନିଆଁରେ ୩ଟି ଗାଈ ଗୋରୁ ଜୀବନ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଖବର ଆସିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜଣେ…

ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ, ୧୨ ଘଣ୍ଟିଆ ତେଲକୋଇ ବନ୍ଦ

ତେଲକୋଇ: କେନ୍ଦୁଝର ଜିଲ୍ଲାରେ ତେଲକୋଇରେ ସମାକୋଇ-ଚକଦର ପ୍ରକଳ୍ପକୁ ନେଇ ଗାଁ ଗାଁରେ ବିରୋଧର ସ୍ବର ଉଠିଛି। ଆଜି ସମାକୋଇ ଜଳ ସେଚନ ପ୍ରକଳ୍ପକୁ ବିରୋଧ କରି ତେଲକୋଇ ବନ୍ଦ ଡାକରା ଦେଇଛି। ଚକଧର ପ୍ରକଳ୍ପ ବନ୍ଦ ସମନ୍ବୟ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡକରା। ପ୍ରକଳ୍ପ ଦ୍ବାରା କିଛି ଗାଁ…

ଚିକିଟି ମଦ ମୃତ୍ୟୁ ମାମଲା, ଆଉ ଜଣେ ଗିରଫ

ଦିଗପହଣ୍ଡି: ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ । ଗିରିଶୋଲା ଷ୍ଟେସନରୁ ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ସାହୁକୁ ଗିରଫ କଲା କ.ନୂଆଗାଁ ପୋଲିସ । ଗିରଫ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦେଶୀ ମଦ କାରବାର କରୁଥିଲା । ଟ୍ରେନ୍‌ରେ ବେଙ୍ଗଲୁରୁ ଯିବା ବେଳେ ମୋବାଇଲ୍ ଟ୍ରାକ୍ କରି ଧରିଲା ପୋଲିସ…

ବଇଣ୍ଡା ଓ ନାକଚି ସେକ୍ସନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ଦେଖିଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ: ଏନଏଚ-୫୫ ନମ୍ବର ସହ ସଂଯୋଗ ହୋଇଥିବା ବଇଣ୍ଡା ସେକ୍ସନ ଓ ନାକଚି ଠାରେ ଜାତୀୟ ରାଜପଥ କାର୍ଯ୍ୟର ଅଗ୍ରଗତି ନେଇ ଏନଏଚ୍ଏଆଇ ଅଧିକାରୀମାନଙ୍କ ସହ ଆଲୋଚନା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଥାନୀୟ ଲୋକଙ୍କ ଦାବି କ୍ରମେ କାମ କରିବା ପାଇଁ ଏନଏଚ୍ଏଆଇ ଅଧିକାରୀଙ୍କୁ…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ହାର୍ଡକୋର ମାଓବାଦୀ

ମାଲକାନଗିରି: କ୍ରମାଗତ ଭାବେ ଭୁସଡ଼ିବାରେ ଲାଗିଛି ମାଓ ଗଡ଼। ସୀମାନ୍ତରେ ଲୋନ ବାରାତୁ ତଥା ଘରକୁ ଫେର ଅଭିଯାନ ମାଧ୍ୟମରେ ସହ ସହ ସଂଖ୍ୟାରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଥିବା ବେଳେ ଆଜି ଛତିଶଗଡ଼ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର…