Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଉ ୨ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୨୬ରୁ ଆସିବ ପାଗରେ ପରିବର୍ତ୍ତନ

ଭୁବନେଶ୍ଵର: ରାଜ୍ୟରେ ଅସହ୍ୟ ଶୀତ ସାଙ୍ଗକୁ ଝିପଝିପ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଗତ ତିନି ଦିନ ହେବ ରାଜ୍ୟରେ ଏଭଳି ପାଗ ଦେଖିବାକୁ ମିଳୁଛି । ଅନ୍ୟପଟେ ରାଜ୍ୟରେ ଆଉ ୨ ଦିନ ଏହିପରି କୋହଲା ପାଗ ରହିବ ବୋଲି ସୂଚନା ମିଳିଛି । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ…

ଚିରନିଦ୍ରାରେ ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା

କଟକ: ଆଉ ନାହାନ୍ତି ଚିକିତ୍ସକ ଜଗତରେ ଅତି ପରିଚିତ ଚେହେରା ଡାକ୍ତର ଭୁବନାନନ୍ଦ ମହାରଣା । ୬୯ ବର୍ଷ ବୟସରେ କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଚିକିତ୍ସା ଜଗତରେ ତାଙ୍କର ଅବଦାନ ଅତୁଳନୀୟ । ମସ୍ତିଷ୍କାଘାତ ପାଇଁ ନିକଟରେ ତାଙ୍କର ଅପରେସନ…

ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପ୍ରକଳ୍ପର ଭବ୍ୟତାପୂର୍ଣ୍ଣ ପରିବେଶକୁ ଦେଖି ଖୁସିବ୍ୟକ୍ତ କଲେ

ଭୁବନେଶ୍ଵର: ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5-T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ…

ପୂର୍ବ ରେକର୍ଡ ଭାଙ୍ଗିଲା ପୂର୍ବତଟ ରେଳପଥ: ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇକୁ ଲାଗିଲା ୨୯୫ ଦିନ

ଭୁବନେଶ୍ବର: ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ମାଲ ପରିବହନରେ ପୂର୍ବ ରେକର୍ଡ ଅତିକ୍ରମ କରିଛି। ୧ ଏପ୍ରିଲ, ୨୦୨୩ରୁ ୨୨ଜାନୁୟାରୀ, ୨୦୨୪ ପର୍ଯ୍ୟନ୍ତ ରେଳପଥ ୨୦୨.୧୧୧ନିୟୁତ ଟନ୍ ପଣ୍ୟ ପରିବହନ କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ସମାନ ସମୟ ମଧ୍ୟରେ ୧୯୧.୩୯ ନିୟୁତ ଟନ୍ ସର୍ବାଧିକ…

ଛିନତାଇ ଗ୍ୟାଙ୍ଗର ୩ ଗିରଫ, ୪ଟି ଚେନ୍ ସହ ବହୁ ମୂଲ୍ୟବାନ ସାମଗ୍ରୀ ଜବତ

ଭୁବନେଶ୍ବର: ଚେନ୍ ଛିନତାଇ ଗ୍ୟାଙ୍ଗ ର ପର୍ଦ୍ଦାଫାଶ । କମିଶନରେଟ୍ ପୋଲିସ ହାତରେ ଧରାପଡିଲା ଚେନ୍ ଛିନତାଇ ଗ୍ୟାଙ୍ଗ । ପୋଲିସ ଆଖିରେ ଧୂଳି ଦେଇ ନିର୍ଭିକ ଭାବେ ରାଜଧାନୀର ଛାତି ଉପରେ ଚଳାଇଥିଲେ ଲୁଟପାଟ୍ । ଲୋକଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚିନ୍, ହାତରୁ ମୋବାଇଲ, ପର୍ସ ଏପରି ଅନେକ…

ପାଇପ୍ ଲାଇନ୍ କାମ ବେଳେ ମାଟି ଅତଡା ଧସି ୨ଶ୍ରମିକଙ୍କ ମୃତ୍ୟୁ

କେନ୍ଦୁଝର: ପାଇପ ଲାଇନ ମରାମତି ବେଳେ ହଠାତ ମାଟି ଅତଡା ଧସିଯିବାରୁ ୨ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯୋଡା ଥାନା କମାରଜୋଡାରେ ଏହି ଅଘଟଣ ଘଟିଛି। ମାଟିତଳେ ପୋତି ହୋଇଯିବାରୁ ୨ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ତଲହ ହଟିଂର ଚରଣ ଲୋହାର ଓ ଅର୍ଜୁନ ଲୋହାର। ଏକ ଠିକା କମ୍ପାନୀ ପାଇପ ଲାଇନ…

ଚାଲିଥିଲା ବେଆଇନ ଶୁଆ ଚୋରା ଚାଲାଣ; ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ରାଉରକେଲା: ଚାଲିଥିଲା ବେଆଇନ୍ ଶୁଆ ବିକ୍ରି, ମାଡ଼ିବସିଲା ବନବିଭାଗ । ଏଭଳି ଘଟଣା ଘଟିଛି ରାଉରକେଲାର ସ୍ଥାନୀୟ । ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ପୋଲିସ । ମିଳିଥିବା ଖବର ଅନୁସାରେ, ରାଉରକେଲା ସହରର ଇନ୍ଦିରାଗାନ୍ଧୀ ପାର୍କ ନିକଟ ନାଲା ରୋଡ଼ ଅଞ୍ଚଳରୁ ଏକ…

ଖୋଲାଗଲା ମା’ ସମଲେଇଙ୍କ ହୁଣ୍ଡି ବାକ୍ସ, ମିଳିଲା ପ୍ରେମ ପତ୍ର

ସମ୍ବଲପୁର: “ମା’ ଏବେ ତୁ ହିଁ ଭରସା । ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ । ମୋର ବି କରିଦେ ମା’ । ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି । ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ । ଆମ ଦୁଇ ଜଣଙ୍କ ବାହାଘର କରେଇ ଦେ ମା’” । ଏସବୁ କଥା…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍ କରିବ ସାହାଯ୍ୟ: ପ୍ରଥମ ଥର ପାଇଁ ଡ୍ରୋନ୍ ର ବ୍ୟବହାର କଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ବର: ଏଥର ଉନ୍ନତ୍ତ ହେବ ରୋଗୀ ସେବା । ଅସୁବିଧା ସମୟରେ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ପହଞ୍ଚିବ ମେଡିକାଲ ସୁବିଧା । ଭୁବନେଶ୍ୱର ଏମସରେ ଆଜି ପ୍ରଥମ ଥର ପାଇଁ ହେଲା ଡ୍ରୋନ୍ ସେବା ପରିକ୍ଷଣ । ଏମ୍‌ସରୁ ରକ୍ତ ନେଇ ଟାଙ୍ଗୀ ମେଡିକାଲ୍‌କୁ ଯାଇ ଫେରିଥିଲା ଡ୍ରୋନ୍‌ । ଏ…

ଜାନୁଆରୀ ୨୬ ଆଦିବାସୀ ମେଳା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର: ସଜେଇ ହେଲାଣି ଆଦିବାସୀ ପଡିଆ । ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା । ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା । ସ୍ମାର୍ଟସିଟିରେ ସୃଷ୍ଟି ହେବ ଗାଁର ପରିବେଶ । ଆସନ୍ତା ୨୬ତାରିଖରୁ ଆଦିବାସୀ ପଡିଆରେ ଆରମ୍ଭ ହେବାକୁ ଯାଉଛି…