Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ରାଜ୍ୟରେ କୋଟିଏ ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ, ଆସନ୍ତାକାଲିଠୁ ରାଜ୍ୟସ୍ତରୀୟ କର୍ମଶାଳା’

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ନିଜର ସଦସ୍ୟ ସଂଖ୍ୟା କୋଟିଏ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି । ଏନେଇ ବିଜେପିର ଆରମ୍ଭ ହେବ ସଦସ୍ୟତା ଅଭିଯାନ । ସମଗ୍ର ଦେଶ ସମେତ ଓଡିଶାରେ ମଧ୍ୟ ବିଜେପିର ସଦ୍ୟସତା ଅଭିଯାନ ଆହୁରି ଆଗକୁ ନେବା ଏବଂ ନୁଆ ସଦସ୍ୟମାନଙ୍କୁ ଦଳରେ ସାମିଲ…

ପୂର୍ବତନ ଯୁବ କଂଗ୍ରେସ ସଭାପତି ସ୍ବର୍ଗତଃ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର: ଆଜି ପୂର୍ବତନ ପ୍ରଦେଶ କଂଗ୍ରେସ ଯୁବ କଂଗ୍ରେସ ସଭାପତି ସ୍ବର୍ଗତଃ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଭୁବନେଶ୍ୱର ସତ୍ୟନଗର ସ୍ଥିତ ଆର୍ ଆର୍ କନଭେନସନ ଠାରେ ସ୍ମୃତିସଂସଦ ପକ୍ଷରୁ ସଂସଦର ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ତାରାପ୍ରସାଦ…

ପ୍ରସଙ୍ଗ ପ୍ରସ୍ତୁତ; କମ୍ପିବ ବିଧାନସଭା

ଭୁବନେଶ୍ୱର: ଅଗଷ୍ଟ ୨୦ରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଗତଥର ଭଳି ଏଥର ବି କମ୍ପିବ ବିଧାନସଭା । ଶାସକ ବିଜେପିକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ହାତରେ ପ୍ରସଙ୍ଗର ଲମ୍ବା ତାଲିକା । ଗତଥର ଓଡିଆ ଅସ୍ମିତା, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ ପ୍ରସଙ୍ଗରେ…

କ୍ୟାପିଟାଲ ଡାକ୍ତରଖାନା ଏବଂ ବକୁଳ ଫାଉଣ୍ଡେସନର ଯାଆଁଳା ଗଛ ଅଭିଯାନ ଲୋକାର୍ପିତ

ଭୁବନେଶ୍ବର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କ୍ୟାପିଟାଲ ଡାକ୍ତରଖାନା ଆଉ ବକୁଳ ଫାଉଣ୍ଡେସନର ଯାଆଁଳା ଗଛ ଅଭିଯାନ ଲୋକାର୍ପିତ ହୋଇଯାଇଛି । ବକୁଳ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା 'ମୋ ଗଛ' ଅଭିଯାନର ୧୫ ତମ ବର୍ଷ ପୂର୍ତ୍ତି ଅବସରରେ ଏହି ଯାଆଁଳା ଗଛ ଅଭିଯାନର ଶୁଭାରମ୍ଭ ହୋଇଛି…

ମହାପ୍ରଭୁଙ୍କ ରଥର ଅଂଶ ବିକ୍ରୟ ନେଇ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ରଥଗୁଡ଼ିକର ଉପାଦାନ ବିକ୍ରୟ ପ୍ରକ୍ରିୟା ସମ୍ପର୍କରେ ସୋମବାର ଦିନ ସବିଶେଷ ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ୱେବପେଜର ଲିଙ୍କ ଶେୟାର କରିବା ସହ ରଥର ବିଭିନ୍ନ ଉପାଦାନଗୁଡ଼ିକ ମଧ୍ଯ ଏଥିରେ ପ୍ରଦର୍ଶିତ…

ଟ୍ରକ୍‌ ସହ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା; ୧୫ରୁ ଅଧିକ ଆହତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳି ବାଇପାସ୍‌ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଅପରାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ସହ ଯାତ୍ରୀବାହୀ ବସ୍ ର ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଖବର…

ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ଛୁରୀ ଭୁସି ହତ୍ଯା କଲା ଭାଇ

ବ୍ରହ୍ମପୁର: ଦି’ପହରରେ ସାନ ଭାଉଣୀକୁ ଅତି ବୀଭତ୍ସ ଭାବେ ଛୁରୀରେ ଭୁଷି ହତ୍ୟା କରିଛି। ଏପରି ହୃଦୟବିଦାରକ ଘଟଣା ବ୍ରହ୍ମପୁରର ବଡ଼ବଜାର ଥାନା ଅଧିନ ଜଗନ୍ନାଥ ବିହାର ଅଞ୍ଚଳରେ ଘଟିଛି। ମୃତକ ଜଣକ ୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଶ୍ରାଦ୍ଧ ପୂଜା…

ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା ଓ ବିଭିନ୍ନ ଅନୁଷ୍ଠାନର ଲୋକମାନେ

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ । ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାକ୍ଷୀ ପାଇଁ ସମସ୍ତଙ୍କୁ…

ସେମିକଣ୍ଡକ୍ଟର୍ସ କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ଭିଏସ୍‌ଆଇ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଏବଂ ବେଙ୍ଗାଲୁରୁ ସ୍ଥିତ ଭେରି ଲାର୍ଜ ସ୍କେଲ୍ ଇନ୍‌ଟିଗ୍ରେସନ୍ ସୋସାଇଟି ଅଫ୍ ଇଣ୍ଡିଆ (ଭିଏସ୍‌ଆଇ) ମଧ୍ୟରେ ଶନିବାର ସେମିକଣ୍ଡକ୍ଟର୍ସ ଏବଂ ଭିଏଲ୍‌ଏସ୍‌ଆଇ ଡିଜାଇନ୍ କ୍ଷେତ୍ରରେ ଗବେଷଣା, ଷ୍ଟାର୍ଟଅପ୍‌ସ, ପ୍ରତିଭା…

ଆଖି ବୁଜିଲା ସବୁଠୁ ବଡ଼ ଦନ୍ତା ‘ରାମୁ’, ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ମିଳିଲା ମୃତଦେହ

ଭୁବନେଶ୍ଵର: ଆଜି ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ସବୁଠୁ ବଡ଼ ଦନ୍ତା ହାତୀ ରାମୁର ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ୍ ଆଘାତରେ ରାମୁର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ରାମୁର ମୃତ୍ୟୁ ଦେହ ଉଦ୍ଧାର କରିଛି । ସୂଚନା ମୁତାବକ, କିଛି ଦିନ ପୂର୍ବେ ଚନ୍ଦକା…