Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଲାଙ୍ଗୀରରେ ବେଆଇନ କଫ ସିରପ ଜବତ: ୮୦୦ରୁ ଅଧିକ ବୋତଲ ସିଜ୍ ଏବଂ ୫ ଗିରଫ

ବଲାଙ୍ଗୀର: ବେଆଇନ ନିଶା କାରବାର ଉପରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ନିକଟରେ ବଲାଙ୍ଗୀର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନାକୁ ଆଧାର କରି ପୋଲିସ ପକ୍ଷରୁ କରାଯାଇଥିବା ଅଚାନକ ଚଢ଼ାଉରେ ଏକ ବେଆଇନ କଫ ସିରପ ଚାଲାଣ ରାକେଟର ପର୍ଦ୍ଦାଫାଶ…

ସୁରକ୍ଷିତ ହେବ ସୂର୍ଯ୍ୟ ମନ୍ଦିର, ଗର୍ଭଗୃହରୁ ଖୁବଶୀଘ୍ର ବାହାରିବ ବାଲି

ପୁରୀ: କଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ଖୁବଶୀଘ୍ର ବାହାରିବ ବାଲି। ବାଲି କାଢ଼ିବା ପକ୍ରିୟାର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଡିଜିଙ୍କ ସମେତ ଏକ୍ସପୋର୍ଟ ଟିମ୍। ଅଟୋମେଟିକ ରୋବଟିକ ଟ୍ରଲି ପ୍ରବେଶ କରି କଢ଼ାଯିବ ବାଲି। ଦୀର୍ଘ ଘଣ୍ଟା ଧରି କଲେ ସମୀକ୍ଷା ବୈଠକ। ୧୨୦ ବର୍ଷ ପରେ ଖୋଲିବ…

ସୌମ୍ୟରଞ୍ଜନ ହତ୍ୟା ମାମଲା: ଏଡିଜି ଗଙ୍ଗୱାରଙ୍କ ସଂପୃକ୍ତିଙ୍କୁ ନେଇ ପୁଣି ଅଭିଯୋଗ

ଭୁବନେଶ୍ୱର: GRP କନେଷ୍ଟବଲ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖୁଲାସା। ସୌମ୍ୟଙ୍କ ବନ୍ଧୁ ନିଶିକାନ୍ତ ମହାନ୍ତିଙ୍କୁ କରାଯାଉଛି ପଚରାଉଚରା। ଏଡିଜି ଗଙ୍ଗୱାରଙ୍କ ସଂପୃକ୍ତିଙ୍କୁ ନେଇ ପୁଣି ହୋଇଛି ଅଭିଯୋଗ। ଡାଏରୀରେ ସବୁ ଥିବା କହିଲେ ନିଶିକାନ୍ତ।…

ଆଗାମୀ ୪ ଦିନ ଯାଏଁ ଓଡ଼ିଶାରେ ଲାଗି ରହିବ କାଳବୈଶାଖୀ ବର୍ଷା: ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଏବଂ ଘଡ଼ଘଡ଼ି ସହ ବଜ୍ରପାତ ଲାଗି ରହିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗ…

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ

ଭୁବନେଶ୍ୱର: ଯେଉଁ ସବୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇ କଲେଜ ରହିଛି ସେହି ସବୁ କଲେଜ ପୃଥିକୀକରଣ ହେବ। ଡିଗ୍ରୀ କଲେଜରୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଲଗା ହେବ। କମ୍ପୋଜିଟ୍ ମହାବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପୃଥକୀକରଣ କରାଯିବ। ଏନେଇ ପୁଣି ଥରେ ଉଚ୍ଚଶିକ୍ଷା ବିଭାଗ…

No Charge from PMJAY Patients: ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରୋଗୀଙ୍କଠାରୁ ଆଉ ନେଇପାରିବେନି…

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଲାଭାର୍ଥୀଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟକୁ ରୋକିବା ପାଇଁ ଓଡ଼ିଶା ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଯାହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ…

Odisha Train Girl Students AI, Data Science: ଏଆଇ ଏବଂ ଡାଟା ସାଇନ୍ସରେ ଆଗକୁ ବଢିବେ ଝିଅ, ପ୍ରତିବର୍ଷ ୧୦୦୦…

ଭୁବନେଶ୍ୱର: ଓଡ଼ିଶାର ଝିଅମାନଙ୍କ ପାଇଁ ବଡ଼ ସୁଯୋଗ । AI ଓ ଡାଟା ସାଇନ୍ସରେ ହେବେ ପାରଙ୍ଗମ । ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବଢ଼ାଇବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଏବଂ ଏଡ୍ୟୁନେଟ୍ ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର…

Mahanadi Water Dispute: ମହାନଦୀ ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ! ଦିଲ୍ଲୀରେ ହେବ ୧୧ ଦିନିଆ ମାନସମନ୍ଥନ,…

ଭୁବନେଶ୍ବର: ମହାନଦୀ ବିବାଦକୁ ଦେଇ ରାଜଧାନୀ ଦିଲ୍ଲୀରେ ୧୧ ଦିନିଆ ମାନସମନ୍ଥନ ହେବାକୁ ଯାଉଛି । ଆମ୍ନାସାମ୍ନୀ ବସି ମହାନଦୀ ବିବାଦର ସମାଧାନ ବାହାର କରିବେ ଛତିଶଗଡ ଏବଂ ଓଡିଶା ସରକାର । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ମହାନଦୀ ଜଳ ବିବାଦ ଉପରେ କେନ୍ଦ୍ରିତ ଏକ ୧୧ ଦିନିଆ "ମାନସ…

ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ; ୬୦ ବର୍ଷ ହେଲେ ଆପେ ଯିବେ ଭତ୍ତା ପୋର୍ଟାଲକୁ

ଭୁବନେଶ୍ବର: ସ୍କିଲ ମ୍ୟାପିଂ ହେଉଛି ସୁଭଦ୍ରା ହିତାଧିକାରୀଙ୍କ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଯାହା ପାଖରେ ଯାହା ଦକ୍ଷତା ଥିବ, ଏଆଇ ଆଧାରରେ ତାର ଅନୁଧ୍ୟାନ କରି ଅନ୍ୟ ବିଭାଗ ସହ ମିଶି ମହିଳାଙ୍କ ଅର୍ଥନୈତିକ ପ୍ରଗତି ପାଇଁ କାମ କରିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ…

ରାଜସୱ ନିରୀକ୍ଷକ ଚାକିରି ଆଶା ଦେଖାଇ ଯୁବକଙ୍କ ଠାରୁ ସାଢେ ୫ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

କେନ୍ଦୁଝର: ଚାକିରି ଦେବାକୁ କହି ଯୁବକଙ୍କ ଠାରୁ ଠକି ନେଲେ ସାଢେ ୫ ଲକ୍ଷ ଟଙ୍କା । ଏଭଳି ଖବର ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାରୁ । ଏହି ଠକେଇ ମାମଲାରେ ପୋଲିସ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା ରଞ୍ଜିତ…