Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଅତି ଜରୁରୀ ନ ଥିଲେ ଏସସିବି କୁ ଆସନ୍ତୁ ନାହିଁ’

କଟକ: କୋଲକାତାର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ତୀବ୍ର ହେଉଛି ଆନ୍ଦୋଳନ । ସମଗ୍ର ଦେଶ ସହ ଓଡିଶାର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ମାନେ । ଯାହାକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଏସସିବି…

ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ରିପୋର୍ଟ ପ୍ରସ୍ତୁତ

କଟକ: ଏସସିବିରେ ୨ ମହିଳାଙ୍କୁ ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ଦୁଷ୍କର୍ମ ଘଟଣାର ରିପୋର୍ଟ ପ୍ରସ୍ତୁତ ସରିଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ମିଶ୍ର । ତେବେ ରିପୋର୍ଟରେ ଯାହା ଅଛି, ତାହା ରାଜ୍ୟ ସରକାର ହିଁ ଜଣାଇବେ ବୋଲି କହିଛନ୍ତି ଡାକ୍ତର ସନ୍ତୋଷ…

ବଜ୍ରକାପ୍ତା ଚାଲାଣ ବେଳେ ୩ ଗିରଫ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କୋରାପୁଟ: ପୁଣି ଆଉ ଏକ ବଜ୍ରକାପ୍ତା ଜବତ । କୋରାପୁଟ ଜିଲ୍ଲା ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ଫରେଷ୍ଟ ଡିଭିଜନ ଓ ପୋଲିସ ସହାୟତାରେ ବଜ୍ରକାପ୍ତା ସହ ଏକ ଅଲ୍ଟୋ କାର ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ…

ରାଜଧାନୀରେ ଭୁଶୁଡିଲା ସ୍କୁଲ ପାଚେରୀ

ଭୁବନେଶ୍ବର: ଅସରାଏ ବର୍ଷାରେ ଭୁଶୁଡି ପଡିଛି ରାଜଧାନୀ ଛାତିରେ ଥିବା ସ୍କୁଲ କାନ୍ଥ । ଅଲ୍ପକେ ବଞ୍ଚିଗଲା ଅନେକ ଜୀବନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁନିଟ୍ ୯ ମହାରାଜା ହଲ ପଛପଟେ ଥିବା ଏକ ଘରୋଇ ସ୍କୁଲରେ । ତେବେ ଏହି ପାଚେରୀ ପଛପଟେ ଲୋକମାନେ ବସବାସ କରୁଥିବାରୁ ଏଥିରେ…

ତୀବ୍ର ହେବ ଡାକ୍ତର ଆନ୍ଦୋଳନ, ଯୋଗ ଦେବେନି ସରକାରୀ ଡାକ୍ତର

ଭୁବନେଶ୍ବର: କୋଲକାତାରେ ମହିଲା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଧିରେ ଧିରେ ତୀବ୍ର ହେଉଛି ଡାକ୍ତର ଆନ୍ଦୋଳନ । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଜୋର ସୋର ଦେଖିବାକୁ ମିଳିଛି । ଆଜି ଏହାକୁ ନେଇ କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର…

ସୃଷ୍ଟି ହେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟା ସତର୍କ ଜାରି

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୁଳ ଏବଂ ତତ-ସଂଲଗ୍ନ ବାଂଲାଦେଶ ଉପକୁଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ…

ଓଡ଼ିଶାର ଡିଜିପି ହେଲେ ବରିଷ୍ଠ ଆଇପିଏସ ଓ୍ୱାଇ ବି ଖୁରାନିଆ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ୱାଇବି ଖୁରାନିଆଙ୍କୁ ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ୧୯୯୦ ବ୍ୟାଚର ଏହି ଆଇପିଏସ୍ ଅଫିସରଙ୍କୁ ନିକଟରେ କେନ୍ଦ୍ର ସରକାର ତାଙ୍କ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇ ଦେଇଥିଲେ। ଏହାପରେ ସେ ଡିଜିପି ହେବା ନେଇ ଚର୍ଚ୍ଚା…

ଘରକୁ ବାହୁଡିଲେ ଅମିତ ରୋହିଦାସ: ମିଳିଲା ଭବ୍ୟ ସ୍ବାଗତ

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଘରକୁ ଫେରିଛନ୍ତି ହକି ତାରକା ତଥା ଓଡିଆ ମାଟିର ପୁଅ ଅମିତ ରୋହିତ ଦାସ । ଏହି ଅବସରରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି । ବିମାନବନ୍ଦରରେ ବିଜେପି ବିଧାୟକ ବାବୁ ସିଂ, ଭାରତୀୟ…

ହିନ୍ଦୁ ଜାଗରଣ ମଞ୍ଚ ପକ୍ଷକୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ, ଜାଣନ୍ତୁ କାହିଁକି..

ମାଲକାନଗିରି: ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ। ବନ୍ଦ ଡାକରା ଦେଇଛି ମାଲକାନଗିରି ହିନ୍ଦୁ ଜାଗରଣ ମଞ୍ଚ। ବାଂଲାଦେଶୀ ମୁସଲିମ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ପ୍ରତିବାଦ କରି ବନ୍ଦ ଡକରା ଦିଆଯାଇଛି। ଆଜି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ…

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ବାବୁ, ଚାଲିଛି ରେଡ଼୍

କେନ୍ଦ୍ରାପଡ଼ା: ଆକ୍ସନ ମୁଡରେ ଭିଜିଲାନ୍ସ। ଆଜି ସକାଳେ ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ରେଡ୍ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ଅତିରିକ୍ତ ଯୋଗାଣ…