Latest Odisha News

BREAKING NEWS

Browsing Category

ଓଡିଶା

Odisha

କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଚଢ଼ାଉ: ୮ ଗିରଫ

ରାୟଗଡ଼ା:କଲରାପତରିଆ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧିନରେ ଥିବା ରିବଲକଣାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବାଘ ଛାଲ ବେପାର କରୁଥିବା ବେଳେ ଜଙ୍ଗଲ ବଭାଗ କର୍ମଚାରୀମାନେ ୮ ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ…

ଜେଲରୁ ଆସି ପୁଣି ଚାକିରିରେ ଯୋଗଦେଲେ ଆଇଏଏସ୍ ଧୀମାନ ଚକମା, ଲାଞ୍ଚ ନେଇ ହୋଇଥିଲେ ନିଲମ୍ବିତ

ଭୁବନେଶ୍ବର: ଜେଲରୁ ବାହାରିବା ପରେ ପୁଣି ଚାକିରୀରେ ଯୋଗଦେଲେ ଚର୍ଚ୍ଚିତ ଆଇଏଏସ୍ ଧୀମାନ ଚକମା । ତାଙ୍କୁ ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ମିଳିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଥିବାବେଳେ, ଧୀମାନ ଚକମା ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ…

ଭୁବନେଶ୍ୱରରେ ବର୍ଷା ଓ କୁଆପଥର ମାଡ଼, ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଶନିବାର ଅପରାହ୍ନରେ ହଠାତ୍‌ ବଦଳିଗଲା ରାଜଧାନୀର ପାଗ। ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ବର୍ଷା, କୁଆପଥର, ବଜ୍ରପାତ ଓ ଜୋର ପବନ ଦେଖିବାକୁ ମିଳିଛି। ହଠାତ୍‌ ଆସିଥିବା ଏହି ଝଡ଼ବର୍ଷା ଲୋକଙ୍କୁ ଖରାରୁ ଆଶ୍ୱସ୍ତି ଦେଇଥିଲେ ମଧ୍ୟ କିଛି ସ୍ଥାନରେ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଉଦ୍ଧାର; ମୃତ୍ୟୁର କାରଣ ଅସ୍ପଷ୍ଟ

ଦେବଗଡ଼:ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ । ଦେବଗଡ଼ଜିଲ୍ଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଏକ ଅଣ୍ଡିରା ଶିଶୁ ଶାବକ ହାତୀର ଶବ ଉଦ୍ଧାର ହୋଇଛି। କେଉଁ କାରଣରୁ ମୃତ୍ୟୁ ଘଟିଛି ଜଣା ପଡ଼ି ନ ଥିବା ବେଳେ ତଦନ୍ତ ଚାଲିଛି ।…

ଏଆଇରେ ଓଡ଼ିଶା ଶାସନ ଲୋଗୋ ବିକୃତ, ଟ୍ରୋଲ ପରେ ଚେତିଲା ପ୍ରଶାସନ

ଭୁବନେଶ୍ୱର: ଏଆଇରେ ନିର୍ମିତ ପୋଷ୍ଟରରେ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଶାସନ’ ଲୋଗୋ ବିକୃତ ହୋଇଛି । ଏହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ର ଶିକାର ହୋଇଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ନାମ ପାଖରେ ଏକ ‘ଓଡ଼ିଶା ଶାସନ’ ଲୋଗୋ ରହିଛି । ଯେଉଁ ଲୋଗୋରେ ଓଡ଼ିଆ ଓ ହିନ୍ଦୀରେ…

ଟାଟା ଷ୍ଟିଲର ସୁଶାନ୍ତ କୁମାର ମିଶ୍ର ହେଲେ ଏମ୍‌ଇଏଆଇ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟରର ନୂତନ ଅଧ୍ୟକ୍ଷ  

ଭୁବନେଶ୍ୱର: ଟାଟା ଷ୍ଟିଲ୍‌‌ର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି)ର ଏଗଜିକ୍ୟୁଟିଭ୍‌-ଇନ୍‌-ଚାର୍ଜ ସୁଶାନ୍ତ କୁମାର ମିଶ୍ର, ମାଇନିଂ ଇଞ୍ଜିନିୟର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଏମ୍‌ଇଏଆଇ) ଭୁବନେଶ୍ୱର-ସୁକିନ୍ଦା ଚାପ୍ଟରର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।…

ଭିଜିଲାନ୍ସ ଜାଲରେ TPCODLର ଲାଇନମ୍ୟାନ

ଭୁବନେଶ୍ୱର: କଟକ ଜିଲ୍ଲାର ଜଣେ ଚାଷୀଙ୍କଠାରୁ ଏକ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଶନିବାର TPCODLର ଜଣେ ଲାଇନମ୍ୟାନଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ କଟକ ଜିଲ୍ଲାର TPCODL ଅଧୀନରେ ଥିବା…

ଭୁବନେଶ୍ୱରରେ ଅସହ୍ୟ ଗରମ ଓ ପ୍ରବଳ ଗୁଳଗୁଳି: ୪୭ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ଗୁଳଗୁଳି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିପକାଇଛି। ଆକାଶରୁ ନିଆଁ ଭଳି ବର୍ଷା ହେଉଥିବା ବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅତ୍ୟଧିକ ବୃଦ୍ଧି ପାଇଛି। ଏହି କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର…

ବୋର୍ଡ-ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ; ଜୁନ୍ ୩୦ ସୁଦ୍ଧା ୧୧୮୩ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ବର: ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଯୁକ୍ତି ନେଇ ଚିଠି ଜାରି କରିଛି ପବ୍ଲିକ୍ ଏଣ୍ଟରପ୍ରାଇସ୍ ବିଭାଗ । ବିଭାଗର ଲକ୍ଷ୍ୟ ଜୁନ ୩୦ ସୁଦ୍ଧା ୧ ହଜାର ୧୮୩ ଜଣଙ୍କୁ ନିଯୁକ୍ତି ଦେବା । ନିର୍ଦ୍ଦେଶ ଅନୁସାରେ ୧୭ଟି ବିଭାଗରେ ୩୨ଟି ବୋର୍ଡ…

ରାଜଧାନୀରେ ଛୁରାମାଡ, ୨ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଭଣଜା ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ବାଦଲ ଓଝା ଏବଂ ଆଲୋକ ଓଝା। ଆହତମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।…