Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ନିବାସୀ ଶ୍ରୀତମ ସାହୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିିଳିଛି। ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଅନ୍ୟ ୨ ଗୁରୁତର ଏବେ ବି ଚିକିତ୍ସାଧୀନ ରହିଛନ୍ତି। ୨୯…

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ପୌଷ କୃଷ୍ଣ ସପ୍ତମୀ ତିଥି । ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଅପରାହ୍ନ ୪ ଟାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ…

ଆଜି ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଆଜି ବଲାଙ୍ଗୀର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ଉଦଘାଟନ କରିବେ । ୨ ହଜାର ୭୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ । ଏହା ସହିତ ଆଜି ୩୦୫ କୋଟିର ଅନ୍ୟାନ୍ୟ ପ୍ରକଳ୍ପ ର ଉଦଘାଟନ ଓ ସହ ୨…

ସକାଳେ ମନ୍ତ୍ରୀ କହିଲେ ‘ନା’, ରାତିରେ ମନ୍ତ୍ରାଳୟର ଖାରଜ: ଦୋଷ ଲଦିଲେ ରାଜ୍ୟ ଉପରେ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବି ନେଇ ମଙ୍ଗଳବାର ସକାଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଦେଇଥିବା ବୟାନକୁ ରାତିରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଖଣ୍ଡନ କରିଛି। କେନ୍ଦ୍ର ସରକାର ଓ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ…

ଆବାସିକ ଭାବେ ପଞ୍ଜିକୃତ ଘର ବ୍ୟବସାୟିକ ବ୍ୟବହାର ହେଉଥିଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଘରୋଇ ସମ୍ପତ୍ତିକୁ ବାଣିଜ୍ୟିକ ଭାବେ ବ୍ୟବହାର କରାଯାଉଛି। ଏହାକୁ ନେଇ ଗମ୍ଭୀର ହୋଇଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)। ଏପରି ନକରିବାକୁ ବା କଟକଣା ଲଗାଇବକୁ ବିଏମସି ନିଷ୍ପତ୍ତି ନେଇଛି। ବିଏମସି ବିଶେଷ କରି ଏବେ ଘର ମାଲିକଙ୍କୁ ଟାର୍ଗେଟ କରିବ, ଯେଉଁମାନେ ସେମାନଙ୍କ…

କ’ଣ ଏହି ସିକେଲ ସେଲ୍ ରୋଗ, ଯାହା ସାରା ଦେଶରୁ ଓଡ଼ିଶାର ୨୦ଟି ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତ ୨୦୪୭ ସୁଦ୍ଧା ସିକେଲ ସେଲ୍ (ରକ୍ତ ଶିକୁଳି) ରୋଗକୁ ଦୂର କରିବା ଉଦ୍ଦେଶ୍ୟରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ନ୍ୟାସନାଲ ସିକଲ୍ ସେଲ୍ ଆନିମିଆ ଏଲିମିନେସନ ମିଶନ ନାମରେ ପରିଚିତ ଏହି…

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ସଂପୃକ୍ତ ବିଭାଗ ସମନ୍ବୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ସମ୍ମିଳନୀ ଆୟୋଜନ କରାଯିବ । ଏଥି ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା…

ହାଇଓ୍ବା ଚଢିଯିବାରୁ ଦୁଇ ସ୍କୁଟି ଆରୋହୀ ମୃତ, ଡ୍ରାଇଭର ଫେରାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ । ସହର ପଟୁ ସ୍କୁଟିରେ ଯାଉଥିବା ବେଳେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ଏକ ହାଇୱା ଦୁଇ ସ୍କୁଟି ଆରୋହୀକୁ ଚାପି ଦେଇ ଫେରାର ହୋଇଛି ।…

ଆଦିବାସୀ ଏମିତିକା ନାଚି ପ୍ରତିବାଦ କଲେ ଯେ ଜିଲ୍ଲାପାଳ ବି ଶୁଣିଲେ! ଜାଣନ୍ତୁ କ’ଣ ରହିଛି ମାମଲା

କେନ୍ଦୁଝର: ସାଧାରଣତଃ ଅଧିକାଂଶ ଲୋକ ଖୁସି ଜାହିର କରିବାକୁ ଯାଇ ଆତ୍ମବିଭୋର ହୋଇ ନାଚି ପକାନ୍ତି। କିନ୍ତୁ ଏଭଳି କ'ଣ ହେଲା ଯେ ଲୋକେ ନାଚି ନାଚି ପ୍ରତିବାଦ କରିଛନ୍ତି? ହଁ ତାପୁଣି କେନ୍ଦୁଝରରେ। କିନ୍ତୁ ବଡ଼ ପ୍ରଶ୍ନ ହେଲା ଯେଉଁ ପ୍ରସଙ୍ଗରେ ଏହି ପ୍ରତିବାଦ କରିଛନ୍ତି ତାହା ଚିନ୍ତାଜନକ…

ନାମଲେଖା ବେଳେ ଛାତ୍ରଛାତ୍ରୀ ଦେବେ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ

ନୂଆଦିଲ୍ଲୀ: ଏଣିକି ନାମଲେଖା ବେଳେ ଛାତ୍ରଛାତ୍ରୀ ଦେବେ ନିଶାମୁକ୍ତି ଘୋଷଣାନାମା ବା ଆଣ୍ଟି-ଡ୍ରଗ୍‌ ଡିକ୍ଲାରେସନ। ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନାମଲେଖାବେଳେ ଛାତ୍ରଛାତ୍ରୀ ଘୋଷଣାନାମା ଦାଖଲ କରିବେ। ନିଶାଠାରୁ ଛାତ୍ରୀଛାତ୍ରଙ୍କୁ ଦୂରେଇ ରଖିବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ ଏକ ବଡ…