Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୦ ଡିଗ୍ରୀ ତଳେ ୧୦ସହର : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର: ଜାଡରେ ଥରୁଛି ସାରା ଓଡିଶା । ଅସହ୍ୟ ଶୀତ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିଦେଇଛି । ଶୀତରୁ ରକ୍ଷା ପାଇବା ପାଇଁ କିଏ ନିଆଁ ପୋଇଁ ହେଉଛି ତ କିଏ ବ୍ୟାୟାମ କରୁଛି । ସକାଳୁ ସକାଳୁ ଚା ଦୋକାନରେ ବି ଭିଡ ପରିଲକ୍ଷିତ ହେଉଛି । ୧୦ ଡିଗ୍ରୀ ତଳେ ରହିଛି ୧୦ ସହର  । ୬.୫ ଡିଗ୍ରୀ ସହ…

ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ ସମ୍ବଲପୁର ଉନ୍ନୟନ କର୍ତ୍ତୁପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର । ସକାଳୁ ସକାଳୁ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘରେ ରେଡ୍ କରାଯାଉଛି । ଜୁନିଅର୍ କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ବି ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ…

ଦେବଗଡରୁ ଅପହୃତ ପିହୁ ସୁନ୍ଦରଗଡରୁ ଉଦ୍ଧାର: ପୋଲିସକୁ ପରିଚୟ ସହ ଫୋନ ନମ୍ବର ବି ଦେଲା କୁନିଝିଅ

ଦେବଗଡ:ଉଦ୍ଧାର ହେଲା କୁନି ଝିଅ ପିହୁ । ଦେବଗଡ ମୁଖ୍ୟ ବଜାରରୁ ଗତକାଲି ସନ୍ଧ୍ୟାରେ ସମସ୍ତଙ୍କ ସାମ୍ନାରେ ପିହୁକୁ ଉଠାଇ ନେଇ ପଳାଇଥିଲେ ଦୁର୍ବୃତ୍ତ  । ଆଜି ତାକୁ ସୁନ୍ଦରଗଡ ଜିଲ୍ଲା ବଡଗାଁର ଏକ ପୋଲ ତଳୁ ଉଦ୍ଧାର କରିଛି ପୋଲିସ । ସବୁଠାରୁ ବଡକଥା ହେଲା, କୁନି ପିହୁ ପୋଲିସକୁ ନିଜ ପରିଚୟ…

ରାଉରକେଲାରେ ଥମୁନି ଝାଡାବାନ୍ତି; ପୁଣି ଆଖି ବୁଜିଲେ ୨, ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲା

ରାଉରକେଲା:ରାଉରକେଲାରେ ବଢୁଛି ଝାଡାବାନ୍ତି । ୮ ଦିନ ବିତି ଯାଇଥିଲେ ବି ଲଗାମ ଲାଗିପାରୁନି  । ଗତକାଲି ପୁଣି ଡାଇରିଆରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ  ସେକ୍ଟର ୨୧ ନୟାବଜାରର ସରୋଜନୀ ଖଣ୍ଡାୟତ(୪୦ବର୍ଷ) ଏବଂ କିସାନଟୋଲାର ବିଜୟ କିସାନ(୫୨ ବର୍ଷ) । ଏହାକୁ ମିଶାଇ ୩…

ଛାତ୍ରୀଙ୍କୁ ପ୍ରେମକରି ବନ୍ଧାହେଲେ ଶିକ୍ଷକ

ଶେରଗଡ: ଜଣେ ନାବାଳିକା ଛାତ୍ରୀଙ୍କୁ ପ୍ରେମ କରି ବନ୍ଧାହେଲେ ଶିକ୍ଷକ । ସୋମବାର ଗଞ୍ଜାମ ଜିଲା ଶେରଗଡ ବ୍ଲକ ବି. ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ପୋଲିସ ଜିମା ଦେଇଥିଲେ । ନାବାଳିକା ଛାତ୍ରୀଙ୍କ ବାପାଙ୍କ ଏତଲା କ୍ରମେ ପୋଲିସ ସମ୍ପୃକ୍ତ…

ଦଶମରେ ଡ୍ରପ୍ ଆଉଟ ତାଲିକାରେ ଓଡ଼ିଶା ପ୍ରଥମ

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତରେ ୨୦.୬ ପ୍ରତିଶତ ଛାତ୍ରୀଛାତ୍ର ଦଶମରେ ପାଠ ପଢା ଛାଡିଛନ୍ତି । ଦେଶରେ ୪୯.୯ ପ୍ରତିଶତ ଛାତ୍ରଛାତ୍ରୀ ଦଶମରେ ପାଠ ପଢା ଛାଡ଼ିଛନ୍ତି । ଦେଶରେ ଏହି ତାଲିକାରେ ଓଡ଼ିଶା ପ୍ରଥମରେ ରହିଛି । ସେହିପରି ୪୨.୧ ପ୍ରତିଶତ ସହିତ ବିହାର ଦ୍ୱିତୀୟ, ତୃତୀୟରେ…

ଅଣଓଡ଼ିଆ ହୋଇ ଓଡ଼ିଆଙ୍କୁ ଅନ୍ଧ କହିବା ରାଜ୍ୟବାସୀଙ୍କ ପାଇଁ ଲଜ୍ଜା: ବିଜେପି

ଭୁବନେଶ୍ୱର: ରୂପାନ୍ତରୀକରଣ ନାଁରେ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଛି। କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିବା ଭି କେ ପାଣ୍ଡିଆନ ଓଡ଼ିଆ ଲୋକଙ୍କୁ ଅନ୍ଧ କହୁଛନ୍ତି। ଏହା ରାଜ୍ୟବାସୀଙ୍କ ପାଇଁ ଲଜ୍ଜା ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର। ଭି କେ ପାଣ୍ଡିଆନ ଓଡ଼ିଶା…

ଆଜିଠୁ କଂଗ୍ରେସର “ଦେଶ ପାଇଁ ଦାନ” ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୧୮ ଡିସେମ୍ବର ଠାରୁ ୨୮ ଡିସେମ୍ବର ଦଶ ଦିନ ପର୍ଯ୍ୟନ୍ତ ଭାରତ ବର୍ଷର ଜନସାଧାରଣଙ୍କ ପାଖରୁ “ଦେଶ ପାଇଁ ଦାନ” କାର୍ଯ୍ୟକ୍ରମ ଜାରି ରହିବ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମ…

ବିଜେବି କଲେଜ ପୁରାତନ ଛାତ୍ର ସଂଘ ର “ବିଜେବି ଫ୍ରେଣ୍ଡସ” ବନ୍ଧୁ ମିଳନ ଉତ୍ସବ

ଭୁବନେଶ୍ୱର: ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ" ର ବନ୍ଧୁ ମିଳନ ଉତ୍ସବ ଗତକାଲି (ରବିବାର) ବିଜେବି କଲେଜ ପ୍ରାଙ୍ଗଣରେ ଆୟୋଜିତ ହୋଇ ଯାଇଛି । ସକାଳୁ ସକାଳୁ ବକ୍ସି ଜ୍ୟୋତି କଲେଜ ପ୍ରାଙ୍ଗଣରେ ପହଞ୍ଚିବା ପରେ ବକ୍ସି ଜଗବନ୍ଧୁ ଓ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ…

ବିଜୁଳି ଭିତ୍ତିଭୂମି ବିକାଶ ନାଁରେ ୧୫ ହଜାର କୋଟି ବ୍ୟୟବରାଦ ଆଉ ଏକ ମହାଠକେଇ: କଂଗ୍ରେସ

ଭୁବନେଶ୍ୱର: ବିଜୁଳି ଭିତ୍ତିଭୂମି ବିକାଶ ନାଁରେ ହୋଇଛି ମହାଠକେଇ। ଏହା କହି ସରକାରଙ୍କ ବିରୁଦ୍ଧରେ ଆଉ ଏକ ଠକେଇର ଅଭିଯୋଗ ଆଣିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ସେ ଏପରି କହିଛନ୍ତି। ବିଜୁଳି ବିଭାଗର ଭିତ୍ତିଭୂମିର…