Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ରାଜ୍ୟର ୫୭ଟି ସଂରକ୍ଷିତ ବିଧାନସଭା ନର୍ବାଚନ ମଣ୍ଡଳୀରେ ନେତୃତ୍ୱ ବିକାଶ ମିଶନକୁ ତୃଣମୂଳସ୍ତରରୁ ସୁଦୃଢ଼…

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ନେତୃତ୍ୱ ବିକାଶ ମିଶନ (ଏଲଡିଏମ)ର ସମୀକ୍ଷା ବୈଠକ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ…

ବଡଦାଣ୍ଡରେ ହେବ ଗ୍ରୀନ୍ କରିଡର ରାସ୍ତା; ବ୍ୟାଟେରୀ ଗାଡ଼ିରେ ଯାତାୟତ କରିବେ ଭକ୍ତ

ପୁରୀ: ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ଯାତାୟତରେ ସୁବିଧା ପାଇଁ ଜଗନ୍ନାଥ ବଲ୍ଲଭ ପାର୍କିଂ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣ ଯାଏଁ ହେବ ଗ୍ରୀନ୍ କରିଡର ରାସ୍ତା । ଏହି ରାସ୍ତାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବସ୍ ଓ ବ୍ୟାଟେରୀ ଚାଳିତ ଗାଡ଼ି ମାଧ୍ୟମରେ ଭକ୍ତମାନେ ଯାତାୟତ…

ପିସିସି ପକ୍ଷରୁ ଡ. ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର: ଆଜି ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବିଆର ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ । ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସ…

ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ, ଦୀର୍ଘ ଦିନ ଧରି ଥିଲା ଅସୁସ୍ଥ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ବିରଳ ହଳଦିଆ ଆନାକୋଣ୍ଡା ସାପର ମୃତ୍ୟୁ ହୋଇଛି । ସାପଟିର ବୟସ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । କିଛି ଦିନ ହେବ ଆନାକୋଣ୍ଡା ସାପଟି ଅସୁସ୍ଥଥିବାବେଳେ, ଗତକାଲି ଠାରୁ ସାପଟି ଖାଦ୍ୟ ଖାଉନଥିଲା । ଏହାସହ ବୁଲାବୁଲି କରି…

୬୧ ତମ ଗୃହରକ୍ଷୀ ଦିବସ: ଭୁବନେଶ୍ଵର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ମହାସମାରୋହରେ ପାଳିତ

ଭୁବନେଶ୍ଵର: ଆଜି ୬୧ ତମ ଗୃହରକ୍ଷୀ ଦିବସ । ଭୁବନେଶ୍ଵର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ବିଭାଗରେ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କ ଦ୍ଵାରା ଏକ ପ୍ୟାରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।…

ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା : ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ଲକ୍ଷ

ଭୁବନେଶ୍ବର: ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ହାତୀ ମଣିଷ ଲଢେଇ  । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି  । ତ କେତେବେଳେ ହାତୀର ଜୀବନ ଯାଉଛି । ତେବେ ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ । ସେ କହିଛନ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ…

କାହିଁକି ଜେଲରେ ଆତ୍ମହତ୍ୟା କଲେ ବିଚାରଧୀନ କଏଦୀ ? କାରଣ ଖୋଜୁଛି ପୋଲିସ

ଯାଜପୁର: ରଗଡି ସବଜେଲରେ ବିଚାରଧୀନ କଏଦୀ ଙ୍କ ଆତ୍ମହତ୍ୟା। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୧୧ଟା ବେଳେ  ଜେଲ ଭିତରେ ଥିବା ନିର୍ମାଣଧୀନ ଗୃହ ମଧ୍ୟରେ କଏଦୀ ଜଣକ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀ ଙ୍କ ସହାୟତା ରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ବାତ୍ୟା: କୋହଲା ପାଗକୁ ଲାଗି ରହିଛି ବର୍ଷା

ଭୁବନେଶ୍ୱର: ଦୁର୍ବଳ ହୋଇଛି ବାତ୍ୟା ମିଗଜୋମ । ଏବେ ଉତ୍ତରପୂର୍ବ ତେଲେଙ୍ଗାନା ଅଞ୍ଚଳରେ ସକ୍ରିୟ ଅବପାତ ଦୁର୍ବଳ ହୋଇ ଏବେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆଜି ସକାଳ ୮.୩୦ରେ ଉତ୍ତର-ପୂର୍ବ ତେଲେଙ୍ଗାନା ପାଶ୍ୱବର୍ତ୍ତୀ ଦକ୍ଷିଣ ଛତିଶଗଡ-ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ତତସଲଂଗ୍ନ…

ସମ୍ପର୍କୀୟ କହି ଜିତିଲେ ବିଶ୍ଵାସ, ଶେଷରେ ଚୂନା ଲଗାଇ ଚୋରି କରିନେଲେ ଗାଡି

ଉଦଳା: ପ୍ରଥମେ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟ ସାଜିବାର ଅଭିନୟ କଲେ । ପରେ ପରିବାର ସଦସ୍ୟଙ୍କୁ ସାହାର୍ଯ୍ୟ କଲେ । ଶେଷରେ ଚିତା କାଟି ରୋଗୀଙ୍କ ସମ୍ପର୍କୀୟଙ୍କ ଗା଼ଡି ଚୋରି କରି ନେଇଗଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଚିକିତ୍ସାଳୟରେ । ଆଉ ଏ ସବୁ ଘଟଣାର କଏଦ…

ମଙ୍ଗୁ ମଠର ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ସଂଖ୍ୟାଲଘୁ କମିଶନ

ପୁରୀ: ପୁରୀରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ । ମଙ୍ଗୁ ମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷ ସର୍ଦ୍ଦାର ଇକବାଲ ସିଂ ଲାଲପୁରାଙ୍କ ସହ ଆଜି ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୁରୁଦ୍ୱାର କମିଟିର ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପ୍ରଶାସନ ସହ ମଠ…