Latest Odisha News

BREAKING NEWS

Browsing Category

ଓଡିଶା

Odisha

ରତ୍ନଭଣ୍ଡାର ଖୋଲିବା ପରେ ବଡ ବୟାନ ଦେଲେ ମୁଖ୍ୟ ପ୍ରଶାସକ

ପୁରୀ: ୪୬ ବର୍ଷ ପରେ ପୁଣି ସେହି ଐତିହାସିକ ଦିନ । ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ରତ୍ନଭଣ୍ଡାର ଭିତର ତଦାରଖ କରି ରତ୍ନ ସିଫ୍ଟ କରିଛନ୍ତି ନିୟୋଜିତ ୧୧ ଜଣିଆ ସଦସ୍ୟ । ତେବେ ଏହା ପରେ ରତ୍ନଭଣ୍ଡାର ବାହାରକୁ ଆସିବା ପରେ ବଡ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ…

ଏସବୁ ଜିଲ୍ଲାରେ ବଜ୍ରପାତ ସାଙ୍ଗରୁ ବିଜୁଳି ଓ ଘଡ଼ଘଡ଼ି, ପ୍ରବଳ ବର୍ଷା ନେଇ ୩ ଘଣ୍ଟିଆ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭଲ ବର୍ଷା ରେକର୍ଡ଼ ହୋଇଛି। ଆସନ୍ତା ୧୭ ତାରିଖ ଯାଏଁ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ, ବିଜୁଳି…

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୨୭ ପଦକ 

ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା (ଜୋନ୍ ଏ) ଉଦଯାପିତ ହୋଇଯାଇଛି। କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା। ଯୁବ ବର୍ଗରେ ଓଡ଼ିଶା ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୩ଟି…

ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣା: ଶିଶୁଭବନରେ ଆଖି ବୁଜିଲା ୧୧ ଦିନର ଶିଶୁ

କଟକ: ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଶିଶୁ ଭବନରେ ଚିକିତ୍ସାଧୀନ ଜଣେ ୧୧ ଦିନର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହୋଇଥିବା ସୂଚନା ରହିଛି। ମୃତ୍ୟୁ ନେଇ ସୂଚନା ଦେଲେ ଶିଶୁ ଭବନ ଅଧୀକ୍ଷକ। ଗତକାଲି ଅଗ୍ନିକାଣ୍ଡ ପରେ ଶିଶୁଟିକୁ…

ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର

ଗଞ୍ଜାମ: ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଥିବା ଖବର ଆସିଛି। ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଏହି ଅଘଟଣ ଘଟିଛି। ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇଛନ୍ତି। ତେବେ ଘଟଣାରେ ୪ ଶିଶୁଙ୍କୁ ବ୍ରହ୍ମପୁର…

ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଅଚେତ ହୋଇପଡ଼ିଲେ ପୁରୀ ଏସପି !

ପୁରୀ: ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ବେହରଣ ଦ୍ୱାର ନିକଟରେ ଅତେତ ହୋଇଥିବା ସୂଚନା ମିଳିଛି। ଏସ୍‌ପି ଅସୁସ୍ଥ ନେଇ ଗଣେଶ ସିଂହାରୀଙ୍କଠାରୁ ସୂଚନା ମିଳିଛି। ଅଚେତ ପରେ ଏସପିଙ୍କୁ ଚିକିତ୍ସା କରିଛନ୍ତି ଡାକ୍ତର।…

ରତ୍ନଭଣ୍ଡାର ଖୋଲିବା ନେଇ ଖୁସି ବ୍ୟକ୍ତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି କୋଟି କୋଟି ଜଗନ୍ନାଥ ପ୍ରେମୀ ଉତ୍କଣ୍ଠାରେ । ଦୀର୍ଘ ୫ ଦଶନ୍ଧିର ଅପେକ୍ଷା ପରେ ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ଧିରେ ଧିରେ ଭିତରକୁ ପ୍ରବେଶ କରୁଛନ୍ତି ନିର୍ଦ୍ଧାରିତ ସଦସ୍ୟ । ଏହାପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ ବିଷୟରେ ଅବଗତ ହେବେ ଓଡିଶାବାସୀ । ଏହାରି ଭିତରେ…

ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ମହତ ଉଦ୍ଦେଶ୍ୟ ନେଇ ଖୋଲାଗଲା ରତ୍ନଭଣ୍ଡାର: ମୁଖ୍ୟମନ୍ତ୍ରୀ

ପୁରୀ: ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର। ଅନ୍ତ ହେଲା ଦୀର୍ଘ ବର୍ଷର ଅପେକ୍ଷା। ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି…

୧ଟା ୨୮, ଶୁଭ ମୁହୂର୍ତ୍ତରେ ଖୋଲିଲା ରତ୍ନଭଣ୍ଡାର

ପୁରୀ: ଅନେକ ବର୍ଷର ଅପେକ୍ଷାର ହେଲା ଅନ୍ତ । ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର । ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ…

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ପାଇଁ ସ୍ବତନ୍ତ୍ର ସିନ୍ଦୁକ, କାଠ ଉପରେ ପିତଳ ଛାଉଣୀ

ପୁରୀ: ଆଉ ମାତ୍ର କିଛିଟା ମୁହୂର୍ତ୍ତ । ୪୬ ବର୍ଷ ପରେ ଖୋଲିବ ମଣିମାଙ୍କ ରତ୍ନଭଣ୍ଡାର । ଏହାରି ଭିତରେ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ  ନିର୍ଦ୍ଧାରିତ ୧୧ଜଣ ସଦସ୍ୟମାନେ ଶ୍ରୀମନ୍ଦିରରେ ପ୍ରବେଶ କରିସାରିଲେଣି । ଏଥିପାଇଁ ପୁରୀ ଶ୍ରୀମନ୍ଦିରେ ଆସି ପହଞ୍ଚିଛି ସ୍ବତନ୍ତ୍ର ବରାଦରେ ତିଆରି…