Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କଲା ପୁରୀ ୪୨ ମୌଜାର ପ୍ରତିନିଧି ଦଳ

ପୁରୀ: ଆଜି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ପୁରୀର ସାତ ସାହି ୪୨ ମୌଜରା ପ୍ରତିନିଧି ଦଳ । ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ବରେ ଶହଶହ ପୁରୀବାସୀ ଙ୍କ ସମେତ ବଡଦାଣ୍ଡ ବଡବଜାର ଉଠାଦୋକାନୀ ମାନେ ପ୍ରକଳ୍ପ କାର୍ଯ୍ୟକୁ ବୁଲି…

ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସୂଚନା: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ୫ ଜିଲ୍ଲାରେ ରବିବାର ଛୁଟି ବାତିଲ

ଭୁବନେଶ୍ୱର:ବାତ୍ୟ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଆନ୍ଧ୍ର, ତାମିଲନାଡୁ, ପୁଡୁଚେରୀ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବାତ୍ୟା ସତର୍କତା ଜାରି କରିଛି ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅଧିକ ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହେବ ଏଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ…

ପାରାଦୀପ ବନ୍ଦର ଦେଇ ହେଉଛି ଡ୍ରଗ୍ସ କାରବର ! ଇଣ୍ଡୋନେସିଆରୁ ଆସି ଡେନମାର୍କ ଯାଇଥାନ୍ତା ୨୨୦ କୋଟିର କୋକେନ

ପାରାଦୀପ:ବଢୁଛି ବ୍ରାଉନସୁଗର କାରବାର । ଏହି ନିଶା କାରବାରର ଚେର ରାଜ୍ୟରୁ ବିଦେଶ ଯାଏ ଲମ୍ବିଛି । ଇଣ୍ଡୋନେସିଆଠାରୁ ଓଡ଼ିଶା ପୁଣି ଓଡ଼ିଶାରୁ ଡେନମାର୍କ ଦେଇ ଚାଲିଛି ଏହି କାରବାର । ହେଲେ କାହାରି ନଜରକୁ ଆସୁନି ।  ପାରାଦୀପ ବନ୍ଦର ଦେଇ କୋଟି କୋଟି ଟଙ୍କାର କୋକେନ କାରବାର ହେଉଛି ।…

ଶାଢୀରେ ଚମକୁଛି ଓଡିଶାର ସଂସ୍କୃତି, ବୋଇତ ବନ୍ଦାଣ ଡିଜାଇନ କରି ଚର୍ଚ୍ଚାରେ ବାନ୍ଧଶିଳ୍ପୀ

ସୋନପୁର: ଯୁଗ ବଦଳିଛି ତା ସହ ବଦଳିଛି ଲୋକଙ୍କ ରୁଚି । ଲୋକଙ୍କ ରୁଚି ଅନୁସାରେ କାରିଗରମାନେ ମଧ୍ୟ  ନିଜର ଯାଦୁକରୀରେ କରିଥାନ୍ତି କଳାର ନିଦର୍ଶନ l ବିଶେଷ ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ରହିଥିବା ବାନ୍ଧ ଶିଳ୍ପୀମାନେ ସମୟ ସହ ତାଳ ଦେଇ କରିଥାନ୍ତି ନୂତନ ନୂତନ ଡିଜାଇନ l ତେବେ ଏଭଳି ଏକ…

ପିଏଲଜିଏ ୨୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଲାଗିଲା ମାଓ ବ୍ୟାନର

ନୂଆପଡା: ଆଜିଠାରୁ ଡିସେମ୍ବର ଆଠ ତାରିଖ ଯାଏ ମାଓବାଦୀ ପାଳିବେ ପିଏଲଜିଏ ସପ୍ତାହ । ପିଏଲଜିଏର ୨୩ବର୍ଷ ପୂର୍ତ୍ତି ଅଵସର ମାଓବାଦୀ ମାନେ ଏହି ସପ୍ତାହକୁ ଜୋର ସୋରରେ ପାଳନ କରିବା ପାଇଁ ଆହ୍ୱାନ କରିଛନ୍ତି । ଏଥିପାଇଁ ନୂଆପଡାରେ ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସମସ୍ତ ବ୍ୟାନର ଲାଲ ରଙ୍ଗର…

ପୁରୀରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରିଛନ୍ତି । ପୁରୀ ଗସ୍ତରେ ଯାଇ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼…

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦ୍‌ଘାଟିତ,ଭାଗ ନେଲେ ୧୧୪ ବାଲୁକା ଶିଳ୍ପୀ

ପୁରୀ: ଚନ୍ଦ୍ରଭଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବକୁ ପର୍ଯ୍ୟଟନ ତଥା ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏବଂ ଆଇଟି, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଉଦ୍‌ଘାଟନ କରିଥିଲେ । ଏଥିରେ…

ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ମହୋତ୍ସବ ଉଦ୍‌ଘାଟିତ,ହୃଦୟକୁ ଛୁଇଁଲା ଭାରତନାଟ୍ୟମ

ପୁରୀ: ପ୍ରତିବର୍ଷ ପରି ଆଜିଠାରୁ କୋଣାର୍କ ସୂର୍ଯ୍ୟମନ୍ଦିର ପାଦ ଦେଶରେ ଆରମ୍ଭ ହୋଇଛି ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ମହୋତ୍ସବ । ଏହି ମହୋତ୍ସବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଭର୍ଚୁଆଲ୍ ମୋଡ୍ ରେ ଉଦ୍‌ଘାଟିତ ହୋଇଯାଇଛି । ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ପର୍ଯ୍ୟଟନ…

କୋଣାର୍କ,ସୋନାପୁର,ଭିତରକନିକାରେ ଆରମ୍ଭ ହେଲା ଇକୋ ରିଟ୍ରିଟ୍‌

ଭୁବନେଶ୍ୱର: ଇକୋ ରିଟ୍ରିଟ୍‌ର ପଞ୍ଚମ ସଂସ୍କରଣ କୋଣାର୍କ,ସୋନାପୁର ଓ ଭିତରକନିକାଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ୍‌ରେ ଉଦ୍‌ଘାଟନ କରିଥିଲେ । କ୍ରମାଗତ ଭାବରେ ସଫଳତାର ସହିତ ଚାରୋଟି ସଂସ୍କରଣର ଆୟୋଜନ କରିଛି ପର୍ଯ୍ୟଟନ ବିଭାଗ । ଓଡିଶା…

ପୂର୍ବତଟ ରେଳପଥର ସିପିଆରଓ ମୁଖ୍ୟ ହେଲ ଅଶୋକ କୁମାର ମିଶ୍ର

ଭୁବନେଶ୍ବର: ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବେ ଅଶୋକ କୁମାର ମିଶ୍ରଙ୍କ ଯୋଗଦାନ । ଭାରତୀୟ ରେଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ସେବା (ଆଇଆରଏସଇଇ) ର ୨୦୧୧ ବ୍ୟାଚ୍ ର ଅଧିକାରୀ ଅଶୋକ କୁମାର ମିଶ୍ର । ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନସମ୍ପର୍କ ଅଧିକାରୀ…