Latest Odisha News

BREAKING NEWS

Browsing Category

ଓଡିଶା

Odisha

ପହଣ୍ଡି ଅଘଟଣକୁ ନେଇ ବର୍ଷିଲେ ଭର୍ତ୍ତୃହରି: କହିଲେ, ତଦନ୍ତ ନୁହେଁ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ

ଭୁବନେଶ୍ୱର: ପହଣ୍ଡି ଅଘଟଣକୁ ଦୁଃଖଦ କହିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଆଡପ ବିଜେ ପହଣ୍ଡି ବେଳେ ବଡ ଠାକୁର ବଳଭଦ୍ର ପଡିଯିବା ଘଟଣାରେ ଦେଲେ ବଡ ବୟାନ। କହିଲେ ତଦନ୍ତ ନୁହେଁ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ବଡଠାକୁର ଗଳିପଡିବା ବଡ ଦୁଃଖଦାୟକ ବୋଲି କହିଛନ୍ତି ଭର୍ତ୍ତୃହରି ।…

ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ପାଇଁ ଓଡିଶାର ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଅପରାହ୍ନ ୫ଟା ୧୫ମି.ରେ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର,…

ଦେଶୀ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ଵର: ରାଜଧାନୀରେ ଚାଲିଛି ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ। ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ନନ୍ଦନକାନନ ପୁଲିସ ଜଣେ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ସୂଚନା ଆଧାରରେ ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଦେଶ…

ଫସିଯିବେ ଅଭିନେତ୍ରୀ ରିୟା ଦେ !

ଭୁବନେଶ୍ବର: ବଢିଲା ଜଣାଶୁଣା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ । ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ରିୟା ଓ ତାଙ୍କ ସ୍ବାମୀ ସୁନିଲ ଦଳାଇ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ନେଇ ଘରୋଇ ସହାୟିକା ଚନ୍ଦ୍ରଶେଖରପୁର…

ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି: ପହଣ୍ଡି ଅଘଟଣ ଯେପରି ପୁନରାବୃତ୍ତି ନହେବ, ତାହା ସୁନିଶ୍ଚିତ କରିବାକୁ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପହଣ୍ଡି ଅଘଟଣ ଯେପରି ପୁନରାବୃତ୍ତି ନହେବ, ସେନେଇ ସୁନିଶ୍ଚିତ କରିବାକୁ ଅନୁରୋଧ କଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି,…

ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ କେନ୍ଦ୍ରୀୟ ଜିଏସଟି ଅଧିକାରୀ, ମାଡି ବସିଲା ସିବିଆଇ

ଭୁବନେଶ୍ୱର: ସିବିଆଇ ଜାଲରେ ଜଣେ କେନ୍ଦ୍ରୀୟ ଜିଏସଟି ଅଧିକାରୀ। ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡ଼ିଛନ୍ତି ବ୍ରହ୍ମପୁର ସ୍ଥିତ କେନ୍ଦ୍ରୀୟ ଜିଏସଟି କାର୍ଯ୍ୟାଳୟର ଅଧିକ୍ଷକ ମନୋଜ କୁମାର ସୁବୁଦ୍ଧି। ଲାଞ୍ଚ ନେବା ବେଳେ ସିଜିଏସଟିର…

ଜୟନାରାୟଣଙ୍କୁ କେମିତି ମନାଇବ ବିଜେପି ?

ଭୁବନେଶ୍ବର: ବିଜେପି ବିରୋଧୀ ସିଟରେ ଥିବା ବେଲେ ଗର୍ଜୁଥିଲେ ଜୟନାରାୟଣ । କଥା କଥାରେ ବିଜେଡି ସରକାର ଓ ଭିକେ ପାଣ୍ଡିଆନଙ୍କୁ ଦେଉଥିଲେ କଡା ଟକ୍କର । ବିରୋଧୀ ଦଳ ନେତା ଭାବେ ବିଜେଡି ଟାର୍ଗେଟରେ ବି ରହିଥିଲେ। ବିଜେପି ସରକାର କ୍ଷମତାକୁ ଆସିବାର ବହୁ ପୂର୍ବରୁ ବିଜେପିର ସ୍ବର ପାଲଟିଥିଲେ ।…

ଗୃହ ବିଭାଗକୁ ବଦଳି ହେଲେ ବିବାଦୀୟ ଆଇପିଏସ ଅଫିସର ଆଶିଷ ସିଂ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ବଦଳି । ଗୃହ ବିଭାଗ ଓଏସଡି ଭାବେ ଆଶିଷ ସିଂଙ୍କୁ ନିଯୁକ୍ତ କଲେ ମୋହନ ସରକାର । ପୂର୍ବ ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଆଇଜି ଆଶିଷ ସିଂ । ଯାହଙ୍କୁ ଆଜି ଗୃହ ବିଭାଗକୁ ବଦଳି କରାଯାଇଛି । ଏନେଇ ଗୃହ…

ଦିନକୁ ଦିନ ବଢୁଛି ସାଇବର ଠକଙ୍କ ଦୌରାତ୍ମ୍ଯ, ୬ ମାସରେ ୩୬ କୋଟି ଲୁଟିଲେ

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ସାଇବର ଠକଙ୍କ ଦୌରାତ୍ମ୍ଯ। ଶିକାର ହେଉଛନ୍ତି ଜନତା। ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି। ସାଇବର ଲୁଟେରାଙ୍କ ଟାର୍ଗେଟରେ ଅଛନ୍ତି ସାଧାରଣ ଜନତା । ୨୦୨୪ ଜାନୁଆରୀରୁ ଜୁନ୍ ମାସ ଅର୍ଥାତ୍ ଗତ…

ଅଡ଼ୁଆରେ ଅଭିନେତ୍ରୀ ରିୟା, କଟକକୁ ସ୍ଥାନାନ୍ତର ହେଲା ନିର୍ଯାତନା ମାମଲା

କଟକ: କଟକ ସ୍ଥାନାନ୍ତର ହେଲା ଅଭିନେତ୍ରୀ ରିୟା ଦେଙ୍କ ନାଁରେ ଥିବା ମାମଲା । ଚନ୍ଦ୍ରଶେଖରପୁର ଥାନାରେ ଦାୟର ହୋଇଥିବା ମାମଲା ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ୨ ଦିନ ତଳେ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିନେତ୍ରୀଙ୍କ ନାମରେ ଅଭିଯୋଗ ହୋଇଥିଲା। ସୂଚନା…