Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରର ବିକାଶ ପାଇଁ ନୂଆ ପଦକ୍ଷେପ ନେବାକୁ ବିଡିଏକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ବିଡିଏର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନତି ଭବନରେ ଭେଟିଥିଲେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ବିଡିଏର ବରିଷ୍ଠ ଅଧିକାରୀ। ବୈଠକରେ ବିଡିଏର ଅଧ୍ୟକ୍ଷ ଭାବେ…

ନର୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଅଡ଼ୁଆ ବଢ଼ିଲା, ପଦ ରଦ୍ଦ ପାଇଁ ଦାବି

ଭୁବନେଶ୍ୱର: ନର୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତି ନିର୍ବାଚନୀ ସତ୍ୟପାଠରେ ଦେଇଥିବା ତଥ୍ୟ ମିଛ ଅଟେ। ଏପରି ଦାବି କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ନର୍ଲା ବିଧାନସଭା ଆସନର ପରାଜିତ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ। ପଦ ରଦ୍ଦ ହେଉ ବୋଲି ଦାବି କରି ସେ ହାଇକୋର୍ଟଙ୍କ…

ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ଲାଗୁ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ କ୍ରିୟାନ୍ୱୟନ ପାଇଁ ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଓଡ଼ିଶା ରାଜ୍ୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ସରକାର,…

ଖାଲି କ୍ଷୀର ବୋତଲରେ ଫସିଥିବା ନାଗସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଜାମୁକୋଳି ଗ୍ରାମର ନକୁଳ ଖଟେଇଙ୍କ ବାଡି ଭିତରେ ରଖା ଯାଇଥିବା ପରିତ୍ୟକ୍ତ କ୍ଷୀର ବୋତଲ ବସ୍ତା ଭିତରେ ଏଇ ନାଗ ସାପ ଅଧା ପଶି ରହିଥିଲା । ସାପଟିକୁ ନାଗ ବୋଲି ଜାଣିବା ପରେ ଆଉ ନମାରି, ନକୁଳ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନକୁ ଫୋନ୍ କରିଥିଲେ ।…

ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ରିୟା ଦେ ଓ ତାଙ୍କ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ। ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ରିୟାଙ୍କ ଘରେ ଅଭିଯୋଗକାରିଣୀ କେୟାରଟେକର ଭାବେ କାମ କରୁଥିବା ଦାବି କରିଛନ୍ତି। ମହିଳା ଜଣଙ୍କୁ ଘରେ ଚାବି ପକାଇ…

ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର, ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଳଭଦ୍ର

ପୁରୀ: ପୁରୀରେ ଆଜି ଆଡପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ ଠାକୁର ବଳଭଦ୍ର ଚାରମାଳରେ ଖସି ପଡ଼ିଥିଲେ। ଏହି ସମୟରେ ୭ରୁ ଅଧିକ ସେବାୟତ ଆହତ ହୋଇଥିବା ସୂଚନା ମିଳିଛି। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ଆସି ମହିଳାଙ୍କ ପାଟିତୁଣ୍ଡ

ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରର ରସୁଲଗଡ଼ ଛକରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଟକାଇବା ପରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଭିଏସଏସ ନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ…

ତେଜୁଛି ଦେବାଶିଷ ଏବଂ ସମ୍ବିତ କଳି, ପୁଣି ଗୋହି ଖୋଳି କଟା ଘା’ର ଚୂନ ମାରିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର: ବିଜେଡିର ଦୁଇ ନେତା ଦେବାଶିଷ ସାମନ୍ତରାୟ ଓ ସମ୍ବିତ ରାଉତରାୟଙ୍କ ମଧ୍ୟରେ ତେଜୁଛି କଳି। ଗତକାଲି ଦେବାଶିଷଙ୍କ ଏକ ମନ୍ତବ୍ୟର ଜବାବ ଦେଇ ସମ୍ବିତ ପୁଣିଥରେ ଗୋହି ଖୋଳିବା ଆରମ୍ଭ କରିଛନ୍ତି। ଦେବାଶିଷ ସୋମବାର କହିଥିଲେ ଯେ ସେ ସମ୍ବିତଙ୍କୁ କେବେ ବି ନିଜ ରାଜନୈତିକ ସ୍ତର ସହ…

ଫାଓରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ଓଡ଼ିଶା ଫୁଟୁବଲ ଆସୋସିଏସନ(ଫାଓ) ସଭାପତି ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଫାଓ ସମ୍ପାଦକ ଆଶ୍ରୀର୍ବାଦ ବେହେରାଙ୍କୁ ଚିଠି ଲେଖି ପଦ ଛାଡିଲେ ଦେବାଶିଷ । ନିଜ ବ୍ୟକ୍ତିଗତ ଜୀବନ କାର୍ଯ୍ୟକ୍ରମ ବ୍ୟସ୍ତତା କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଦେବାଶିଷ…

ଧର୍ମଶାଳାରେ ବଲ୍ଲେ ବଲ୍ଲେ ପରେ ରାଜନଗରରେ ସ୍ବାଦ !

ଭୁବନେଶ୍ବର: ବଲ୍ଲେ ବଲ୍ଲେ ପରେ ସ୍ବାଦ । ଯାଜପୁର ପରେ କେନ୍ଦ୍ରାପଡା ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଆସିଛି ଅଭିଯୋଗ । ଧ୍ରୁବ ସାହୁଙ୍କ ପୃଷ୍ଠପୋଷକତାରେ ଭିତରକନିକାଠାରୁ ମାତ୍ର ୬ଶହ ମିଟର ଦୂରରେ ଦେଢ ଏକର ଜଙ୍ଗଲ ଜମିରେ ହୋଟେଲ ଓ ଲଜ୍ ତିଆରି ହୋଇଥିବା ଅଭିଯୋଗ କରିଥିଲେ…