Latest Odisha News

BREAKING NEWS

Browsing Category

ଓଡିଶା

Odisha

ପହଣ୍ଡି ବେଳେ ମୁହଁମାଡି ପଡିଗଲେ ମହାପ୍ରଭୁ ବଳଭଦ୍ର, ଜଣାପଡିଲା କାରଣ….

ପୁରୀ: ମଙ୍ଗଳବାର ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ପହଣ୍ଡି ବେଳେ ଘଟିଯାଇଛି ବଡ ଅଘଟଣ । ଚାରମାଳରୁ ଖସି ମୁହଁମାଡି ପଡିଛନ୍ତି ବଡ ଠାକୁର ବଳଭଦ୍ର । ହଠାତ୍ ଚାରମାଳରେ ପହଣ୍ଡି ବେଳେ ଖସିପଡିଥିଲେ ମହାପ୍ରଭୁ । ଏହାକୁ ନେଇ ପୂରା ଓଡିଶା ମର୍ମାହତ ଥିବା ବେଳେ ଏନେଇ ସ୍ପଷ୍ଟିକରଣ…

ବାଘ ଛାଲ ବିକ୍ରି ପାଇଁ ହେଉଥିଲା ଡିଲ୍‌: ମାଡିବସିଲା ଏସ୍‌ଟିଏଫ, ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ନୂଆପଡ଼ା: ବନ୍ୟପ୍ରାଣୀ ଶିକାର ଓ ଏହାର ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ନୂଆପଡ଼ା ଜିଲ୍ଲାରେ ଗତ ଦୁଇ ତିନି ବର୍ଷ ମଧ୍ୟରେ ପ୍ରତ୍ୟେକ ଦୁଇ ତିନି ମାସରେ ବ୍ୟବସାୟୀ ମାନେ ଗିରଫ ହୋଇ କୋର୍ଟ ଚାଲାଣ ହେଉଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଦୁଇ ମାସ ତଳେ ଖଡ଼ିଆଳ ସହରରେ ବାଘ ଛାଲ…

ବ୍ୟବସାୟୀଙ୍କ ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ୟବସାୟୀଙ୍କ ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଚମାଖଣ୍ଟି ଥାନା ନରେନ୍ଦ୍ରପୁର ଛକରେ ଘଟିଛି ଏହି ଲୁଟି ଘଟଣା। ଲୁଟ୍‌ ସୁନା ଓ ରୁପା ଅଳଙ୍କାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ବାଇକ ରଖି ଜଳଖିଆ ଖାଉଥିବା ବେଳେ ଲୁଟ୍‌ର ଶିକାର…

ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟାକରି ଫିଙ୍ଗିଦେଇଥିବା ସନ୍ଦେହ

ବରଗଡ: ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବରଗଡ ଜିଲ୍ଲା ପାଇକମାଳ ଥାନା ମାଣ୍ଡୋସିଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାଣ୍ଡୋସିଲି ଗାଁର ହୋଇଥିବା ସୂଚନା ମିଳିଛି।…

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ଆଡ଼ପ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି। ଆଜି ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି କୋଟି ପୂଣ୍ୟ ଅର୍ଜିବେ ଶ୍ରଦ୍ଧାଳୁ । ଆଡ଼ପ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଡ଼ପ ଅବଢ଼ା ପାଇ କୃତ୍ୟ କୃତ୍ୟ ହେବେ ଅଗଣିତ ଜଗନ୍ନାଥ ପ୍ରେମୀ । ଶ୍ରୀଗୁଣ୍ଡିଚା ମନ୍ଦିର…

ହାଇୱାକୁ ଧକ୍କା ଦେଲା ସ୍କୋର୍ପିଓ: ଦୁର୍ଘଟଣାରେ ପରିବାରର ୩ ମୃତ, ପୂର୍ବତନ ସରପଞ୍ଚଙ୍କ ସମେତ ୨ ଗୁରୁତର

କୋଇଡ଼ା: ସ୍କୋର୍ପିଓକୁ ଧକ୍କାଦେଲା ହାଇୱା। ଦୁର୍ଘଟଣାରେ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ା ଜିଲ୍ଲା କୋଇଡା ଥାନା ରେଙ୍ଗାଲବେଢ଼ା ଛକ ନିକଟ ଜାତୀୟ ରାଜପଥ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଗତକାଲି…

ଦାରା ସିଂହଙ୍କୁ ମୁକ୍ତି ଦେବା ଆବେଦନ ଉପରେ ରାଜ୍ୟ ସରକାରଙ୍କ ଜବାବ ମାଗିଲେ ସୁପ୍ରିମକୋର୍ଟ

ବାରିପଦା: ୧୯୯୯ ମସିହାରୁ ବାରିପଦା ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ରବୀନ୍ଦ୍ର କୁମାର ପାଲ ଓରଫ ଦାରା ସିଂହଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ଏସଭିଏନ ଭଟ୍ଟୀ ଏହି ଆବେଦନର ଶୁଣାଣି କରିଥିଲେ ।…

ରଥଯାତ୍ରା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି

କଟକ: ରଥଯାତ୍ରା ବେଳେ ଯେଉଁଭଳି ଅବ୍ୟବସ୍ଥା ଦେଖାଦେଇଛି ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ପୁରୀ ରଥଯାତ୍ରା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଅମରେଶ ପଣ୍ଡାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇ କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ପୋଲିସ ବିଭାଗ ତରଫରୁ…

କାହିଁକି ଲକ୍ଷ୍ମୀ ବସର ରଙ୍ଗ ବଦଳାଗଲା ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସର ରଙ୍ଗ ସବୁଜରୁ ଗେରୁଆ ହୋଇଛି। ନୂଆ ସରକାର ସମୟରେ ଏହି ରଙ୍ଗ ଏବଂ ଯୋଜନାର ନାମ ପରିବର୍ତ୍ତନକୁ ବିଜେଡି ନାପସନ୍ଦ କରିଛି। ଏହାରି ଭିତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ରାଜ୍ୟ ପରିବହନ ନିଗମର ମୂଳ ରଙ୍ଗ…

ବିଳମ୍ବିତ ରାତିରେ ପୁରୀ ବଡ଼ଦାଣ୍ଡରେ ସିରିଜ୍ ଦୁର୍ଘଟଣା, ସଫେଇ କର୍ମଚାରୀ ଆହତ

ପୁରୀ: ପୁରୀରେ ବଳଭଦ୍ରଙ୍କ ଆଡପ ବିଜେ ବେଳେ ଘଟିଥିବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ସଫେଇ କର୍ମଚାରୀଙ୍କ ଉପରକୁ ଏକ କଳା ରଙ୍ଗର କାର ମାଡି ଯାଇଥିବା ଜଣାପଡ଼ିଛି। କାରଟିର ବେଗ ଏପରି ଥିଲା ଯେ ତାକୁ ଧରିବା ସମ୍ଭବ ହୋଇପାରିନି। ପାଞ୍ଚରୁ ଅଧିକ ସଫେଇ କର୍ମଚାରୀ…