Latest Odisha News

BREAKING NEWS

Browsing Category

ଓଡିଶା

Odisha

ବସିବ ଦ୍ବିତୀୟ କ୍ୟାବିନେଟ ବୈଠକ: ବିଭିନ୍ନ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ବୁଧବାର ବସିବ ରାଜ୍ୟର ଦ୍ବିତୀୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଦିନ ୧୧ଟା ବେଳେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି  । ଉକ୍ତ…

ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ବର: ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ।ମଞ୍ଚେଶ୍ବର ଥାନା ଶ୍ରୀରାମ ନଗର ବସ୍ତିର ଏକ ଘର ଭିତରୁ ଏକ ନାବାଳିକାର ଝୁଲନ୍ତା ମୃତ ଦେହ ଠାବ କରିଛି ପୋଲିସ। ଘର ବାହାରୁ ତାଲା ପଡ଼ିଥିବା ବେଳେ ଛି ଘର ଭିତରେ ଫ୍ୟାନରେ ଝୁଲିଛି ମୃତଦେହ। ନାବାଳିକା ଜଣଙ୍କ ଉତ୍ତରପ୍ରଦେଶର…

ସହରୀ ବନ୍ୟା ଏବଂ ଉତ୍ତାପ ଦ୍ୱୀପପୁଞ୍ଜର ମୁକାବିଲା କରିବ ପରଭିୟସ୍ କଂକ୍ରିଟ୍ ପେଭମେଣ୍ଟର

ଭୁବନେଶ୍ୱର: ଭାରତରେ ଦ୍ରୁତ ସହରୀକରଣ ହେତୁ ବିଟୁମିନିୟସ୍ ଏବଂ କଂକ୍ରିଟ୍ ପୃଷ୍ଠ ପରି ଦୁର୍ବଳ ରାସ୍ତା ବ୍ୟାପକ ଭାବେ ନିର୍ମିତ ହୋଇଛି। ବର୍ଷା ସମୟରେ ଏହି ରାସ୍ତାରେ ଅତ୍ୟଧିକ ବର୍ଷାଜଳ ପ୍ରବାହିତ ହୁଏ, ଯାହା ଅନେକ ସହରରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଥାଏ।  ସହରାଞ୍ଚଳରେ ପାର୍କିଂ…

ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ

ସୋର: ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ । ରେଳ ଧାରଣାରେ ପଡ଼ିଛି ୨ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଦୁର୍ଘଟଣା । ପୁରୀ-ହାୱଡ଼ା ଏକ୍ସପ୍ରେସ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଟ୍ରେନ୍‌ ଆସିବା ବେଳେ ଟ୍ରାକରେ…

ଶେଷ ହେଲା ରଥଟଣା, ଆଜି ଜନ୍ମବେଦୀକୁ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶେଷ ହୋଇଛି ରଥଟଣା । ଗତକାଲି ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଛି ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଛି ନନ୍ଦିଘୋଷ ରଥ । ଶରଧା ବାଲିରେ ଲାଗିଛି ୩ ରଥ । ଆଜି ଦିନ ସାରା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଭକ୍ତ ।…

ଭଲ ଖବର: ଦିଲ୍ଲୀପ ବରାଳଙ୍କ ବିହନ ପ୍ରକ୍ରିୟାକରଣ ଉପକରଣକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର: ଓଡିଶାର ସୁନାମଧନ୍ୟ ଚାଷୀ ତଥା ଜାତୀୟ କୃଷି କର୍ମଣ ପୁରସ୍କାର ବିଜେତା ଦିଲ୍ଲିପ କୁମାର ବରାଳଙ୍କ ଦ୍ବାରା ତିଆରି କରାଯାଇଥିବା ବିହନ ପ୍ରକ୍ରିୟାକରଣ ଉପକରଣକୁ ପେଟେଣ୍ଟ ମିଳିଛି। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ବିଭାଗ ତରଫରୁ ଏହି ପେଟେଣ୍ଟ ମିଳିଛି। ଦେଶର ପେଟେଣ୍ଟ…

କଟକ ବିଜେଡିରେ କନ୍ଦଳ! ସିବିଆଇ ଭୟରେ କଡ଼ ଲେଉଟାଛନ୍ତି କି ପ୍ରଭାତ ବିଶ୍ୱାଳ?

କଟକ: ଜିଲ୍ଲା ବିଜୁ ଜନତା ଦଳର ଦୁଇ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ କନ୍ଦଳ ସାମ୍ନାକୁ ଆସିଛି। ଜଣେ ନିର୍ବାଚନରେ ପରାଜୟ ବାବଦରେ ମୁହଁ ଖୋଲି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଅନ୍ୟ ଜଣେ ପରାଜୟ ବେଳେ ଏଭଳି ଗୋହି ଖୋଳିବା ପଛରେ ସିବିଆଇ ତଦନ୍ତ ଭୟ ବୋଲି କହି…

ବେଆଇନ ଖଣି ଖନନ ଓ କ୍ରସର ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମଶାଳା ବିଧାୟକ

ଯାଜପୁର:  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଖଣି ଖନନ ହେଉଥିବା ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଏଭଳି ଅନଧିକୃତ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଖଣି ଓ ଲଘୁ…

ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ମିଳିଲା ଅନୁମୋଦନ 

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ…

ଭୁବନେଶ୍ବରରେ ଦବିଲା ଫ୍ଲାଏଓଭର ରାସ୍ତା

ଭୁବନ‌େଶ୍ବର: ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ସୋମବାର ଦିନ ଦବିଯାଇଛି ରାସ୍ତା। ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଏକ ମିନି ଟ୍ରକ୍‌ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଆଇଗିଣିଆ ନିକଟସ୍ଥ ୧୬…