Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଣିକି NHରୁ ହଟିବେ ଗୋରୁ ଗାଈ, ରାସ୍ତାର ପ୍ରତି ୧୦୦ କିମିରେ ରହିବ ଗୋଶାଳା

ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି NHରୁ ହଟିବେ ଗୋରୁ ଗାଈ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ। ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା। ଏନେଇ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ…

ଆସୁଛି ଲଘୁଚାପ, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ଶନିବାର ଅପରାହ୍ନରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ସତର୍କ ସୂଚନା ଜାରି କରିଛି। ସୂଚନା ଅନୁଯାୟୀ, ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ…

ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲା ଯୁବକ

ହିଞ୍ଜିଳି: ଲିଫ୍ଟକୁ ନେଇ ହତ୍ୟାକାଣ୍ଡ। ଲିଫ୍ଟ ନଦେବାରୁ ଗଳା କାଟିଦେଲା ଯୁବକ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ । ଗତକାଲି ବିଳମ୍ବିତ ରାତିର ଏହି ଘଟଣା । ଆହାତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।…

ଶିମିଳିପାଳରେ ବାଘୁଣୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (STR)ର କୋର୍ ଏରିଆ ଭିତରେ ଏକ ପାଞ୍ଚ ବର୍ଷ ବୟସର ବାଘୁଣୀ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି। ଏହି Pseudo-Melanistic ବାଘୁଣୀ ଶିମିଳିପାଳ ଦକ୍ଷିଣ ଡିଭିଜନର UBK ରେଞ୍ଜରେ ଜଟିଆନି କ୍ୟାମ୍ପ ନିକଟରେ ମରି ପଡ଼ିଥିଲା। STR…

ଏକକ ଶିକ୍ଷକ ଥିବା ସ୍କୁଲରେ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ନିର୍ଦ୍ଦେଶ 

ଭୁବନେଶ୍ୱର: ଜଣେ ଶିକ୍ଷକ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ…

ସୁନ୍ଦରଗଡ଼ରେ ଯୁବକଙ୍କୁ ଜାଳିଦେଲେ ଦୁର୍ବୁତ୍ତ!

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଅଞ୍ଚଳର ଏକ ଗାଁରେ ଶନିବାର ଦିନ ଚାରି ଜଣ ମୁଖାପିନ୍ଧା ବ୍ୟକ୍ତି ଜଣେ ଯୁବକଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଯାହା ଫଳରେ ସେ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଜିଲ୍ଲାର ଲହୁଣୀପଡ଼ା ଥାନା ଅଧୀନରେ…

କାଠଯୋଡ଼ିକୁ ଡେଇଁଲେ ଯୁବକ; ଉପରେ ରେନକୋଟ୍, ମୋବାଇଲ୍…

କଟକ: କଟକର ସୁଭାସ ସେତୁରୁ ଶନିବାର ସକାଳେ କାଠଯୋଡି ନଦୀକୁ ଡେଇଁ ଜଟଣୀର ଜଣେ ଯୁବକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଯାହା ପରେ ପୋଲିସ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି। ନିଖୋଜ ଯୁବକ ଜଟଣୀ ଅଞ୍ଚଳର ଲିପୁ ସାହୁ ବୋଲି ଚିହ୍ନଟ କରାଯାଇଛି। ତାଙ୍କ…

ବଢୁଛି ସାଳନ୍ଦୀ ନଦୀ ଜଳସ୍ତର, ବନ୍ୟା ଆଶଙ୍କା…

ଭଦ୍ରକ: ସାଳନ୍ଦୀ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ଆଶଙ୍କା ପୁଣି ସୃଷ୍ଟି ହୋଇଛି। ବୈତରଣୀ ନଦୀରେ ସ୍ଥିତି ସମାନ ରହିଛି। ଭଦ୍ରକ ପୌରପାଳିକା ଅଧୀନରେ ଥିବା ଅନେକ ଅଞ୍ଚଳ, ବିଭିନ୍ନ ପଞ୍ଚାୟତ ଏବଂ ତିହିଡି ବ୍ଲକର କିଛି ଅଂଶ ବନ୍ୟାଜଳ…

ପ୍ରବଳ ବର୍ଷା ଆଲର୍ଟ; ମୟୂରଭଞ୍ଜରେ ଆଜି ସ୍କୁଲ ଛୁଟି

ମୟୂରଭଞ୍ଜ: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ, ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ…

ସ୍ୱଚ୍ଛ ଶକ୍ତି ବୈଷୟିକ ଜ୍ଞାନ ଆଦାନପ୍ରଦାନ କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର:୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ଆଜି ନୂଆଦିଲ୍ଲୀଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରର ପ୍ରସାର ଓ ଆନ୍ତଃ-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଓ ମଧ୍ୟପ୍ରଦେଶ ସରକାରଙ୍କ ନୂତନ ଓ…