Latest Odisha News

BREAKING NEWS

Browsing Category

ଓଡିଶା

Odisha

ଷ୍ଟପେଜ ଓ ଗେଟ ଖୋଲିବା ଦାବିରେ ପାତ୍ରପଡା ମୋ ବସ୍ ଡିପୋରେ ଧାରଣା

ଭୁବନେଶ୍ବର: ଭୁବନେଶ୍ୱର ପାତ୍ରପଡା ସ୍ଥିତ ମୋ ବସ୍ ଡିପୋରେ ଧାରଣାରେ ବସିଲେ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀ ଧାରଣାରେ ବସି ରହିଛନ୍ତି ।  ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହଶହ ପାତ୍ରପଡା ବାସିନ୍ଦା । ଡିପୋରେ ମୋସ ବସକୁ ଅଟକାଇ…

‘ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ବାତିଲ ହେଉ’, ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ଚିହ୍ନ ସରକାରୀ ବିଜ୍ଞାପନରେ ଲଗାଯାଉଛି, ଏହା ନିର୍ବାଚନ କମିଶନଙ୍କ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଦାବି କରି ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି,…

ଜଳିଗଲା କୋଲକାତାରୁ ଓଡ଼ିଶା ଆସୁଥିବା ବସ: ଜଣେ ମୃତ, ୩୦ ଆହତ

କୋଲକାତା:କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଲାଗିଗଲା ନିଆଁ । ହୁତହୁତ ଜଳିଲା ବସ । ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଛି ଖଡଗପୁର ଗ୍ରାମୀର ଥାନା ମାଦପୁରରେ । ଏହି ଦୁର୍ଘଟଣା ଶୁକ୍ରବାର ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ଘଟିଛି ।…

ଶ୍ରୀମନ୍ଦିରରେ ଠେଲାପେଲା, ସତର୍କ ନହେଲେ ଆଗକୁ ବିପଦ! ପୁଣି ବଢ଼ିଲା ଚାରିଦ୍ବାର ଖୋଲିବା ଦାବି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବାକୁ ଦାବି ହେଉଛି। ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ଏକ ପ୍ରକାର ଜୋରଦାର ଅଭିଯାନ ଆରମ୍ଭ କରିଛି ଏହାରି ଭିତରେ ଶୁକ୍ରବାର ପୁରୀ ମନ୍ଦିର ଭିତରେ ହୋଇଥିବା ଦଳଚକଟା ଘଟଣା ଚିନ୍ତାରେ ପକାଇଛି। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା…

ଅମ୍ବାଭୋନା ଥାନା ଭଙ୍ଗା ରାଜନୀତି: ସୁରେଶ କହିଲେ ଯମ ଅଜାଣତରେ ମୃତ୍ୟୁ ଆସେନି..

ଭଟଲି: ବରଗଡ ଅମ୍ବାଭୋନା ଥାନା ଭିତରେ ଯେଉଁଭଳି ସ୍ଥାନୀୟ ଲୋକେ ଭଙ୍ଗାରୁଜା କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ ବିଜେପି କହିଛି ଏହି ଭଙ୍ଗାରୁଜା ପଛରେ ସ୍ଥାନୀୟ ବିଧାୟକ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ହାତ ରହିଛି। ତେଣୁ ତାଙ୍କ ସାହସ ପାଇ ଯୁବକମାନେ ଥାନା…

ମୋଦୀଙ୍କୁ ଭେଟିବା ପରେ ହଠାତ ଆସି ନବୀନଙ୍କୁ ରାଜ୍ୟପାଳ ସାକ୍ଷାତ କରିବା ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ଗୁରୁବାର ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟପାଳ ରଘୁବର ଦାସ ଭେଟିବା ଏବେ ରାଜନୈତିକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ରାଜ୍ୟପାଳ। ଆଉ ଏହାପରେ…

କ୍ରିପ୍ଟୋ ପୁଞ୍ଜି ନିବେଶ ଠକେଇ ମାମଲାରେ ଏସଟିଏ ଇଣ୍ଡିଆର ଝାଡ଼ଖଣ୍ଡ ମୁଖ୍ୟ ଗିରଫ

ଭୁବନେଶ୍ୱର: କ୍ରିପ୍ଟୋ ପୁଞ୍ଜି ନିବେଶରେ ଠକେଇ ମାମଲାରେ ଇଓଡବ୍ଲୁ ଏସଟିଏ ଇଣ୍ଡିଆର ଝାଡ଼ଖଣ୍ଡ ମୁଖ୍ୟ ତଥା ପ୍ରତିଷ୍ଠାତା ସଦସ୍ୟ ସୁଶୀଲ କୁମାର ଟୁଡୁକୁ ଗିରଫ କରିଛି। ଅଭିଯୁକ୍ତ ସୁଶୀଲ ଝାରଖଣ୍ଡର ଧନବାଦ ଜିଲ୍ଲାର ନିବାସୀ। ତାକୁ ନିରସା ଥାନା ଅଞ୍ଚଳରୁ ଗିରଫ କରାଯାଇଛି। ଅଭିଯୁକ୍ତକୁ…

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଶିକ୍ଷକ ଗିରଫ, ଓଏଚଆରସି ମାଗିଲେ ରିପୋର୍ଟ

ନବରଙ୍ଗପୁର: ରାଇଘର ସ୍ଥିତ ସରକାରୀ ଆବାସିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ପ୍ରଧାନଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣେ ସହକାରୀ ଶିକ୍ଷକ। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ…

ଆଗାମୀ ୧୫ରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ, କଲେଜକୁ ଅର୍ଥ ଯୋଗାଇଦେବେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର କ୍ରୀଡ଼ା, ସଂସ୍କୃତି, ସାମାଜିକ କ୍ଷେତ୍ରରେ ଯୁବ ବର୍ଗ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” (ଆର.ୱାଇ.ଡି.ପି.) ଅଧୀନରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯୁବ ବର୍ଗ/ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଝାରସୁଗୁଡା ଅଭିମୁଖେ ଆସୁଥିବା ବିମାନ ମଝି ଆକାଶରୁ ଫେରିଗଲା

ଝାରସୁଗୁଡା: ଦିଲ୍ଲୀରୁ ଝାରସୁଗୁଡ଼ା ଯାଉଥିବା ସ୍ପାଇସଜେଟ୍ ବିମାନରେ ଶୁକ୍ରବାର ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବା ପରେ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ ଥିବାରୁ ବିମାନକୁ ଦିଲ୍ଲୀ ଫେରିବାକୁ ପଡ଼ିଛି। ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ…