Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହିଳା ସାମ୍ବାଦିକଙ୍କୁ ମାଡ ମାରି ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର: ଗିରଫ ହେଲେ ଟୁଟୁ ନାୟକ । ମହିଳା ସାମ୍ବାଦିକଙ୍କୁ ମାଡ ମାରିଥିବା ଅଭିଯୋଗରେ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ଆଜି ତାଙ୍କୁ ଥାନାକୁ ଆଣି ଜେରା କରୁଥିଲା । ଏହା ପରେ ଗିରଫ କରିଛି ପୋଲିସ  । ଏନେଇ ସୂଚନା ଦେଇଛନ୍ତି, ଜୋନ୍‌-୪ ଏସିପି ମାନସ ଗଡ଼ନାୟକ  ।  ମହିଳା…

ମହକୁଥିଲା ମାଟି, ଝଲସୁଥିଲା ଚମକ: ଦେଖିବା ଲୋକେ କହୁଥିଲେ..‘ଏତେ ସୁନ୍ଦର’

ଭୁବନେଶ୍ୱର:ମାଟିର ମହକରେ ଝଲସୁଥିଲା ପ୍ରଦର୍ଶନୀ ପଡିଆ । କେଉଁଠି ରଙ୍ଗବେରଙ୍ଗର ଦୀପ ତ କେଉଁଠି ଚିକମିକ ଦୀପଦାନୀ  । କେଉଁଠି କାରୁକାର୍ଯ୍ୟ ବିମଣ୍ଡିତ ଚାବି ଷ୍ଟାଣ୍ଡ ତ କେଉଁଠି ଆକର୍ଷଣୀୟ  ଚୂଲି। ପୁଣି କେଉଁଠି ସୁନ୍ଦର ମନଲୋଭା ଗାର୍ଡେନ ପଟ୍ ଆଉ ଘରସଜା ଉପକରଣ ।   ସତେ  ଯେମିତି ଦର୍ଶକର…

ବାଲେଶ୍ୱରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ, ୯ ଜଣଙ୍କୁ ଝୁଣି ପକାଇଲେ

ବାଲେଶ୍ବର: ଚାରିଆଡେ ଏବେ ବୁଲା କୁକୁରଙ୍କ ଉତ୍ପାତ ବଢିବାରେ ଲାଗିଛି । ଯେଉଁଠି ଦେଖିଲେ ସେଠାରେ ଖାଲି ମାଳ ମାଳ କୁକୁର ପଲ । ଗାଡ଼ି ଓ ପଦଚାରୀଙ୍କ ପାଇଁ ଏବେ ଆତଙ୍କ ପାଲଟିଛନ୍ତି ଏହି କୁକୁର ଦଳ । ଯେଉଁଥିପାଇଁ ଅନେକ ସମୟରେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ । ବର୍ତ୍ତମାନ…

ପୁଣି ନୂଆପଡାରେ ବାଘ ଆତଙ୍କ, ଜଣେ ମହିଳା ମୃତ

ନୂଆପଡା: ପୁଣି ନୂଆପଡାରେ ବାଘ ଆତଙ୍କ । ଗତ ତିନି ଦିନ ପୂର୍ବେ ଜଣେ ନାବାଳକର ଶିକାର କରିଥିବା ବେଳେ, ଆଜି (ଶନିବାର) ପୁଣି ଜଣେ ମହିଳାଙ୍କୁ ଝାମ୍ପି ନେଇ ମାରିଥିବା ଖବର ଆସିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିରିଆରୀବାହାରା ଗ୍ରାମରେ । ଖବରମୁତାବକ, ଗତକାଲି…

ସାରା ଓଡ଼ିଶା ସରକାରଙ୍କର, ଲୋପାମୁଦ୍ରା କ’ଣ ଓଡ଼ିଶାର ନୁହେଁ ? ହିଟ ଆଣ୍ଡ ରନ ମାମଲାରେ ବିଜେଡିକୁ ଏମିତି ଟାର୍ଗେଟ…

 ଭୁବନେଶ୍ୱର: ଭୁବନେଶ୍ୱର ପାୱାର ହାଉସ ଛକରେ ଗତ ୩୧ ତାରିଖ ରେଞ୍ଜ ରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟିବା ପରେ ଘନଉଛି ବିବାଦ । ଏହି ବେପରୁଆ ଗାଡି ଚାଳନା ଯୋଗୁ ଲୋପାମୁଦ୍ରା ସାହୁଙ୍କର ଶୁକ୍ରବାର ମୃତ୍ୟୁ ଘଟିଥିବାବେଳେ ଆହତ ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ ମୃତ୍ୟୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କାମ ଶୀଘ୍ର ସାରିବାକୁ ତତ୍ପର ସରକାର; ବଡି ଭୋରରୁ ପୁରୀରେ ପହଞ୍ଚିଲେ ପାଣ୍ଡିଆନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କାମ ଶୀଘ୍ର ସାରିବାକୁ ତତ୍ପର ହୋଇ ପଡିଛନ୍ତି ସରକାର । ତେଣୁ ଆଜି ଭୋରରୁ ପହଞ୍ଚିଛନ୍ତି ପୁରୀରେ । ପ୍ରକଳ୍ପ କାମ ସମୀକ୍ଷା କରିଥିଲେ । କାମ ତୁରନ୍ତ ସାରିବା ପାଇଁ  କହିଥିଲେ । ଦରକାର ପଡିଲେ ଅଧିକ ଲୋକ ଲଗାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ…

ଗୋଷ୍ଠୀ ବିବାଦକୁ ନେଇ ଫୁଟିଲା ଗୁଳି, ଜଣେ ଗୁରୁତର

ରାଉରକେଲା: ରାଉରକେଲାରେ ଗୁଳିକାଣ୍ଡ । ଗୋଷ୍ଠୀ ବିବାଦକୁ ନେଇ ଫୁଟିଲା ଗୁଳି । ଆଜି ସକାଳ ପ୍ରାୟ ୮ଟାରେ ବିଶ୍ରା ଆଇଟିଆଇ ବସ୍ତିରେ ଗୁଳିକାଣ୍ଡ ହୋଇଛି l ଦୁଇ ଅଜ୍ଞାତ ଯୁବକଙ୍କ ଗୁଳିମାଡ଼ରେ ପିକଅପ ଡ୍ରାଇଭର ମହମ୍ମଦ ରାଜା ଗୁରୁତର ହୋଇଛନ୍ତି l ରାଜାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ…

ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର, ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ

ଭୁବନେଶ୍ଵର: ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର । ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରି ବନ୍ଦ କରାଯାଉଛି । ଗତକାଲି ସାରା ଓଡିଶାରେ ଓଡିଆ ଚଳଚ୍ଚିତ୍ର ପ୍ରଥା ମୁକ୍ତିଲାଭ କରିଥିବା ବେଳେ ଝାରସୁଗୁଡାରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଇଛି । ଏପଟେ ଓଡ଼ିଆ ଚଳଚ୍ଚିତ୍ର…

ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ

ଭୁବନେଶ୍ଵର: ଚଳିତ ମାସ ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ଦ୍ୱିତୀୟ ବିମାନ । ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ । ‘ଇଣ୍ଡିଆ ୱାନ୍‌ ଏ’ ସଂସ୍ଥା ଏହି ବିମାନ ସେବା ଯୋଗାଇବ । ଇଣ୍ଡିଆ ୱାନ୍‌ ଏୟାରର ୯ ସିଟ ବିଶିଷ୍ଟ ବିମାନ ଭୁବନେଶ୍ବରରୁ ସକାଳ ୭ଟା ୧୦ରେ…

ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଓଡିଆ ପୁଅ ମନୋରଞ୍ଜନ ମିଶ୍ର

ଭୁବନେଶ୍ଵର: ପୁଣିଥରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡିଆ ପୁଅ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିୟୋଜିତ ହୋଇଛନ୍ତି ଓଡିଆ ପୁଅ ମନୋରଞ୍ଜନ ମିଶ୍ର । ଗତ ୩ ଦଶନ୍ଧିରୁ ରିଜର୍ଭ ବ୍ୟାଙ୍କରେ ବିଭିନ୍ନ ଗୁରୁ ଦାୟିତ୍ୱ ତୁଲାଇବା ପରେ ଏହି ପଦବୀରେ…