Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକର୍

ଭୁବନେଶ୍ବର: ବନ୍ଦ ହେଇଯିବ କି ଲକ୍ଷ୍ମୀ ବସ ? ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକର୍। ବସର ଏକ ପାର୍ଶ୍ବରୁ ହଟିଲା ଲକ୍ଷ୍ମୀ ଚିହ୍ନ, ବସର ପଛରୁ ଲିଭିଲା ମିଶନଶକ୍ତି ଲେଖା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଓ ନୂଆପଡ଼ାରେ । ଗତକାଲି ଯାଏଁ ବସ୍ ଗୁଡ଼ିକରେ ଷ୍ଟିକର୍ ଥିଲା…

ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଇନ୍‌ଚାର୍ଜ ଏଜି

ଭୁବନେଶ୍ଵର: ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଇନ୍‌ଚାର୍ଜ ଆଡ୍‌ଭୋକେଟ୍‌ ଜେନେରାଲ । ଏଜି ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ପୂର୍ବତନ ଇନ୍‌ଚାର୍ଜ ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ ପରିଜାଙ୍କ ଇସ୍ତଫା ପରେ ନୂତନ ଇନ୍‌ଚାର୍ଜ ଆଡ୍‌ଭୋକେଟ୍‌ ଜେନେରାଲ ଭାବେ ନିଯୁକ୍ତ…

ଚଳନ୍ତା ଟ୍ରକର ଚକାଫାଟି ଲାଗିଲା ନିଆଁ, ଜଳିଗଲା ବହୁମୂଲ୍ୟ ସାମଗ୍ରୀ

ଭୁବନେଶ୍ୱର: ରାଜଧାନୀର ତମୋଣ୍ଡୋ ନିକଟରେ ଅଘଟଣ । ଏକ ଚଳନ୍ତା ଟ୍ରାନ୍ସପୋର୍ଟିଂ ଟ୍ରକରେ ନିଆଁ ଲାଗିଯିବା ଫଳରେ ଜଳିଗଲା ବହୁ ମୂଲ୍ୟ ସାମଗ୍ରୀ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଦମକଳବାହିନୀ । ଖବରମୁତାବକ, ଆଜି ମଧ୍ୟାହ୍ନ ସମୟରେ ତମୋଣ୍ଡୋ ଥାନା ନିକଟ ଫ୍ଲାଏ ଓଭର ଉପରେ…

ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର

ଭୁବନେଶ୍ଵର: ଇଲେକ୍ଟ୍ରୋନିକ୍ସସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର । ଇସ୍ତଫା ଗୃହିତ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୦୦ ବ୍ୟାଚର ଆଇଆରଟିଏସ ଅଫିସର ମନୋଜ କୁମାର ମିଶ୍ର ଦୀର୍ଘ ଦିନ ଧରି ଆଇଟି ବିଭାଗର ପ୍ରମୁଖ ଶାସନ…

‘ସବୁ ପାଇଁ ଦାୟୀ ନବୀନ, ପରମୁଣ୍ଡରେ ଦୋଷ ଦେଇ ଖସିପାରିବେନି’

ଭୁବନେଶ୍ବର: ‘ନବୀନଙ୍କ ପରାଜୟ ପାଇଁ ଦାୟୀ ନିଜେ ନବୀନ, ପରମୁଣ୍ଡରେ ଦୋଷ ଦେଇ ଖସିପାରିବେନି’, ଓଡିଶା ଗଡ ବିଜେପି ହାତକୁ ଗଲାପରେ କିଛି ଏମିତି କହି ନବୀନଙ୍କ ଉପରେ ବର୍ଷିଛନ୍ତି ନବନିର୍ବାଚିତ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ରାଜ୍ୟ ରାଜନୀତିରେ ସବୁ କିଛି ଓଲଟପାଲଟ ହୋଇଯାଇଛି ।…

ବାଲେଶ୍ୱର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ବାଲେଶ୍ବର:ବାଲେଶ୍ବର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ  । ୧ ମିନିଟରେ ୨ରୁ ୩ ଥର ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ, ଗୋଳାବାରୁଦ ପରୀକ୍ଷଣ ହେଉଥିବା ଲୋକମାନେ ଅନୁମାନ କରୁଛନ୍ତି । ଏହାର କାରଣ କଣ ସ୍ପଷ୍ଟ…

ନିର୍ବାଚନରେ ବିଜେଡି ପରାଜୟର କାରଣ କହିଲେ ବରିଷ୍ଠ ନେତା ଶଶୀ ବେହେରା

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ଦୀର୍ଘ ୨୪ ବର୍ଷ ପରେ ସରିଛି ନବୀନ ଯୁଗ  । ୨୪ ବର୍ଷର ଶାସନ ଭିତରେ ଦେଶରେ ଅପ୍ରତିଦ୍ୱନ୍ଦ୍ୱୀ ଓ ଅପରାଜେୟ ନେତା ପାଲଟିଥିଲେ ନବୀନ ପଟ୍ଟନାୟକ । ଓଡିଶା ବିଧାନସଭା ନିର୍ବାଚନର ଫଳାଫଳ ପରେ ସମସ୍ତଙ୍କ ମନରେ ଗୋଟିଏ…

ସିଏମଓରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ଭୁବନେଶ୍ବର: ବିଜେଡି ଧରାଶାୟୀ ହେବା ପରେ ବୁଧବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ଗତକାଲି ତାଙ୍କର ଇସ୍ତଫା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦୁଇ ଜଣ ପରାମର୍ଶଦାତା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ହେଉଛନ୍ତି  ଆର୍.…

ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ଫଳାଫଳ ସମ୍ପର୍କରେ ଅବଗତ କରାଇଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ମଧ୍ୟାହ୍ନ ୧ଟା ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜ ଟିମ୍ ସହ ରାଜଭବନ ଯାଇ…

ଏଇଠି ଅଛନ୍ତି ପାଣ୍ଡିଆନ

ଭୁବନେଶ୍ବର: କୁଆଡେ ଗଲେ ବିଜେଡିର ନମ୍ବର ଟୁ ଭିକେ ପାଣ୍ଡିଆନ ? ବିଜେଡି ନିର୍ବାଚନ ପରିଚାଳନା ହେଉ କି ପ୍ରଚାର । ସବୁବେଳେ ନଜର ଆସୁଥିବା ପାଣ୍ଡିଆନଙ୍କୁ ଫଳାଫଳ ପ୍ରକାଶ ପାଇବା ପରଠୁ ଦେଖିବାକୁ ମିଳୁନି । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ୟାସ ନେବାକୁ…