Latest Odisha News

BREAKING NEWS

Browsing Category

ଓଡିଶା

Odisha

ହକ୍ ପାଇଁ ଆଦିବାସୀ ମହାମେଳୀ, ୧୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ ସଂଘ

ସୁବର୍ଣ୍ଣପୁର: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଆଦିବାସୀ। ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ସୋନପୁର ସହରରେ ଏକ ବିଶାଳ ଆଦୀବାସୀ ମହାମେଳୀ ଆନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରୟାଲ ପଡିଆଠାରୁ ହଜାର ହଜାର ସଂଖ୍ୟକ ଆଦୀବାସୀ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ନୃତ୍ୟ ଗିତରେ ଏକ ବିଶାଳ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ : ମାଆ ଆଗରେ ଚାଲିଗଲା ପୁଅର ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା  । ମାଆ ଆଗରେ ଚାଲିଯାଇଛି ପୁଅର ଜୀବନ । ସ୍କୁଟିକୁ ଟ୍ରକ୍ ଧକ୍କା ଦେବାରୁ ଜଣେ ୫ ବର୍ଷ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି । ଏବଂ ମାଆ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଖୋର୍ଦ୍ଧା ଗାନ୍ଧୀ ପଡିଆ ଅଞ୍ଚଳର…

ବିଶ୍ଵ ବନ୍ଧୁତ୍ୱ: ଗୋପୀନାଥ ଗୌଡିୟ ମଠ ଆନୁକୁଲ୍ୟରେ ଦିବ୍ୟ ସମାଗମ ଅନୁଷ୍ଠିତ

ପୁରୀ: ପୁରୀ ଗୋପୀନାଥ ଗୌଡିୟ ମଠ ଆନୁକୁଲ୍ୟରେ ବିଶ୍ଵ ବନ୍ଧୁତ୍ୱ ନିମନ୍ତେ ଆଧ୍ୟାତ୍ମିକ ଉତ୍ସବ ଦିବ୍ୟ ସମାଗମ ଅନୁଷ୍ଠିତ ହେଉଛି । ଏହା ୩ ଦିନ ବ୍ୟାପୀ ଚାଲିବ । ଏଥିରେ ସମଗ୍ର ବିଶ୍ବରୁ ୫ ହଜାରରୁ ଉର୍ଦ୍ଧ୍ଵ ସାଧୁସନ୍ଥ ଯୋଗଦେଇଛନ୍ତି। ଭକ୍ତି ପ୍ରମୋଦ ପୁରୀ ଗୋସ୍ୱାମୀ ଠାକୁରଙ୍କ ୧୨୫ତମ…

ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ

https://youtu.be/Sn0uSRPHubU ଯାଜପୁର: ନବରାତ୍ର ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ମାଙ୍କ ଷୋଡଶ ଉପଚାର ରେ ପୂଜା ଜାରି ରହିଥିବା ବେଳେ ନବରାତ୍ରର ତୃତୀୟ ଦିନରେ ମାଙ୍କ ଗର୍ଭ ଗୃହ କୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁ…

ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି  । ପ୍ରତି ପଞ୍ଚାୟତ ଓ ପ୍ରତି ଗାଁ ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ…

ଅକ୍ଟୋବର ୨୯ରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା: ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଦୈନିକ ଚଳାଚଳ

ଭୁବନେଶ୍ବର: ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଭୁବନେଶ୍ବରରୁ ଦୈନିକ ଗୌହାଟିକୁ ବିମାନ ଚଳାଚଳ କରିବ  । ପ୍ରତିଦିନ ୧ଟା ୨୫ରେ ଭୁବନେଶ୍ବରରୁ ଛାଡି ୨ଟା ୫୫ ରେ ଗୌହାଟୀରେ ପହଞ୍ଚିବ  । ସେହିପରି ୩ଟା…

ତ୍ରିପୁରା ସୁନ୍ଦରୀ ବେଶରେ ମା’ ସୁରେଶ୍ୱରୀ

https://youtu.be/3cMe7tMVFUY ନବରଙ୍ଗପୁର: ଆଜି ଆଶ୍ୱୀନ ତୃତୀୟା ତିଥି । ସୁବର୍ଣ୍ଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସୁରେଶ୍ୱରୀ ଆଜି ଷୋଡ଼ଶୀ(ତ୍ରିପୁରା ସୁନ୍ଦରୀ) ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ତାରା ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ତ୍ରିପୁରା…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ : ଭିଜିବ ଦଶହରା, ରାବଣ ପୋଡି

ଭୁବନେଶ୍ବର: ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ  । ୨୦ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି ।  ସେପଟେ ଆଗକୁ ଆସୁଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । କିନ୍ତୁ ଏଥର ଦଶହରାକୁ ଫିକା କରିପାରେ ଲଘୁଚାପ ବର୍ଷା ।…

ନବରାତ୍ରୀ ୨୦୨୩: ମା’ଙ୍କ ଆଗମନ ପାଇଁ ଶେଷ ପର୍ଯ୍ୟାୟରେ ପୂଜା ପ୍ରସ୍ତୁତି

ନବରଙ୍ଗପୁର: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ହେବ ମା'ଙ୍କ ଆଗମନ । ମା'ଙ୍କ ଧରବତାରଣ ପୂର୍ବରୁ ବଧୁ ବେଶ ରେ ସଜେଇ ହେଉଛି ପୃଥିବୀ । କାଶତାଣ୍ଡି ଫୁଲର ଧବଳ ଚାଦର ସହିତ ପଦ୍ମ ଓ କଇଁ ଫୁଲର ଅପାର ସମ୍ଭାରରେ ମହି ଆଚ୍ଛାଦିତ ହୋଇ ମା'ଙ୍କୁ ସ୍ୱାଗତ ଜଣାଉଛି ।   ଅନ୍ୟପକ୍ଷରେ ନବରଙ୍ଗପୁର…

ବନ୍ଧୁ ପାଇଁ ସାଜିଲେ ହେଲମେଟ୍ ମ୍ୟାନ୍ : ମାଗଣାରେ ବାଣ୍ଟିଲେଣି ୬୦ ହଜାର ହେଲମେଟ୍

ଭୁବନେଶ୍ବର: ଦିନେ ଏକ ସଡକ ଦୁର୍ଘଟଣାରେ ନିଜ ବନ୍ଧୁକୁ ହରାଇଥିଲେ ଆଉ ଏବେ ଲୋକଙ୍କ ପାଇଁ ସାଜିଛନ୍ତି ହେଲମେଟ୍ ମ୍ୟାନ୍  । ଲୋକଙ୍କୁ ଦେଉଛନ୍ତି ସଡକ ସୁରକ୍ଷାର ବାର୍ତ୍ତା । ହଁ ଆଜ୍ଞା ଆମେ କହୁଛୁ ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାର ରାଘବେନ୍ଦ୍ର କୁମାରଙ୍କ କଥା  । ଭୁବନେଶ୍ବର-କଟକ – ପୁରୀ…